ବିଜୟଙ୍କୁ ସମର୍ଥନ ପାଇଁ ମନାକଲା AIADMK, ସଂଖ୍ୟାଗରିଷ୍ଠତା ପ୍ରମାଣ ନେଇ ବଢ଼ିଲା ଅଡୁଆ
ଚେନ୍ନାଇ: ତାମିଲନାଡୁରେ ସରକାର ଗଠନରେ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେକୁ ସମର୍ଥନ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଏଆଇଏଡିଏମକେ।
ଦଳ କୌଣସି ପରିସ୍ଥିତିରେ ଟିଭିକେକୁ ସମର୍ଥନ କରିବନାହିଁ ବୋଲି କହିଛନ୍ତି ଦଳୀୟ ନେତା।
ଟିଭିକେ ଏହାର ପ୍ରଥମ ନିର୍ବାଚନୀ ପଦାର୍ପଣରେ ପ୍ରଭାବଶାଳୀ ୧୦୮ ଆସନ…