ରିଲିଜ ହେଲା ସଲ୍ଲୁ ଭାଇଙ୍କ ଟାଇଗର ୩, ଫାଷ୍ଟ ସୋ ରେ ଦର୍ଶକଙ୍କ ପ୍ରବଳ ଭିଡ..
ମୁମ୍ବାଇ: ଦୀପାବଳୀର ଖୁସିକୁ ଆହୁରୀ ଦ୍ୱିଗୁଣିତ କଲା ଭାଇଜାନଙ୍କ ଟାଇଗର ୩ । ଆଜି ବଡ ପରଦାରେ ରିଲିଜ ହେଲା ସଲମାନ-କ୍ୟାଟ୍ରିନାଙ୍କ ଅଭିନୀତ ଫିଲ୍ମ ଟାଇଗର ୩ । ଯାହାକୁ ଦେଖିବାକୁ ସକାଳୁ ସକାଳୁ ଫିଲ୍ମ ହଲରେ ଦେଖିବାକୁ ମିଳିଥିଲା ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ । ଖାଲି ଗହଳି ନୁହେଁ…