ଟି୨୦ ର୍ୟାଙ୍କିଙ୍ଗ: ବୁମରାହ, ବରୁଣଙ୍କୁ ଫାଇଦା
ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଆଇସିସି ଖେଳାଳିମାନଙ୍କ ନୂତନ ର୍ୟାଙ୍କିଙ୍ଗ ଜାରୀ କରିଛି । ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଯଶପ୍ରୀତ ବୁମରାହଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଥିବା ବେଳେ ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବୁମରାହ ୭ଟି…