ବଢିଲା ସ୍ନାତକ ନାମଲେଖା ପାଇଁ ଆବେଦନ ସମୟସୀମା
ଭୁବନେଶ୍ବର:ବଢିଲା ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା । ଛାତ୍ରୀଛାତ୍ରମାନେ ଜୁନ୍ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ।ପ୍ରଥମ ମେଧା ତାଲିକା ଜୁନ୍ ୨୨ ତାରିଖରେ ପ୍ରକାଶିତ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଶିକ୍ଷା ବର୍ଷ…