୬ବର୍ଷ ବୟସରେ ବାବା ଖେତାନାଥଙ୍କୁ ବିକ୍ରି କରିଦେଇଥିଲେ ବାପା, ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଗରେ ଅଛନ୍ତି ସେ,…
ନୂଆଦିଲ୍ଲୀ: ନା ଥିଲା ମନରେ କିଛି ଇଚ୍ଛା, ନା ଯିବାକୁ କୌଣସି ରାସ୍ତା । କୋମଳ ଶାନ୍ତ ମନରେ ଛୋଟ ବେଳୁ ଘରୁ ବାହାରି ସନ୍ୟାସି ହୋଇଯାଇଥିଲେ ସେ । ବୟସ ମାତ୍ର ୬ ବର୍ଷ । ଗଣ୍ଠିଲିରେ କିଛି ଲଡୁ ଓ ହଳେ ମାତ୍ର ପୋଷାକ ନେଇ ଘରୁ ବାହାରିଯାଇଥିଲା ସେଇ ଛୋଟ ବାଳକଟି । ଆଉ ଆଜି ତାଙ୍କର ନାଁ…