Latest Odisha News

BREAKING NEWS

Yearly Archives

2026

LPG Crisis: ଯୁଦ୍ଧବିରତି ଘୋଷଣା ପରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି, ରାଜ୍ୟ ସରକାରଙ୍କୁ କହିଲେ ତୁରନ୍ତ କର ଏହି…

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଲପିଜି ଯୋଗାଣ ପାଇଁ ନୂତନ ଫର୍ମୁଲା ପ୍ରସ୍ତୁତ କରିଥିବା ବେଳେ ସମସ୍ତ ରାଜ୍ୟ ସରକାରଙ୍କୁ ୩ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ଦେଶବ୍ୟାପୀ ଏଲପିଜି ଅଭାବକୁ ଦୃଷ୍ଟିରେ…

ରେକର୍ଡ ସୃଷ୍ଟି କଲା ଅକ୍ଷୟଙ୍କ ଭୂତ ବଙ୍ଗଲା ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ଭୂତ ବଙ୍ଗଲାର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି । ଏପ୍ରିଲ ୧୭ରେ ଏହି ଫିଲ୍ମ ରିଲିଜ ହେବ । ଏହି ହରର କମେଡୀର ଟ୍ରେଲର ଦର୍ଶକଙ୍କ ପସନ୍ଦ ଆସିଛି । ୧୦୦ ମିଲିୟନରୁ ଊର୍ଦ୍ଧ୍ୱ ଭିଉଜ ସହ ଏହା ରେକର୍ଡ ସୃଷ୍ଟି କରିଛି । ଫିଲ୍ମର ନିର୍ଦ୍ଦେଶନା…

ଜନ୍ମଦିନରେ ନୂଆ ଲୁକରେ ଆସିଲେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ । ଆଜି ଅଲ୍ଲୁଙ୍କର ୪୪ତମ ଜନ୍ମଦିନ । ଏହି ପବିତ୍ର ଜନ୍ମଦିନରେ ସେ ପ୍ରଂଶସକଙ୍କ ପାଇଁ ନୂଆ ଭେଟି ଆଣି ଦେଇଛନ୍ତି । ଜନ୍ମଦିନରେ ନୂତନ ଚଳଚିତ୍ରର ପ୍ରଥମ ପୋଷ୍ଟର ମୁକ୍ତିଲାଭ କରିଛି । ରାକା ଚଳଚିତ୍ର ପୋଷ୍ଟର…

୧୫ ଦିନର ଅସ୍ତ୍ରବିରତି: ହ୍ରାସ ହେବ କି ବିମାନ ଭଡା, ଫୁଏଲ୍ ସରଚାର୍ଜ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ବିଶ୍ୱରେ ଘୋଡ଼ାଇ ହୋଇଥିବା ଯୁଦ୍ଧର କଳାବାଦଲ ଏବେ ହଟିବା ଆରମ୍ଭ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ୧୫ ଦିନିଆ ଯୁଦ୍ଧବିରତି କେବଳ ବନ୍ଧୁକକୁ ନୀରବ କରିନାହିଁ, ବରଂ ଅନ୍ତର୍ଜାତୀୟ ବଜାରରେ ତେଲ ମୂଲ୍ୟ ହ୍ରାସ ପାଇବା ମଧ୍ୟ ନୂତନ ଆଶା ସୃଷ୍ଟି କରିଛି। ଯଦି ଆପଣ ମଧ୍ୟ ମହଙ୍ଗା…

LPG cylinder at ₹500: ଏଲପିଜି ସଙ୍କଟ ମଧ୍ୟରେ, ମାତ୍ର ୫୦୦ ଟଙ୍କାରେ ଟାଙ୍କି ଦେଉଛନ୍ତି ଦୁଇ ଭାଇ

ଡେରାଡୁନ: ଗ୍ୟାସ୍ ଟାଙ୍କି ପାଇଁ ଦେଶରେ ଚାଲିଛି ଟଣାଓଟରା। ସରକାର ଯେତେ କହିଲେ ବି, ଠିକ୍ ସମୟରେ ମିଳିପାରୁନି ଟାଙ୍କି। କେଉଁଠି ୩୦୦୦ ତ ଆଉ କେଉଁଠି ୫୦୦୦ ଟଙ୍କା ମୂଲ୍ୟ ହୋଇଥିବା ବେଳେ... ଉଜ୍ବଳାରେ ସାମିଲ ଥିବା ଗ୍ରାହକ ବି ବହି ଥାଇ ହାତ ଖାଲି। ମିଳୁନି ଗ୍ୟାସ୍ ଯୋଗାଣ। ଏହି ସମୟରେ…

ଉଛୁଳିଲା ସେୟାର ମାର୍କେଟ: ସେନସେକ୍ସ ୨୭୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ତ୍ରବିରତି ଏବଂ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଯୋଗୁଁ ଆଜି ଏସୀୟ ବଜାରରେ ତୀବ୍ର ବୃଦ୍ଧି ଘଟିଛି। ଏହାର ପ୍ରତିଫଳନ ଘରୋଇ ଷ୍ଟକ୍ ବଜାର ଉପରେ ମଧ୍ୟ ପଡୁଛି। ପ୍ରାରମ୍ଭିକ କାରବାରରେ ବିଏସଇ ସେନସେକ୍ସ ୨୭୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା, ଯେତେବେଳେ…

ବିଶ୍ୱ ସଙ୍କଟ ମଧ୍ୟରେ ରେପୋ ହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ଅପରିବର୍ତ୍ତିତ ରଖିଛି। ବୁଧବାର ଦିନ ମୁଦ୍ରା ନୀତି କମିଟି (MPC) ଏହାର ବୈଠକରେ ଏହାକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଏହା…

Iran US ଯୁଦ୍ଧବିରତି ଉପରେ ଆସିଲା ନେତାନ୍ୟାହୁଙ୍କ ପ୍ରଥମ ବୟାନ, କହିଲେ, ‘ନିଜ ସର୍ତ୍ତ ସହିତ…’

ନୂଆଦିଲ୍ଲୀ: ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଇସ୍ରାଏଲର ପ୍ରଥମ ପ୍ରତିକ୍ରିୟା ଆସିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ ନିଜର ସର୍ତ୍ତ ମଧ୍ୟ ସ୍ଥିର କରିଛନ୍ତି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଇରାନ ସହିତ…

୭ ଦିନିଆ ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ

କଟକ: ରିମାଣ୍ଡରେ ଯିବ କୁଖ୍ୟାତ ଅପରାଧୀ ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ JMFC କୋର୍ଟ। କାଲିଠୁ ୧୫ ତାରିଖ ଯାଏଁ ରିମାଣ୍ଡରେ ନେବ କର୍ଣ୍ଣାଟକ ପୋଲିସ। ୨୦ କୋଟି ଟଙ୍କାର ସୁନା ଗହଣା ଲୁଟ୍‌ ମାମଲାରେ କରିବ ପଚରାଉଚରା। ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏଁ…