Latest Odisha News

BREAKING NEWS

ରାଜ୍ୟରେ ଜାରି ରହିଛି ଶୀତ ଲହରୀ, ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ବର: ଆଭ୍ୟନ୍ତରରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଜାରି ରହିଛି ଶୀତଲହରୀ । ଫଳରେ ଜାଡରେ ଥରୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ୬ ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳେ ରହିଛି । ଆଉ ଥଣ୍ଡା ସମୟରେ ନିଆଁ ଜାଳି ଉପଶମ ପାଉଛନ୍ତି ଲୋକେ । ଫଳରେ ସ୍ଥାନେ ସ୍ଥାନରେ ଅଧିକ କୁହୁଡି ଅନୁଭୂତ ହେଉଛି…

ମୁଣ୍ଡ ନେଉଛି ଝାଡାବାନ୍ତି : ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା, ଆଜି ପୁଣି ଜଣଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହରରେ ବ୍ୟାପୁଛି ଝାଡାବାନ୍ତି  । ଆଜି ଆଉ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଗାନ୍ଧିରୋଡ୍ ଅଞ୍ଚଳର ଅତୁଲ କିଷାନ ବୋଲି ଜଣାପଡ଼ିଛି।  ୩ ଦିନରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି । ବର୍ତ୍ତମାନ ୧୧୬ ଜଣ ଆକ୍ରାନ୍ତ ଆଇଜିଏଚରେ ଚିକିତ୍ସିତ ହେଉଛନ୍ତି । କହିବାକୁ ଗଲେ…

ଗଳ୍ପ : ପ୍ରକୃତ ବାନ୍ଧବୀ

ଗୌରାଙ୍ଗ ପଟେଲ ଗୋଟିଏ ଦେଶୀ ପାଉଚ, ପାଞ୍ଚ ଟଙ୍କିଆ ମିକ୍ସଚର ପକେଟ, ଗୋଟେ ପାଣି ପାଉଚ ଆଉ ଗୋଟିଏ ଡିସ୍ପୋଜେବଲ୍ ଗ୍ଲାସ। ସହଜ ସୁଲଭ ତାରିକାରେ ମଦ ପିଆ। ଦିନକୁ କେତେଥର କେଜାଣି କିନ୍ତୁ ଯେତେବେଳେ ଦେଖିଲେ ସେନକା ଆଗ ପଛହେଇ ଢଳି ଢଳି ଚାଲୁଥାଏ। ଘର ପରିବାରର ହାଲ ତାର ଦାୟିତ୍ୱ ସେ…

ସଂସଦ ସୁରକ୍ଷାରେ ତୃଟି ମାମଲା; ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଚିନ୍ତାଜନକ: ମୋଦି

ନୂଆଦିଲ୍ଲୀ: ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା ବ୍ୟବସ୍ଥାରେ ତୃଟି ଘଟଣାରେ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିବୃତ୍ତି ଦେଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏହି ଦୁର୍ଘଟଣାକୁ ନେଇ ଯୁକ୍ତିତର୍କ କିମ୍ବା ବିରୋଧ କରିବା…

ଶିଶୁ କବିତା : ପରଜାପତି

ତରୁଣ କୁମାର ମିଶ୍ର ଅତି ଖୁସିରେ ବିଭୋର ହୋଇ ଟିକି ପରଜାପତି , ଫୁଲ ଉପରେ ବସିଛି ଦେଖ ଦିଅଇ ପରା ହସି । ଗାଉଛି ଗୀତ ମନ ଆନନ୍ଦେ ଫୁଲ ବି ଝୁଲେ ଧୀରେ , ଫୁଲ ସାଥିରେ ପରଜାପତି ଝୁଲଇ ଗଛ ପରେ । ଦେହ ତାହାର କେଡ଼େ ସୁନ୍ଦର ଫୁଲରୁ ଫୁଲ ଉଡ଼ି , ଶୋଷଇ ମହୁ ଦେହରୁ ତା' ର…

ଚୀନ ବିଦେଶ ମନ୍ତ୍ରୀଙ୍କ ନିଖୋଜ ପଛରେ ପୁଟିନଙ୍କ ହାତ ! ଜିନ ପିଙ୍ଗଙ୍କୁ ଦେଇଥିଲେ ସାଂଘାତିକ ତଥ୍ୟ

ବେଜିଂ:ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ନିଖୋଜ ହେବାର ଆଜକୁ ୫ ମାସ ହୋଇଗଲାଣି  । ଦୀର୍ଘ ମାସ ପରେ ଏକ ବଡ ରହସ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ରୁଷ ରାଷ୍ଟ୍ରପତି ବ୍ଲାଦିମାର ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ନିଜ ବିଦେଶ ମନ୍ତ୍ରୀଙ୍କୁ ଗାଏବ କରିବାକୁ ବାଧ୍ୟ…

କବିତା : ଅଜନ୍ମା

ରାମକୃଷ୍ଣ ତାର ଜନ୍ମ ନହେବା ଅଥଚ ଦେହଟିଏ ପିନ୍ଧି ଆମେ ଦେଖିପାରି ନଥିବା ସ୍ବପ୍ନ ପରି ମାଟିରେ ଛିଡ଼ାହେବା ଗୋଟେ ଅଲୌକିକ ସମ୍ଭାବନାର ଉଦୟ ନିଶ୍ଚୟ । ଯେଉଁ ଦିନ ତାକୁ ଓହ୍ଲାଇ ଦିଆଗଲା ଏ ମାଟିରେ ମୃତ୍ୟୁ ତାର ହାତ ଧରି ବୁଲାଇ ଆଣିଲା ଆମର ଚରାଭୁଇଁରେ ଯେଉଁଠି ସେ ସଜାଇ…

୬ ଦିନ ପରେ ଆଇସିୟୁରୁ ବାହାରିଲା ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ ଏକ ପରିତ୍ୟକ୍ତ ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟା ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି । ତେବେ ନବଜାତ ଶିଶୁ ଟି ର ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାକୁ ଆଇସିୟୁରୁ ବାହାରକୁ ଅଣାଯାଇଛି । ଦୁଇ ଦିନ ପୂର୍ବେ ଶିଶୁ ଟି…

ସମ୍ପୂର୍ଣ୍ଣ ସୁସ୍ଥ ଅଛି ଜଗା, ସ୍କୁଲ ଯିବ କହିଲେ ଏମ୍‌ସ ପ୍ରଫେସର ଦୀପକ ଗୁପ୍ତା

ଫୁଲବାଣୀ: ଦିଲ୍ଲୀ ଏମ୍‌ସ ନ୍ୟୁରୋସର୍ଜନ୍‌ ପ୍ରଫେସର ଦୀପକ ଗୁପ୍ତା ଗତକାଲି (ଶନିବାର) ଫୁଲବାଣୀ ଗସ୍ତରେ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଏଳ୍ପ ଦିନ ପରେ ଜଗା ମୁଣ୍ଡ ରେ ହେବ ଦ୍ବିତୀୟ ଅପରେସନ । ଏଥିପାଇଁ…

୧୮ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମୈଦାନରେ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଗଦେଇ ମେଳାର ଶୁଭାରମ୍ଭ…