ସିଂଘମ ଏଗେନ ପରେ ବ୍ରେକରେ ଯିବେ ରଣବୀର-ଦୀପିକା
ମୁମ୍ବାଇ: ବଲିଉଡର ରିଲ ଏବଂ ରିୟଲ ଲାଇଫର ସଫଳ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ବାପା-ମାଆ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ସିଂଘମ ଏଗେନର ଶୁଟିଂ ଶେଷ ହେବା ପରେ ଏହି ଷ୍ଟାର ଯୋଡି ପ୍ରେଗେନ୍ସି ବ୍ରେକରେ ଯିବେ । ସେମାନେ ମାନସିକସ୍ତରରେ ନିଜର ପ୍ରଥମ ସନ୍ତାନକୁ…