ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
ଭୁବନେଶ୍ବର: ଦୀର୍ଘ ୧୯ ଦିନ ଧରି ଆମରଣ ଅନଶନରେ ବସିଛନ୍ତି ସୋନମ୍ ୱାଂଙ୍ଗଚୁକ୍ । ଏହାକୁ ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ । ସୋନମ୍ ୱାଂଙ୍ଗଚୁକଙ୍କୁ ଯେଉଁଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ଏବଂ ବାରମ୍ବାର ନିଟ୍ ପରୀକ୍ଷା ପ୍ରଶ୍ନ ପତ୍ର ଥିବା ଲିକ୍ ହେବା ସତ୍ତ୍ୱେ ଜଣେ…