ଆସନ୍ତୁ ଜାଣିବା କିଏ କହିଲେ, ବଂଚିଥିବା ପର୍ଯ୍ୟନ୍ତ ଶ୍ରୀଦେବୀଙ୍କ ବାୟୋପିକ କରେଇ ଦେବିନି
ମୁମ୍ବାଇ: ଶ୍ରୀଦେବୀଙ୍କ ବାୟୋପିକ କରିବା ନେଇ ଅନେକ ପ୍ରଡ୍ୟୁସର ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର ଏହା କାର୍ଯ୍ୟକାରୀ ହୋଇ ପାରୁନି । ଏଥିରେ ମୂଖ୍ୟ ପ୍ରତିବନ୍ଧକ ସାଜିଛନ୍ତି ଶ୍ରୀଦେବୀଙ୍କ ପତି ବୋନୀ କାପୁର । ସେ ସ୍ପଷ୍ଟ ଭାବେ କହିଛନ୍ତି ମୁଁ ନିଜେ ତାଙ୍କ ବାୟୋପିକ କରିବିନି କିମ୍ବା…