Latest Odisha News

BREAKING NEWS

Heavy Rain Alert:ଆସନ୍ତାକାଲି ଏହି ଜିଲ୍ଲାର ସମସ୍ତ ସ୍କୁଲ୍‌ ଛୁଟି;ଏପଟେ ଘରୁ ନବାହାରିବାକୁ ଗଞ୍ଜାମ…

ଜଗତସିଂହପୁର:ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା କରାଇବ । ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ…

Odisha SIR ends:ଓଡ଼ିଶାରେ ଶେଷ ହେଲା SIR,.ବାଦ ପଡିଲେ ଏତିକି ଭୋଟର…

ଭୁବନେଶ୍ବର: ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR ପରେ  ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ ବାଦ ପଡ଼ିଛି । ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଏବେ…

Heavy rainfall alert:ଏହି ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି;ଭୂସ୍ଖଳନ ଭୟ ଥିବା ଅଞ୍ଚଳ ଉପରେ ନଜର

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୩ ଏବଂ ୨୪ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି କାଲିଠୁ ୨୪ ଯାଏ ଗଜପତିରେ ସ୍କୁଲ ଓ…

ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ରଗ୍‌ବୀ ଟିମ୍ ଘୋଷଣା: ଓଡ଼ିଶାର ୪ ଜଣ ଖେଳାଳି ସାମିଲ

ନୂଆଦିଲ୍ଲୀ: ଆଗାମୀ ଆଇଚି-ନାଗୋୟା ଏସିଆନ୍ ଗେମ୍ସ ୨୦୨୬  ପାଇଁ ରଗ୍‌ବୀ ଇଣ୍ଡିଆ  ସୋମବାର ୧୩-ଜଣିଆ ସିନିୟର ମହିଳା ରଗ୍‌ବୀ ସେଭେନ୍ସ  ସ୍କ୍ୱାଡର ଘୋଷଣା କରିଛି । ଏହି ଭାରତୀୟ ଦଳରେ ଓଡ଼ିଶାର ୪ ଜଣ ପ୍ରତିଭାବାନ୍ ଖେଳାଳି ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଦୁମୁନି…

କୋହଲି, ରୋହିତ ଓ ହାର୍ଦ୍ଦିକଙ୍କୁ ପଛରେ ପକାଇବେ ୩ ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ମନୋନିବେଶ କରିଛି । ଭାରତର  ତିଳକ ବର୍ମା, ଶିବମ୍ ଦୁବେ ଏବଂ ଅର୍ଶଦୀପ ସିଂହ ଏପର‌୍ୟ୍ୟନ୍ତ ୧୭ଟି ଭିନ୍ନ ଭିନ୍ନ ବିପକ୍ଷ ଦଳ ବିପକ୍ଷରେ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି । ଜାପାନ ବିପକ୍ଷ ମ୍ୟାଚ୍‌ରେ…

Light gate Collapsed :ବିଶ୍ୱକର୍ମା ପୂଜାରେ ଅଘଟଣ, କାର ଉପରେ ଭାଙ୍ଗି ପଡ଼ିଲା ଲାଇଟ୍ ଗେଟ୍

ପାରାଦୀପ:ପାରାଦୀପ ବିଶ୍ୱକର୍ମା ପୂଜାରେ ଅଘଟଣ । ତୋରଣର ଲାଇଟ୍ ଗେଟ୍ କାର ଉପରେ ଭାଙ୍ଗି ପଡ଼ିଥିଲା।କାର ଚାଳକ ଓ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ପାରାଦୀପରେ ହଠାତ୍ ପବନ ଓ ବର୍ଷା ହୋଇ ଏଭଳି ଏକ ଅଘଟଣ ଘଟିଛି । ଜୟଦେବ ସଦନ ନିକଟ ଏଫସିଆଇ ୟୁନିଅନର ତୋରଣ ର ଲାଇଟ୍…

ଶିକ୍ଷକଙ୍କ ସମସ୍ୟା; ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ଅଶୋକ ତ୍ରିପାଠୀ କମିଟି

ଭୁବନେଶ୍ୱର: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଗଠିତ କମିଟି ଏହାର ରିପୋର୍ଟ…

ଏକା ସାଙ୍ଗରେ ଜଳିଲା ୭ଜଣଙ୍କ ଜୁଇ

ପୁରୀ: ଅତୀତରେ ପାଣିରୁ ଭାଇକୁ ବଞ୍ଚାଇଥିଲେ । ହେଲେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ନିଜେ ପାଣିରେ ବୁଡି ଚାଲିଗଲେ । ପୁରୀ ସ୍ୱର୍ଗଦ୍ୱାରରେ ମଧ୍ୟପ୍ରଦେଶର ନଳଖେଡା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶିବ ପ୍ରସାଦଙ୍କ ଭାଇ ସର୍ବେଶ୍ୱର ଏମିତି କିଛି ଦୁଃଖଭରା କଥା କହିଛନ୍ତି। ଶିବ ଅତ୍ୟନ୍ତ ସାହସୀ ଓ…

ମମତାଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ବ୍ୟବହାର କରିପାରିବେ ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କୋଲକାତା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। କୋର୍ଟ ତାଙ୍କ ତୃଣମୂଳ କଂଗ୍ରେସ (TMC) ଗୋଷ୍ଠୀକୁ ପୋଲିସ ଦ୍ୱାରା ଫ୍ରିଜ୍ କରାଯାଇଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି। ବିଚାରପତିଙ୍କ…

୨୦୨୩ରୁ ବିସିସିଆଇ, ଅଗରକରଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମତଭେଦ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା  ଅଜିତ୍ ଅଗରକର୍ ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ  ମଧ୍ୟରେ ୨୦୨୩ରୁ ହିଁ ମତଭେଦ ଆରମ୍ଭ ହୋଇଯାଇଥିଲା ବୋଲି ଦ ଟେଲିଗ୍ରାଫର ରିପୋର୍ଟ ପ୍ରକାଶ ପାଇଛି ।  ଅଗଷ୍ଟ ୨୦୨୩ରେ ଅନୁଷ୍ଠିତ ଆୟରଲ୍ୟାଣ୍ଡ ଗସ୍ତ ପାଇଁ  ବିସିସିଆଇ …