Latest Odisha News

BREAKING NEWS

Yearly Archives

2026

Budget Session: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜିଠାରୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଅଭିଭାଷଣ ରଖିପାରନ୍ତି ରାହୁଲ…

ନୂଆଦିଲ୍ଲୀ: ଆଜିଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିରୋଧୀ ଦଳରୁ ପ୍ରଥମ ବକ୍ତା ହେବେ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ…

Prisoner Commits Suicide: ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ…

କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ବିଚାରାଧୀନ ବନ୍ଦୀ ଜଣକ ଜେଲ ଡାକ୍ତରଖାନାରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ଏବେ ସୁଦ୍ଧା ଜଣାପଡିନାହିଁ । ମୃତ…

Jammu Kashmir Earthquake: ଭୂକମ୍ପ ଝଟକାରେ ଥରିଲା ଜମ୍ମୁ-କାଶ୍ମୀର; ରିକ୍ଟର ସ୍କେଲରେ ତିବ୍ରତା…

ଶ୍ରୀନଗର: ପ୍ରବଳ ତୁଷାରପାତ, ପ୍ରବଳ ଥଣ୍ଡା ଏବଂ ଶୂନ୍ୟ ଡିଗ୍ରୀ ତଳେ ତାପମାତ୍ରା ମଧ୍ୟରେ, ଜମ୍ମୁ ଏବଂ କାଶ୍ମୀରରେ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ସକାଳେ ଜମ୍ମୁ ଏବଂ କାଶ୍ମୀରରେ ୪.୬ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବାରାମୁଲ୍ଲାରେ ଅବସ୍ଥିତ…

୧୦ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ, ଅବମାନନା କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ୧୦ଜଣ ଓଡ଼ିଶା ଅର୍ଥ ସେବା ଅଧିକାରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନେଇନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଯଦି ଏହି ଚିଠି ପାଇବା ପରେ କାର୍ଯ୍ୟରେ ଯୋଗ ନ…

ଆମେରିକାର ଜର୍ଜିଆରେ ହୋଟେଲ ବାହାରେ ଫୁଟିଲା ଗୁଳି; ପୋଲିସ ଅଧିକାରୀ ମୃତ, ଜଣେ ଗୁରୁତର

ଓ୍ବାଶିଂଟନ୍: ପୁଣି ଆମେରିକାରେ ଫୁଟିଲା ଗୁଳି । ଜର୍ଜିଆ ରାଜ୍ୟର ଆଟଲାଣ୍ଟା ଉପକଣ୍ଠରେ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ପୋଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ରବିବାର ଦିନ, ଆଟଲାଣ୍ଟାର ଉପକଣ୍ଠରେ ଥିବା ଏକ ହୋଟେଲରେ ପୋଲିସ ଦ୍ୱାରା ପଚରାଉଚରା…

BJD: ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର: ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ସିମୁଳିଆର ଶଶୀ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା । ଯଦି…

Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ

ନୂଆଦିଲ୍ଲୀ:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର (୧ ଫେବୃଆରୀ) ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ବିରୋଧୀ ଦଳଗୁଡ଼ିକ ବଜେଟ୍ ଉପରେ ପ୍ରଶ୍ନ ଉଠାଉଛନ୍ତି। ଆମ ଆଦମୀ ପାର୍ଟି ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଏହାକୁ ନୈରାଶ୍ୟଜନକ ବୋଲି କହିଛି। ଦଳ କହିଛି ଯେ…

Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା

ନୂଆଦିଲ୍ଲୀ: ନାଗାଲାଣ୍ଡ ଏବଂ ମଣିପୁର ସୀମାରେ ଅବସ୍ଥିତ ପ୍ରସିଦ୍ଧ ଜୁକୋଉ ଉପତ୍ୟକା(Dzukou Valley)ରେ ଲାଗିଥିବା ଭୀଷଣ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ବାୟୁସେନା ଏକ ବଡ଼ ରିଲିଫ୍ ଅଭିଯାନ ଆରମ୍ଭ କରିଛି । ପ୍ରାୟ ୯,୫୦୦ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ଦୁର୍ଗମ ଅଞ୍ଚଳରେ,…

Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ

ବୌଦ୍ଧ: ପୋଲିସ ଚଢାଉ କରି ପ୍ରାୟ ୮୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲା ବାଉଁସୁଣୀ ଥାନାର ରଙ୍ଗାମାଟିଆ ଜଙ୍ଗଲ ପାଖ ରାସ୍ତାରେ ଗୁରୁବାର ରାତିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ପୋଲିସ ଚଢାଉ କରି ୮୦ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଜବତ…

Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ

ଭୁବନେଶ୍ବର: ଆଜି ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ସୂଚନା ରହିଛି । ଶେଷ ନିଶ୍ବାସ ତ୍ୟାଗ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ଡିସେମ୍ବର ୫ତାରିଖରେ ଅସୁସ୍ଥ ହୋଇ ସେ…