Latest Odisha News

BREAKING NEWS

ସିଏପିଏଫ୍ ରେ କନେଷ୍ଟବଳ ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ

ଭୁବନେଶ୍ବର: ପ୍ରଥମଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ)ରେ କନେଷ୍ଟବଳ (ଜିଡି) ନିଯୁକ୍ତି ପାଇଁ ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ । ଫେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୭, ୨୦୨୪ ପର୍ଯ୍ୟନ୍ତ ଦେଶର ୧୨୮ ଟି ସହରରେ ପ୍ରାୟ ୪୮ ଲକ୍ଷ…

କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର, ବଢିଲା ବୋନସ୍

ସମ୍ବଲପୁର: କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଖୁସି ଖବର । ବଢିଲା କେନ୍ଦୁପତ୍ର ତୋଳାଳିଙ୍କ ବୋନସ୍ । ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୋନସ୍ ବୃଦ୍ଧି କଲେ ରାଜ୍ୟ ସରକାର । ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସମ୍ବଲପୁର…

‘ଆର୍ଟିକିଲ୍ 370’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅରୁଣ ଗୋଭିଲ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମଙ୍କ ଆଗାମୀ ଫିଲ୍ମ ‘ଆର୍ଟିକିଲ୍ 370’ ଚର୍ଚ୍ଚାର ବିଷୟ ପାଲଟିଛି । ଆଦିତ୍ୟ ଧର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଆଉ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ଫିଲ୍ମରେ…

ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ଶିକ୍ଷା ହେଉଛି ସମୟର ଆବଶ୍ୟକତା: ପ୍ରଧାନମନ୍ତ୍ରୀ ମୋଦି

ଅହମ୍ମଦାବାଦ: ଆର୍ଯ୍ୟ ସମାଜ ପ୍ରତିଷ୍ଠାତା ସ୍ବାମୀ ଦିନାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀ ଗୁଜୁରାଟ ମୋର୍ବି ଜିଲ୍ଲାର ଟଙ୍କାରରେ ଆୟୋଜିତ ହୋଇଛି । ଏହି ଅବସରରେ ଏକ ଡିଜିଟାଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆୟୋଜିତ ଏହି ସମ୍ମିଳନୀରେ…

ବରଫ ହୋଇଗଲା ଶେଶନାଗ ହ୍ରଦ, ଚମକାଇ ଦେବ ଏହି ହ୍ରଦର ଚମତ୍କାରିତା

ଜାମ୍ମୁ: ସମୁଦ୍ର ପତ୍ତନଠାରୁ ୧୧,୮୭୦ ଫୁଟ ଉଚ୍ଚରେ ଅବସ୍ଥିତ ଶେଶନାଗ ହ୍ରଦ ଏକ ଅତ୍ୟନ୍ତ ପବିତ୍ର ଏବଂ ପ୍ରାଚୀନ ହ୍ରଦ | ଏହା ପହଲଗାମ ଠାରୁ ୧୦ କିଲୋମିଟର ଦୂରରେ ଏବଂ ଅମରନାଥ ଗୁମ୍ଫା ରାସ୍ତାରେ ଅବସ୍ଥିତ | ଆଜିକାଲି ଜାମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶର ପର୍ବତରେ ପ୍ରବଳ ତୁଷାରପାତ…

ସାମ୍ନାକୁ ଆସିଲା ସେହି ଛେଣି-ହାତୁଡିର ଚିତ୍ର, ଯେଉଁଥିରେ ତିଆରି ହୋଇଥିଲା ପ୍ରଭୁ ରାମଲାଲାଙ୍କ ଆଖି

ନୁଆଦିଲ୍ଲୀ: ଯେତେବେଳେ ବି କୌଣସି ଦେବୀ-ଦେବତାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ହୁଏ ତ ସେହି ବିଗ୍ରହଙ୍କ ନେତ୍ରର ବିଶେଷ ମହତ୍ଵ ରହିଥାଏ । ସେଥିପାଇଁ ପ୍ରାଣପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଚକ୍ଷୁକୁ ଘଡାଇ ରଖାଯାଏ ଏବଂ ଶେଷରେ ଦର୍ପଣ ଦେଖାଇ ନେତ୍ର ମିଳନ କରାଯାଏ । ଦେବୀ ଦେବତାଙ୍କ…

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ

ଭୁବନେଶ୍ୱର:  ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଗତ ଦୁଇ ଦିନ ତଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଖାଇବା ଛାଡ଼ି ଦେଇଥିଲେ । ଆଜି ସକାଳେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଦିନ ୧୨ଟା ୨୫ ମିନିଟରେ ତାଙ୍କର…

ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ: ସହଜରେ ହୋଇପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍

ପୁରୀ: ସ୍ଵର୍ଗଦ୍ଵାର ରୁପାନ୍ତିକରଣ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ । ସେନେଇ ଲୋକାର୍ପିତ ହୋଇଛି ସ୍ୱର୍ଗଦ୍ୱାର ଆପ୍ । ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ୍’ ଲୋକାର୍ପଣ…

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ  

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି…

ଭ୍ୟାନକୁ ଧକ୍କା ଦେଲା କୋଇଲା ଟ୍ରକ, ଚାଲିଗଲା ୪ଜଣଙ୍କ ଜୀବନ

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି…