Latest Odisha News

BREAKING NEWS

ବିଧାନସଭା ବଜେଟ ଅଧିବେଶନ: ଆଜି ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ

ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନ । ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ । ସଂଧ୍ୟା ୫ଟା ରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ବଜେଟ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ…

କ୍ରିକେଟ ଇତିହାସର ସବୁଠାରୁ ବିବାଦୀୟ ମ୍ୟାଚ

ପାକିସ୍ତାନ କ୍ରିକେଟ ସହ ବିବାଦ କିଛି ବଡ କଥା ନୁହେଁ । ତେବେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟକୁ ସବୁଠାରୁ ବିବାଦୀୟ ମ୍ୟାଚ ବୋଲି କୁହାଯାଏ । ୨୦୦୬ରେ ଏହି ଟେଷ୍ଟ ଓଭାଲରେ ଖେଳା ଯାଇଥିଲା । ଇଂଲଣ୍ଡ ଟିମ ଏହି ମ୍ୟାଚର ପ୍ରଥମ ଇନିଂସରେ ୧୭୩ ରନ କରି ଅଲଆଉଟ ହୋଇ…

୪ ବର୍ଷ ପତିଙ୍କ ଶବ ସହିତ ଶୋଉଥିଲେ ମହିଳା

ମସ୍କୋ: ରୁଷରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨୦୨୦ରେ ଶ୍ୱେତଲାନାଙ୍କ ପତି ଭ୍ଲାଡିମିରଙ୍କ ପରଲୋକ ହୋଇ ଯାଇଥିଲା । ଘରୋଇ କଳହ ପରେ ସେ ଅଚେତ ହୋଇ ପଡିଯିବା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଶ୍ୱେତଲାନା କିନ୍ତୁ ତାଙ୍କ…

କୋହଲି ଆଉ ୨ଟି ଟେଷ୍ଟରୁ ଓହରିଲେ

ନୂଆଦିଲ୍ଲୀ: ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରି ଯାଇଥିଲେ । ବୁଧବାର ସେ ତୃତୀୟ ଓ ୪ର୍ଥ ଟେଷ୍ଟ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ରିପୋର୍ଟ ମୁତାବକ ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ…

ସାରା ଦେଶରେ କୋରିଅର୍ ଦୁର୍ନୀତିର ପର୍ଦ୍ଦାଫାସ କଲା ଇଓଡବ୍ଲ୍ୟୁ, ହରିୟାଣା ର ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏନସିବି, ସିବିଆଇ ଓ ଆରବିଆଇ ଅଧିକାରୀଙ୍କ ପରିଚୟ ଦେଇ ଲୋକଙ୍କୁ ବ୍ଲାକମେଲ କରୁଥିବା ଏକ ବଡ଼ କୋରିଅର ଦୁର୍ନୀତିର ପର୍ଦ୍ଦାଫାସ କରିଛି। ଫେବ୍ରୁଆରି ୪ ତାରିଖରେ ଇଓଡବ୍ଲ୍ୟୁ ଏହି ଠକେଇରେ ସମ୍ପୃକ୍ତ ଥିବା…

୨୧ ଦଫା ଦାବି ପୂରଣ ନେଇ ଶିକ୍ଷକଙ୍କ ବିକ୍ଷୋଭ, ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୨୧ ଦଫା ଦାବି ପୂରଣ ଦାବିରେ ବୁଧବାର ଭୁବନେଶ୍ୱରରେ ହଜାର ହଜାର ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ ବ୍ୟାନରରେ ଶିକ୍ଷକମାନେ ସହରର ଲୋୟର ପିଏମ୍ ଜିରେ ଏକାଠି ହୋଇ ସରକାରଙ୍କ ବିରୋଧରେ…

ନୂଆ ଜିଲ୍ଲା ପାଇଁ ଓଡ଼ିଶା ସରକାରକୁ ମିଳିଛି ୨୮ଟି ଆବେଦନ

ଭୁବନେଶ୍ୱର: ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ରାଜ୍ୟ ସରକାର ୨୮ଟି ଆବେଦନ ଗ୍ରହଣ କରିଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି,…

ବୁମରାହ ଏକ ନମ୍ବର: ୩ଟି ଯାକ ଫର୍ମାଟର ଶୀର୍ଷରେ ରହିବାରେ ପ୍ରଥମ ପେସ ବୋଲର

ବିଶାଖପଟନମ: ଭାରତର ଷ୍ଟାର ପେସ ବୋଲର ଯଶପ୍ରୀତ ବୁମରାହ ବିଶ୍ୱ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି । ବୁଧବାର ପ୍ରକାଶିତ ତାଜା ର‌୍ୟାଙ୍କିଙ୍ଗରେ ସେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ସେ ଏହା ପୂର୍ବରୁ ଦିନିକିଆ ଓ ଟି୨୦ରେ ଏକ…

ପିଟରସନ କହିଲେ ଧୋନୀ ମୋ ପକେଟରେ ଅଛନ୍ତି

ବିଶାଖପଟନମ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଅବସରରେ କେଭିନ ପିଟରସନ ଓ ଜାହୀର ଖାଁଙ୍କ ମଧ୍ୟରେ ହୋଇଥିବା ମଜାଦାର ଆଲୋଚନା ବେଶ ଚର୍ଚ୍ଚିତ ହେବାରେ ଲାଗିଛି । ପିଟରସନ ପ୍ରଥମେ କହିଥିଲେ ଆପଣ ଜାଣନ୍ତି ମୋ ପକେଟରେ କିଏ ଅଛନ୍ତି ? ତା ପରେ ହସି କରି କହିଥିଲେ ମହେନ୍ଦ୍ର ସିଂ ଧୋନୀ । ସେ ମୋ ପକେଟରେ…

ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଓ ଶ୍ରୀମାର୍ଗ ପାଇଁ କ୍ଷତିପୂରଣ ଦାବି କଲେ ବିସ୍ଥାପିତ

ପୁରୀ: ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର ଓ ଶ୍ରୀମାର୍ଗ ପାଇଁ ମଠରୁ ଅନେକ ଲୋକଙ୍କୁ ବିସ୍ଥାପିତ କରାଯିବା ସହ ବହୁ ସଂଖ୍ୟାରେ ଗଛ ଲଗାଯାଇଥିଲା । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମଧ୍ୟ ଏଯାଏଁ ସେମାନଙ୍କୁ କ୍ଷତିପୂରଣ ମିଳିନାହିଁନ । ନିଜ ଜୀବନ ଜୀବିକା ପାଇଁ ସେମାନେ…