Latest Odisha News

BREAKING NEWS

ସାନ ଭାଇ ତୀର ମାଡରେ ବଡ଼ ଭାଇ ଗୁରୁତର

ମୟୂରଭଞ୍ଜ: ଘରୋଇ କଳହରୁ ହତ୍ୟା ଉଦ୍ୟମ । ସାନ ଭାଇର ତୀର ମାଡ଼ରେ ବଡ଼ ଭାଇ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ । ତୀର ମାଡ଼ରେ ଆହତ ହୋଇଛନ୍ତି ବୁଧୁରାମ ପିଙ୍ଗୁଆ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲ ଓ…

ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ସୌରଭଙ୍କ ବିଶ୍ୱରେକର୍ଡ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଶନିବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ୧୯ ବର୍ଷୀୟ ସୌରଭ ଫାଇନାଲ୍ସରେ ୨୪୬.୯ ପଂଏଟ ସ୍କୋର କରିଥିଲେ । ପୂର୍ବରୁ ଉତର କୋରିଆର କିମ ସୋଙ୍ଗ(୨୪୬.୫)ଙ୍କ ନାମରେ ଏହି ରେକର୍ଡ ରହିଥିଲା । ସୌରଭ ୬୦…

୧୬ ତାରିଖରେ ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଟିକାକରଣ

ଭୁବନେଶ୍ୱର: ଆଜି ଓଡ଼ିଶାରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକା । ଆସନ୍ତା ୧୬ ତାରିଖରେ ଟିକାକରଣ ଶୁଭାରମ୍ଭ ହେବ । ଭୁବନେଶ୍ୱରରେ ୫ଟି କେନ୍ଦ୍ରରେ ଭ୍ୟାକସିନ୍ ଲଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ,…

ମେଲବୋର୍ଣ୍ଣ ଟେଷ୍ଟ: ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୧୯୫ରନରେ ଅଲଆଉଟ୍

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଅଲଆଉଟ୍ ହୋଇଛି କଙ୍ଗାରୁ ବାହିନୀ । ଟମ୍ ଇଣ୍ଡିଆର ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ । ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ୍ ହୋଇଛି ଘରୋଇ ଦଳ । ମାର୍ନସ ଲାବୁସେନ୍ ସର୍ବାଧିକ ୪୮ ଓ ଟ୍ରେଭିସ୍ ହେଡ୍ ୩୮ ରନ୍…

୨ ଜଣ ଖେଳାଳିଙ୍କ ପ୍ରତି ଟିମ୍ ଇଣ୍ଡିଆ ମ୍ୟାନେଜମେଂଟ ଅନ୍ୟାୟ କରିଛନ୍ତି : ଗମ୍ଭୀର

ନୂଆଦିଲ୍ଲୀ: ସୁନୀଲ ଗାଭାସ୍କରଙ୍କ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ମଧ୍ୟ ଭାରତୀୟ କ୍ରିକେଟ ଦଳର ଟିମ୍ ମ୍ୟାନେଜମେଂଟକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨ଜଣ ଖେଳାଳିଙ୍କ ବିରୋଧରେ ମ୍ୟାନେଜମେଂଟ ଅନ୍ୟାୟ କରୁଛି । ସେମାନେ ହେଲେ ରିଦ୍ଧିମାନ ଶାହ ଓ ଋଷଭ ପନ୍ତ ।…

ଆରମ୍ଭ ହେଲା କୋଣାର୍କ ମହୋତ୍ସବ; ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଓ ଭାରତନାଟ୍ୟମରେ ଶିବ ଆରାଧନା

କୋଣାର୍କ: ଓଡ଼ିଶା ପର୍ଯ୍ୟଟନ ବିଭାଗ ନିବେଦିତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ଉଦ୍‍ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ଼ିଜିଟାଲ ମୋଡ୍‍ରେ ଶୁଭ ଉଦ୍‍ଘାଟନ କରି କୋଣାର୍କ ଉତ୍ସବର ସଫଳତା କାମନା…

ଖସୁଛି ପାରଦ; ୧୫ ଡିଗ୍ରୀ ତଳେ ରାଜ୍ୟର ୧୩ଟି ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ । ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ବିଭାଗର ସୂଚନାନୁସାରେ, ୧୦ ଡିଗ୍ରି ତଳେ ରାଜ୍ୟର ୨ ଟି ସହର ରହିଥିବା ରେକର୍ଡ ହୋଇଥିବା ବେଳେ…

ମାତାମଠରେ କାର୍ତିକ ବ୍ରତ ନିଷ୍ଠାର ସହ ପାଳନ

ପୁରୀ: ଶ୍ୟାମକୁଞ୍ଜ ଗଳି ମଧ୍ୟରେ ଥିବା ରାଧେଶ୍ୟାମ ଆଶ୍ରମରେ କାର୍ତିକ ବ୍ରତ ସମ୍ପୂର୍ଣ୍ଣ ନିଷ୍ଠାର ସହ ପାଳନ କରାଯାଇଛି । କୋଭିଡ-୧୯ କଟକଣା ସହ ପ୍ରତ୍ୟେକ ଦିନ ମହାପ୍ରସାଦ ସେବନ ସହ କାର୍ତିକବ୍ରତୀମାନଙ୍କ ପାଇଁ ଭାଗବତ ପାରାୟଣ ପ୍ରବଚନର ଆୟୋଜନ ହୋଇଥିଲା । ମଠର ମହନ୍ତ ସୁବଳ ଚରଣ ଦାସ ଏହି…

କ୍ଲାସ୍ ରୟାଲ୍ ପାର୍ଟନର୍ସ ପକ୍ଷରୁ ୨୭ ଦିନିଆ ଗେମିଂ ଟୁର୍ଣ୍ଣାମେଂଟ୍ ପାଇଁ ଜିଓ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର /ମୁମ୍ବାଇ: ଜିଓଗେମସ୍ ପକ୍ଷରୁ ଏକ ୨୭ ଦିନିଆ କ୍ଲାସ୍ ରୟାଲ୍ ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଉଛି ଯେଉଁଥିରେ ବିଜେତାଙ୍କୁ \"ଭାରତର ଗେମିଂ ଚାମ୍ପିଆନ୍‌’ ମୁକୁଟ ପ୍ରଦାନ କରାଯିବ । କ୍ଲାସ୍ ରୟାଲ୍ ହେଉଛି ଏକ ଫ୍ରିମିୟମ୍‌, ବାସ୍ତବ-ସମୟର ଏକାଧିକ ଖେଳାଳୀ ସାମିଲ୍ ହେଉଥିବା ଏକ…

ଓଡ଼ିଆ ସଂସ୍କୃତିରେ ମୁରୁଜ

ଭୁବନେଶ୍ୱର: ହିନ୍ଦୁ ପରମ୍ପରାର ପୂଜା ପଦ୍ଧତି ସହ ମୁରୁଜ ଅଙ୍ଗାଙ୍ଗି ଭାବେ ଜଡ଼ିତ । ଦେବାଦେବୀଙ୍କ ଆରାଧନା ଓ ଅନ୍ୟ ଶୁଭ କାର୍ଯ୍ୟ ଯଥା ଯଜ୍ଞ, ବିବାହ, ବ୍ରତଘର ଓ ପୂର୍ବ ପୁରୁଷଙ୍କୁ ପିଣ୍ଡଦେବା ସମୟରେ ମୁରୁଜ ବ୍ୟବହାର କରାଯାଇଥାଏ । ଇତିହାସ କହେ ମହେଞ୍ଜୋଦାରୋ ଏବଂ ହରପପା ସଭ୍ୟତା ସମୟରେ…