ବ୍ୟଙ୍ଗ: ପ୍ରଥମା
ଏବେ ଏବେ ଗଲା ପ୍ରଥମାଷ୍ଟମୀ । ସବୁ 'ପ୍ରଥମ' ମାନେ ନୂଆ ଜାମା ପିନ୍ଧି ଏଣ୍ଡୁରୀ ପିଠା ଖାଇ ମଉଜ଼ କଲେ । ଆମେ ପିଠା ପ୍ରିୟ ବୋଲି କ'ଣ ଟିକେ ମାଗି ଦେଇଥିଲୁ । ଖାଇ ଖାଇ ଦୁଇ ତିନିଟା ଖଣ୍ଡେ ଖାଇଥାନ୍ତୁ, କୋଉ ସବୁ ସାରିଦେଉଥିଲୁ ଯେ ଏତେ ସଙ୍କୋଚ ! ଜଣେ ଭାଇ କହିଲେ ପିଠା ଖାଇବ ନା ପିଠିରେ…