Latest Odisha News

BREAKING NEWS

Yearly Archives

2026

ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷରେ ୧୧ ମୃତ, ୭୦ରୁ ଅଧିକ ଆହତ

ଇସଲାମବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ମିଳିତ ଆୱାମୀ କାର୍ଯ୍ୟ କମିଟି (JAAC) ଉପରେ ପ୍ରତିବନ୍ଧକ ଲଗାଇବା ପରେ ପ୍ରତିବାଦ ଆରମ୍ଭ ହୋଇଛି । ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି ।…

ଏମିତି ବି ଆସେ ମୃତ୍ୟୁ: ପ୍ରାକ୍ଟିକାଲ୍ ରେକର୍ଡ଼ ଲେଖୁ ଲେଖୁ ଶୋଇପଡିଲେ ଛାତ୍ରୀ, ଆଉ ଉଠିଲେନି

ପୁରୀ: କଥାରେ ଅଛି ନିଶ୍ୱାସର ନାହିଁ ବିଶ୍ୱାସ। କେତେବେଳେ କେଉଁ ବୟସରେ ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟେ ତାହା ମଧ୍ୟ କହିହୁଏନାହିଁ। ଏପରି ଏକ ଦୁଃଖଦ ଘଟଣା ପୁରୀ ଜିଲ୍ଲାରୁ ଆସିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ପୁରୀର ଦ୍ଵିତୀୟ ବର୍ଷର ଛାତ୍ରୀ ସଂଗ୍ରାମିକା ପଣ୍ଡାଙ୍କ ଅକାଳ…

ଦୀଘା ଜଗନ୍ନାଥ ଧାମରୁ ହଟିବ ‘ଧାମ’ ଶବ୍ଦ

ଭୁବନେଶ୍ୱର:ଦୀଘା ଜଗନ୍ନାଥ ମନ୍ଦିର ନାମକରଣ ବିବାଦକୁ ନେଇ ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି। ଦୀଘା ଜଗନ୍ନାଥ ଧାମ ନାଁରୁ ‘ଧାମ’ ଶବ୍ଦ ହଟାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। ନୂଆ ନିଷ୍ପତ୍ତି ଅନୁସାରେ, ଦୀଘା ଜଗନ୍ନାଥ ଧାମ ବଦଳରେ…

ବିଧାୟକଙ୍କ ସହି ଜାଲିଆତି ମାମଲାରେ ଅଭିଷେକ ବାନାର୍ଜୀଙ୍କୁ ପୁଣି CID ସମନ୍

କୋଲକାତା: ବିଧାୟକଙ୍କ ଦସ୍ତଖତ ଜାଲିଆତି ମାମଲାରେ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଉପରେ CIDର ଚାପ ବଢ଼ିଛି। ତୃତୀୟ ସମନ୍ ସତ୍ତ୍ୱେ ସେ ମଙ୍ଗଳବାର ଭବାନୀ ଭବନରେ ହାଜର ହୋଇନଥିଲେ। ରିପୋର୍ଟ ଅନୁସାରେ, ଅଭିଷେକ ଏବେ ଦିଲ୍ଲୀରେ ଅଛନ୍ତି।…

ମମତାଙ୍କ ଘରେ ହଠାତ୍ ପହଞ୍ଚିଲା ସିଆଇଡି ଟିମ୍!

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ହଇଚଇ ଦେଖାଦେଇଛି। ବଙ୍ଗଳା CIDର ଅଧିକାରୀମାନେ ମଙ୍ଗଳବାର କାଲିଘାଟର 30B ହରିଶ ଚାଟାର୍ଜୀ ଷ୍ଟ୍ରିଟରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବାସଭବନରେ ପହଞ୍ଚିଥିଲା। କାରଣ ଏଠି ଟିଏମସି ର ସେଣ୍ଟ୍ରାଲ କାର୍ଯ୍ୟାଳୟ…

ଏବେ UPI ଜରିଆରେ ଉଠାଇ ପାରିବେ ପିଏଫ୍ ଟଙ୍କା

ନୂଆଦିଲ୍ଲୀ: ଦେଶର କୋଟି କୋଟି ଚାକିରିଆଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ଏବେ ଆପଣ ଗୁଗଲ୍ ପେ, ଫୋନ୍ ପେ କିମ୍ବା ପେଟିଏମ୍ ଭଳି UPI ଆପ୍ ମାଧ୍ୟମରେ ମାତ୍ର କେଇ ଘଣ୍ଟା ଭିତରେ ନିଜ ପିଏଫ୍ ଖାତାରୁ ଟଙ୍କା ଉଠାଇ ପାରିବେ। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ସୂଚନା…

ଜଙ୍ଗଲରୁ ହାତୀ ଛୁଆର କଙ୍କାଳ ଉଦ୍ଧାର ତିନି ମାସରେ ତାରାସିଙ୍ଗି ବନାଞ୍ଚଳରେ ତୃତୀୟ ହାତୀ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ତାରାସିଙ୍ଗି ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା ଥମିବାର ନାଁ ନେଉନାହିଁ। ଗାୟାଗଣ୍ଡା ସେକ୍ସନ ଅଧୀନ ପାଇଛାଲିଆ ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଛୁଆର କଙ୍କାଳ ଉଦ୍ଧାର ହୋଇଛି। ଏହାକୁ ମିଶାଇ ଗତ ତିନି ମାସ ମଧ୍ୟରେ କେବଳ…

ଖୋର୍ଦ୍ଧାରୁ ୫୦ ଲକ୍ଷର ବ୍ରାଉନ ସୁଗାର ଜବତ, ୩ ଗିରଫ

ଖୋର୍ଦ୍ଧା: ନିଶା କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ୫୦୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ଏକ ସୂଚନା ଆଧାରରେ ଏନଫୋର୍ସମେଣ୍ଟ ଟିମ୍ ଗତକାଲି ରାତିରେ ଜାତୀୟ ରାଜପଥ ୧୬…

Deepika Padukone Flaunts Baby Bump: କୁନି ଅତିଥିଙ୍କୁ ସ୍ବାଗତ ପୂର୍ବରୁ ନୂଆ ଘର ପରିଦର୍ଶନ କଲେ ଦୀପିକା-ରଣଭୀର,…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ମାତୃତ୍ୱ ଏବଂ ତାଙ୍କର ଦ୍ୱିତୀୟ ପ୍ରେଗନାନ୍ସି ଉପଭୋଗ କରୁଛନ୍ତି। ଏହି ଯାତ୍ରାରେ ରଣବୀର ସିଂହ ତାଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସମର୍ଥନ କରୁଛନ୍ତି। ସମ୍ପ୍ରତି, ଦୁହେଁ ସେମାନଙ୍କ ନୂତନ ଘରେ ଦେଖାଯାଇଛନ୍ତି। ଦ୍ବିତୀୟ କୁନି…

‘ଦୀଘା ଜଗନ୍ନାଥ ଧାମ’ ହଟାଇବାକୁ ଶୁଭେନ୍ଦୁଙ୍କୁ ମୋହନଙ୍କ ଚିଠି

ଭୁବନେଶ୍ୱର: ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଚିଠି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ…