Latest Odisha News

BREAKING NEWS

ୱାର ୨ରେ ବ୍ୟବହାର ହେବ ଅତ୍ୟାଧୂନିକ ଜ୍ଞାନକୌଶଳ: ହ୍ରିତିକ,ଜୁନିୟର ଏନଟିଆର ଦେଲେ ମାତ୍ର ୬୦ ଦିନର ସମୟ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଥିବା ୱାର ୨ରେ ଅତ୍ୟାଧୂନିକ ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏପରିକି ନୂତନ ଜ୍ଞାନକୌଶଳ ସହାୟତାରେ କମରୁ କମ ସମୟ ମଧ୍ୟରେ ଫିଲ୍ମକୁ ଶେଷ କରିବା ପାଇଁ ପ୍ରସ୍ତୁତି ହୋଇଛି । ଫିଲ୍ମର ଦୁଇ ମୂଖ୍ୟ କଳାକାର ହ୍ରିତିକ ରୋଶନ ଓ ଜୁନିୟର…

ଅଲିମ୍ପିକ୍ସ ଟ୍ରାଏଲ: ଜିଦ କରିବା ପରେ ଖେଳିଲେ ଭିନେଶ, ୫୦ କିଗ୍ରାରେ ହାସଲ କଲେ ବିଜୟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତରେ ରେସଲିଂ ଟ୍ରାଏଲ୍ସ ଆୟୋଜିତ ହୋଇଛି । ଏ ନେଇ ପଟିୟାଲାରେ ଆୟୋଜିତ ଟ୍ରାଏଲ୍ସରେ ଭିନେଶ ଫୋଗଟ ୨ଟି କାଟାଗୋରୀରେ ଅଂଶଗ୍ରହଣ କରିବା ପାଇଁ ଜିଦ ଧରି ବସିଥିଲେ । ୫୩ କିଗ୍ରା କାଟାଗୋରୀ ପାଇଁ ଅଲିମ୍ପିକ୍ସ ପୂର୍ବରୁ ଟ୍ରାଏଲ୍ସ ଆୟୋଜିତ…

ପୁରସ୍କାର ପାଇଁ ନାମ ଘୋଷଣା ହେବା ମାତ୍ରେ ଶାହାରୁଖଙ୍କ ପାଦ ଛୁଇଁଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ହିଟ ଫିଲ୍ମ ଜୱାନ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ଏହାର ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ନାମ ଘୋଷଣା ହେବା ମାତ୍ରେ ସେ ଖୁସିରେ ପାଖରେ ବସିଥିବା ଶାହାରୁଖ ଖାଁଙ୍କ ପାଦ ଛୁଇଁ ଏହାକୁ ଆଣିବାକୁ ଯାଇଥିଲେ । ଏହି…

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ, ଟୁଇଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭଦ୍ରକ: ସଫଳ ହେଲା ମିଶନ ଦିବ୍ୟାସ୍ତ୍ରର ପରୀକ୍ଷଣ। ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଅପରାହ୍ନରେ ମୋଦି ଟୁଇଟ୍ କରି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

ସାମୀ ଟି୨୦ ବିଶ୍ୱକପ ଖେଳିବେନି, ସ୍ପଷ୍ଟ କଲେ ଜୟ ଶାହ

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁନରୁ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜିତ ହେବ । ତେବେ ଏହାର ପ୍ରସ୍ତୁତି ବେଳେ ଟିମ ଇଣ୍ଡିଆକୁ ସୋମବାର ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ବୋଲର ମହମ୍ମଦ ସାମୀ ଏହି ବିଶ୍ୱକପେ ଖେଳିବେ ନାହିଁ ବୋଲି ଜଣାପଡିଛି । ବିସିସିଆଇ ସଚିବ ଜୟ ଶାହ…

ଅଣ ମୁସଲୀମ ଶରଣାର୍ଥୀଙ୍କୁ ମିଳିବ ନାଗରିକତ୍ବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସିଏଏକୁ ନେଇ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ । ସିଏଏ ଅର୍ଥାତ ସିଟିଜେନସିପ ଆମେଣ୍ଡେମେଣ୍ଟ ଆକ୍ଟ । ଏହି ବିଜ୍ଞପ୍ତି ସହିତ ଦେଶରେ ସିଏଏ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଏହା ଦ୍ବାରା ତିନି…

ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାକୁ ମୁକ୍ତ, ଅବାଧ ଓ ନିରପେକ୍ଷ ରୂପେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦିଲ୍ଲୀର ବିଜ୍ଞାନ…

ରେସଲିଂ ଟ୍ରାଏଲ୍ସ: ବଜରଙ୍ଗଙ୍କ ପରେ ବିଶୃଙ୍ଖଳା ସୃଷ୍ଟି କଲେ ଭିନେଶ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତରେ ରେସଲିଂ ଚୟନ ଟ୍ରାଏଲ ଆୟୋଜିତ ହେଉଛି । ପ୍ରଥମ ଦିନ ବଜରଙ୍ଗ ପୁନିଆ ହାରିବା ପରେ ଅଶାନ୍ତି ସୃଷ୍ଟି କରିଥିବା ବେଳେ ସୋମବାର ଭିନେଶ ଫୋଗଟ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଛନ୍ତି । ରବିବାର ଖବର ପ୍ରସାରଣ ହୋଇଥିଲା ଯେ, ଅଲିମ୍ପିକ ପଦକ ବିଜେତା…

କିଏ ଏହି ଓପେନହାଇମର? ଯାହାଙ୍କ ଉପରେ ପ୍ରସ୍ତୁତ ହୋଇଥିବା ହଲିଉଡ ଫିଲ୍ମ ୭ଟି ଓସ୍କାର ପୁରସ୍କାର ଜିତିଛି

ନୂଆଦିଲ୍ଲୀ: ତିନି ଘଣ୍ଟାର ସିରିୟସ ବାୟୋପିକ ହଲିଉଡ୍ ଚଳଚ୍ଚିତ୍ର “ଓପେନହାଇମର” ଅହେତୁକ ଭାବରେ ବକ୍ସ ଅଫିସରେ ଅରବ ଡଲାର ରୋଜଗାର କରିଛି । ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ୨୦୨୪ ରେ ‘ଓପେନହାଇମର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ଜିତିବା ପରେ ବର୍ତ୍ତମାନ ଏହା ଏକ 7ଟି ଓସ୍କାର ପୁରସ୍କାର…

ବିଜେଡି-ବିଜେପି ବାହାଘର ପରେ ଅନ୍ନପ୍ରାସନ୍ନ କଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ଓ ବିଜେପି ସଂପର୍କକୁ ବଡ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ଅଭିନବ ପ୍ରତିବାଦ । ପ୍ରଥମେ ବିଜେଡି-ବିଜେପି ବିବାହ ଆଜି ସେମାନଙ୍କ ୧୦ଟି ପିଲାଙ୍କ ଅନ୍ନ ପ୍ରାସନ୍ନ କାର୍ଯ୍ୟକ୍ରମ କରିଛି କଂଗ୍ରେସ ।…