Latest Odisha News

BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର, ୩ ଯବାନ ଶହୀଦ 

ରାୟପୁର: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ ହୋଇଥିବା ବେଳେ ୧୪ ରୁ ଅଧିକ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ରାୟପୁର ପଠାଯାଇଛି। ସୁକମାର ତେକାଲଗୁଡେମରେ ଏକ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା ଅଭିଯୋଗରେ ମେଡିକାଲରେ କିଛି…

ଓମ୍ ଆକୃତିର ଏହି ମନ୍ଦିରରେ ରହିବ ଭଗବାନ ଶିବଙ୍କର ୧୦୦୮ ପ୍ରତିମୂର୍ତ୍ତି

ରାଜସ୍ଥାନ: ମନ୍ଦିରମାଳିନୀ ଆମ ଦେଶ ଭାରତ । ଏଠାରେ ସବୁ ଧର୍ମର ଲୋକ ବସବାସ କରୁଥିବାବେଳେ ଏଠାରେ ଦେଖିବାକୁ ମିଳେ ଅନେକ ମଠ, ମନ୍ଦିର । ପ୍ରତ୍ୟେକ ଦିନ ଏଠାକୁ ଶହ ଶହ ଲୋକ ବୁଲିବାକୁ ଆସନ୍ତି । ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି । ବଡ ସହର ତ ଛାଡ ଆମ…

ସୋସିଆଲ ମିଡିଆରେ ଅଧିକ ସମୟ ବିତାଇଥାନ୍ତି ଏହି ଦେଶର ଲୋକେ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି…

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ କିଏ ବା ବ୍ୟବହାର କରୁନି । ବର୍ତ୍ତମାନର ଯୁବପୀଢି ସୋସିଆଲ ମିଡିଆରେ ନିଜକୁ ଏପରି ଭାବରେ ବ୍ୟସ୍ତ ରଖୁଛନ୍ତି ଯେ ଯେପରିକି ସୋସିଆଲ ମିଡିଆ ବିନା ସେମାନଙ୍କର ବଞ୍ଚିବା ଅସମ୍ଭବ । ମଫସଲ ଗାଁ ଠୁ ଆରମ୍ଭ କରି ବଡ ବଡ ସହର ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆ…

ବେଆଇନ ଗଞ୍ଜେଇ ବିକ୍ରିବେଳେ ଜଣେ ଗିରଫ

ଭୁବନେଶ୍ବର: ସର୍ବସାଧାରଣ ସ୍ଥାନରେ ବେଧଡକ ଭାବେ ଚାଲିଥିଲା ବେଆଇନ ଗଞ୍ଜେଇ ବିକ୍ରି । ଖବରପାଇ ମାଡି ବସିଲା ପୋଲିସ । ଏଭଳି ଘଟଣା ଘଟିଛି ମଞ୍ଚେଶ୍ବର ଥାନା ଅଧୀନ ରୟାଲ କଲେଜ ୱାଟର ଟ୍ୟାଙ୍କ ନିକଟରେ । ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୁକ୍ତ ଜଣକ ହେଲା ବାଲିଅନ୍ତା ଥାନା ଅଧୀନ…

ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ, MoU ସ୍ଵାକ୍ଷରର ୭ବର୍ଷ ପରେ ବି ହୋଇପାରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଲୋକଙ୍କ ପାଇଁ ସ୍ଵପ୍ନ ପାଲଟିଛି ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ । ନବରଙ୍ଗପୁର-ଜୟପୁର ରେଳ ପ୍ରକଳ୍ପ ପାଇଁ MoU ସ୍ଵାକ୍ଷରିତ ହେବାକୁ ଏହାରି ଭିତରେ ୭ବର୍ଷ ବିତିଗଲା କିନ୍ତୁ, ଏଥିପାଇଁ ଏଯାବତ୍ ହୋଇପାରୁନି ଜମି ଅଧିଗ୍ରହଣ । ଏହାକୁ ନଜରରେ ରଖି ଏବେ…

କେରଳରେ ବିଜେପି ନେତାଙ୍କୁ ହତ୍ୟା ମାମଲା; ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଥିରୁଅନନ୍ତପୁରମ୍: କେରଳର ବିଜେପି ନେତା ରଣଜିତ ଶ୍ରୀନିବାସଙ୍କ ହତ୍ୟା ମାମଲାରେ ଆଜି ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । କେରଳର ଏକ ସ୍ଥାନୀୟ କୋର୍ଟ ପିଏଫଆଇ ସହିତ ଜଡିତ ସମସ୍ତ ୧୫ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ଡିସେମ୍ବର ୧୯ ତାରିଖ ୨୦୨୧ ମସିହାରେ ରଣଜିତ ଙ୍କୁ ଆଲାପୁଝା…

ସ୍ପେଶରେ ବି ଚାଷ ହୋଇପାରିବ ପନିପରିବା, କିନ୍ତୁ ଖାଇପାରିବେନି ଆପଣ, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଅନେକ ପ୍ରକାରର ପରୀକ୍ଷଣ ଜାରି ରଖିଛି | ସେହି ପରୀକ୍ଷଣ ମଧ୍ୟରୁ ଗୋଟିଏରେ ବୈଜ୍ଞାନିକମାନେ ମହାକାଶରେ ପନିପରିବା ଚାଷ କରିବାକୁ ଚେଷ୍ଟା କରିଛନ୍ତି | ବାସ୍ତବରେ, ଏଠାରେ ସାଲାଡ ପାଇଁ ଉପଯୋଗୀ ପନିପରିବା ଚାଷ କରିବାପାଇଁ ପରୀକ୍ଷଣ କରିଥିଲେ…

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା…

ପନ୍ତ କହିଲେ..ଭାବିଥିଲି ମୋର ସବୁ କିଛି ଶେଷ ହୋଇଯାଇଛି

ନୂଆଦିଲ୍ଲୀ: ଭୟଙ୍କର କାର ଦୁର୍ଘଟଣାର ଦୀର୍ଘ ଦିନ ପରେ ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦୁର୍ଘଟଣା ପରେ ମୋର ସବୁ କିଛି ଶେଷ ହୋଇଯାଇଛି ବୋଲି ଭାବିଥିଲି । ତାଙ୍କ ଡାହଣ ଲିଗାମେଂଟ ଫାଟି ଯାଇଥିବା ବେଳେ ମୁଣ୍ଡରେ ୨ ବଡ ଆଘାତ ହୋଇଥିଲା । ୨୬…