ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଯାତ୍ରା ଜଗତର ଭିଲେନ୍ ଦୈତାରୀ ପଣ୍ଡା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ସହ ତୁଳନା କରି ବିବାଦ ସୃଷ୍ଟି କରିଥିବା ଓଡ଼ିଆ ଯାତ୍ରା କଳାକାର ଦୈତାରୀ ପଣ୍ଡା ବୁଧବାର ପୁରୀ ଜଗନ୍ନାଥ ମନ୍ଦିର ଯାଇ କ୍ଷମା ମାଗିଛନ୍ତି।
ଓଡ଼ିଆ ଯାତ୍ରାରେ ଖଳନାୟକ ଭୂମିକାରେ ଅଭିନୟ କରି ଜଣାଶୁଣା ହୋଇଥିବା…