ଆମାଜନ୍-ଫ୍ଲିପକାର୍ଟକୁ କଡା ଟକ୍କର, ଅନଲାଇନରେ ସାବୁନ ଓ ସାମ୍ପୁ ବିକ୍ରି କରିବେ ସରକାରୀ ଗ୍ରୋସରୀ ଦୋକାନ
ନୂଆଦିଲ୍ଲୀ: ଆମାଜନ ଏବଂ ଫ୍ଲିପକାର୍ଟ ପରି ଇ-କମର୍ସ କମ୍ପାନୀଗୁଡିକ ଆଗାମୀ ଦିନରେ କଡ଼ା ଟକ୍କରର ସମ୍ମୁଖୀନ ହୋଇପାରନ୍ତି | ଏଥିପାଇଁ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାର ଏବେ ଏହି ପରୀକ୍ଷା କରୁଛନ୍ତି ଯେ ସରକାରୀ ରେସନ ଦୋକାନ ଯଥା PDS ଦୋକାନଗୁଡ଼ିକ ଗ୍ରାହକଙ୍କୁ ସ୍ଥାୟୀ…