Latest Odisha News

BREAKING NEWS

‘ବିଜେଡି ବିଜେପି ସରିଛି ଆସନ ବୁଝାମଣା’ ଅପେକ୍ଷା ଘୋଷଣାକୁ !

ଭୁବନେଶ୍ୱର: ଦ୍ୱନ୍ଦ୍ୱ ଭିତରେ ବଢ଼ିଛି ଓଡ଼ିଶାରେ ଦୁଇ ଦଳ ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ମେଣ୍ଟ ସମ୍ଭାବନା । ସୋସିଆଲ ମିଡିଆ ଏକ୍ସରେ ବରିଷ୍ଠ ସାମ୍ୱାଦିକ ରାଜଦୀପ ସରଦେଶାଇଙ୍କ ସଦ୍ୟତମ ପୋଷ୍ଟକୁ ନେଇ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ସମ୍ଭାବନାକୁ ଖୋରାକ ଯୋଗାଇଛି…

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌; ୬ ମୃତ, ୧୦ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ବରଯାତ୍ରୀ ମାନେ ନାଚଗୀତ କରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡିଯାଇଥିଲା । ଫଳରେ ୬ ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର…

ଆଜିଠୁ ଆରମ୍ଭ ହେଉଛି ଇସଲାମ ଧର୍ମର ପବିତ୍ର ମାସ ରମଜାନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ମୁସଲମାନଙ୍କ ପବିତ୍ର ରମଜାନ ମାସ । ଗତକାଲି ରାତିରୁ ତରାବି ପାଠ ସହ ଆଜିଠୁ ଆରମ୍ଭ ହେଉଛି ରମଜାନ ମାସ । ଇସଲାମ ଧର୍ମରେ ରମଜାନ ମାସକୁ ସବୁଠାରୁ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଏହି ମାସରେ "ରୋଜା" ଅର୍ଥାତ ଉପବାସ ରଖାଯାଇଥାଏ । ମୁସଲମାନ ଭାଇ ଓ…

କବିତା : ସାଧନା

ଶିବଦୂତୀ ପାଣିଗ୍ରାହୀ  ଖଳ ମଣିଷର ମନ ସର୍ବଦା କିପରି ଖୋଳିବ ଆନର ଗୋଇ । ତାର ସବୁ ବଳ ଓ କଳ, ମାୟା କୂଟ ଛଳରେ କଟାଇ ଥାଇ । ସ୍ୱାର୍ଥତ୍ୟାଗୀ, ସେବାରେ ସମୟ ସାରି ହୁଏ ତ ସୁଖ ପ୍ରାପ୍ତ । ଦେଖାଣିଆ ସେବା ନଦେବ କେବେ ଶାନ୍ତି ଲାଳସା ତ ନିଜ ହିତ । ଦୁଃଖ ଆସେ, ସେବାର ନାମରେ…

ଆନ୍ଧ୍ରପ୍ରଦେଶରେ ବିଜେପି-ଟିଡିପି-ଜେଏସପି ଆସନ ବୁଝାମଣା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଏନଡିଏର ବିଜେପି-ଟିଡିପି-ଜେଏସପି ମିଳିତ ମଞ୍ଚ ମଧ୍ୟରେ ଆନୁଷ୍ଠାନିକ ଭାବେ ଆସନ ବୁଝାମଣା ହୋଇଛି । ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୭ଟି ଲୋକସଭା ଏବଂ ୧୪୪ଟି ବିଧାନସଭା ଆସନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବ । ଭାରତୀୟ ଜନତା ପାର୍ଟି (ବିଜେପି) ୬ଟି ଲୋକସଭା…

ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ଲୋକସଭା ଆସନ?

ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

୮ ରାଜ୍ୟ ନେଇ ବିଜେପିର ମାନସ ମନ୍ଥନ; ଖୁବଶୀଘ୍ର ଆସିବ ଦ୍ୱିତୀୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଉଷ୍ମତା ସେତିକି ବଢ଼ୁଛି। ନିର୍ବାଚନ ଆୟୋଗ ଖୁବଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ତେଣୁ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି ବିଭିନ୍ନ ରାଜନୖତିକ ଦଳ। ମାର୍ଚ୍ଚ ୨ ରେ ବିଜେପି ତାର…

ବିଜେଡି ଓ ବିଜେପି ମେଣ୍ଟ ସସପେନ୍‌ସ ପଛର କ’ଣ ରହିଛି ଡିଲ୍?

ଭୁବନେଶ୍ୱର: କାହିଁକି ଫାଇନାଲ୍ ହେଉନି ବିଜେଡି-ବିଜେପି ମେଣ୍ଟ? ବୁଝାମଣାରେ ବାଧା କେଉଁଠି ? କାହିଁକି ସିଲ୍ ହେଇପାରୁନି ମେଣ୍ଟ ଡିଲ୍ ? କାହିଁକି ଦୋଛକିରେ ମେଣ୍ଟ ସମ୍ଭାବନା ? କେବଳ ସିଟ୍ ଭାଗବଣ୍ଟା ନେଇ ଛିଡୁନି ଅଙ୍କ ନା ମିଶୁନି ପଦ୍ମ ଓ ଶଙ୍ଖ ଦଳ ନେତାଙ୍କ ମନ ? ଟପ୍ ନେତାଙ୍କ ମେଂଟ…

‘୨୦୦୮ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବ’ ଧମକ ଦେଇଥିବା ଯୁବକ ବ୍ରଜରାଜନଗରରୁ ଗିରଫ

ବ୍ରଜରାଜନଗର: ସୁରକ୍ଷା ଏଜେନ୍ସିକୁ ଧମକପୂର୍ଣ୍ଣ ଇମେଲ୍ ପଠାଇବା ଅଭିଯୋଗରେ ବ୍ରଜରାଜନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏହି ଇମେଲରେ ଦାବି କରାଯାଇଛି ଯେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ପୁନରାବୃତ୍ତି ହେବା ନିଶ୍ଚିତ। ଅଭିଯୋଗକୁ ଭିତ୍ତି କରି ପୁଲିସ ଯୁବକଙ୍କୁ ଇ-ମେଲ୍…

କେନ୍ଦ୍ରାପଡା କୁରୁକ୍ଷେତ୍ର ପୁଣି ଦେଖିବ କି ନେତା ବନାମ ଅଭିନେତା ଲଢ଼େଇ?

ଭୁବନେଶ୍ୱର: କେନ୍ଦ୍ରାପଡା କୁରୁକ୍ଷେତ୍ରରେ ଓହ୍ଲାଇବେ କାହାର ସେନାପତି ? ମେଂଟ ହେଲେ କାହାର କଟିବ ପତା ? କାହାକୁ ମିଳିବ ଟିକେଟ୍ ? ବିଜେଡି ନା ବିଜେପି, କାହା ଖାତାକୁ ଯିବ କେନ୍ଦ୍ରାପଡା ଲୋକସଭା ଆସନ ? ୧୯ ଦେଖିଥିଲା ରାଜନେତା, ଅଭିନେତା ଲଢେଇ । ଏଥର ରିପିଟ୍ ହେବେ ପ୍ରାର୍ଥୀ ନା…