Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେଉଁ ରାଜ୍ୟରୁ କେଉଁ ସବୁ ସାମଗ୍ରୀ ଆସିଛି ତାର ବିବରଣୀ ଦେଲେ ଚମ୍ପତ୍ତ ରାୟ

ଅଯୋଧ୍ୟା: ଆଜି ଭବ୍ୟ ଆୟୋଜନ ସହ ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଯଜମାନ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ…

ୱାର୍ଲଡ୍ ରେକର୍ଡ କଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଅଯୋଧ୍ୟା: ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି ଓଡ଼ିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତ କରିଥିବା ବାଲୁକାକଳା ବିଶ୍ୱ ରେକର୍ଡ ଅର୍ଜନ କରିଛି । ୱାର୍ଲଡ୍ ରେକର୍ଡ ବୁକ୍…

ରାସ୍ତା ମଝିରେ ଧାରଣାରେ ବସି ରାହୁଲ ଗାଇଲେ- ରଘୁପତି ରାଘବ ରାଜାରାମ

ଆସାମ: ନବମ ଦିନରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ବର୍ତ୍ତମାନ ଆସାମରେ ଚାଲିଛି ରାହୁଲଙ୍କ ପଦଯାତ୍ରା । ତେବେ ଆସାମର ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ମନ୍ଦିରକୁ ରାହୁଲଙ୍କ ପ୍ରବେଶ ଉପରେ ରପକ ଲାଗିଥିବାରୁ ରାସ୍ତାରେ ଉପରେ ଧାରଣାରେ…

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିରର ଏରିୟଲ ଭ୍ୟୁ, ଏହାସହ ଟ୍ବିଟ୍ କରି ପୂଜା ସମୟର ଭିଡିଓ ପୋଷ୍ଟ କଲେ…

ଅଯୋଧ୍ୟା: ଆଜି ଭାରତୀୟଙ୍କ ପାଇଁ ସବୁଠୁ ବଡ ଦିନ ପାଲଟିବ । କାରଣ ଆଜି ରାମଲଲାଙ୍କ ମୂର୍ତ୍ତି ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହେବ । ବର୍ତ୍ତମାନ ସମସ୍ତଙ୍କ ନଜର ଏବେ ରାମ ମନ୍ଦିର ଉପରେ ରହିଛି । ସମସ୍ତ ରାମ ଭକ୍ତମାନେ ସେମାନଙ୍କର ପ୍ରିୟର ଦେବତା ରାମଲଲାଙ୍କୁ ରାମ ମନ୍ଦିରରେ ଅବସ୍ଥାନ…

ଆପଣଙ୍କ ଶରୀରରେ ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା ଦେଖାଯାଉଛି କି? ଏହାର ସେବନ କରନ୍ତୁ ଉପଶମ ମିଳିବ

ନୂଆଦିଲ୍ଲୀ: ଯେତେବେଳେ ଆମ ଶରୀର ପ୍ରୋଟିନ୍ ସଠିକ୍ ଭାବରେ ହଜମ କରିବାରେ ସକ୍ଷମ ହୁଏ ନାହିଁ, ଏହି କାରଣରୁ ପ୍ରୋଟିନରୁ ନିର୍ଗତ ହୋଇଥିବା ପ୍ୟୁରିନ୍, ଯାହା ବହୁତ ଭଲଅଟେ, ତାହା ବଢିବାରେ ଲାଗେ । ଏହା ହାଡ଼ରେ ପଥର ଆକାରରେ ଜମା ହୋଇଯାଏ ଏବଂ ଏକ ଫାଙ୍କ ସୃଷ୍ଟି କରିବା ଆରମ୍ଭ କରେ ଯାହାକୁ…

ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୪୦ ଗୋରୁଙ୍କ ମୃତ୍ୟୁ

ସୋନପୁର: ଓଲଟିଲା ଗୋରୁ ବିଝେଇ କଣ୍ଟେନର । ଚାଲିଗଲା ୪୦ ଗୋରୁଙ୍କ ଜୀବନ । ସୋନପୁର ଥାନା ବିଶିମୁଣ୍ଡା ଛକରେ ଓଲଟିଛି ଏହି ଗୋରୁ ବୋଝେଇ କଣ୍ଟେନର l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନା ଅନୁସାରେ, କଣ୍ଟେନରଟି ବଲାଙ୍ଗିର ଜିଲ୍ଲା ବୁର୍ଡା ଛକ ପଟୁ ସୁବର୍ଣ୍ଣପୁର…

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ଲାଲକୃଷ୍ଣ ଆଡଭାନୀ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେନି ବରିଷ୍ଠ ବିଜେପି ନେତା ତଥା ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଯିବା ପରେ ପ୍ରଥମେ ଏଥିନିମନ୍ତେ ଆଡଭାନୀ ସମ୍ମତି ଜଣାଇଥିବା ବେଳେ ଶେଷ ମୁହୂର୍ତ୍ତରେ ଏହାକୁ ବାତିଲ କରିଛନ୍ତି।…

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା, ଆତ୍ମସମର୍ପଣ କଲେ ସମସ୍ତ ଅଭିଯୁକ୍ତ

ଗୁଜୁରାଟ: ବହୁ ଚର୍ଚ୍ଚିତ ଗୁଜରାଟ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଗୋଧ୍ରା ଉପ-କାରଗାରରେ ଗତକାଲି ଆତ୍ମସମର୍ପଣ କରିଛନ୍ତି ସମସ୍ତ ୧୧ ଅଭିଯୁକ୍ତ । ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଜଡିତ ୧୧ଜଣ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ଦୋଷମୁକ୍ତ…

ରାମମୟ ଅଯୋଧ୍ୟା, ୫୦୦ବର୍ଷ ପରେ ଏକାଠି ହେବେ ଭକ୍ତ ଓ ଭଗବାନ

ଭୁବନେଶ୍ଵର: ୫୦୦ବର୍ଷର ବନବାସର ହେବ ଅନ୍ତ । ଏକାଠି ହେବେ ଭକ୍ତ ଭଗବାନ । ସାକାର ହେବାକୁ ଯାଉଛି ଶହ ଶହ ବର୍ଷର ସଂଘର୍ଷ ଓ ବଳିଦାନ । ସ୍ୱରୂପ ନେବାକୁ ଯାଉଛି ଅଗଣିତ ରାମଭକ୍ତଙ୍କ ଶ୍ରଦ୍ଧା, ନିଷ୍ଠା ଓ ତ୍ୟାଗ l ଆସୁଛନ୍ତି ଦଶରଥ ନନ୍ଦନ ପ୍ରଭୁ ଶ୍ରୀରାମ l ୫୦୦ ବର୍ଷର ପ୍ରତୀକ୍ଷା ପରେ ପୂରଣ…

ଶୀତ ବଢାଉଛି କୋହଲା ପାଗ, ଜାରି ରହିଛି ଝିପଝିପ ବର୍ଷା

ଭୁବନେଶ୍ଵର: ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ଗତକାଲି ଠାରୁ ଆରମ୍ଭ ହୋଇଛି ଝିପଝିପ ବର୍ଷା । ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱର ରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା । ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି…