Latest Odisha News

BREAKING NEWS

ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀଜଗନ୍ନାଥ ସେନାର ଜନସଂପର୍କ ଯାତ୍ରା

ପୁରୀ: ଜୋର ଧରିଲା ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ଦାବି । କୋରାପୁଟରେ ଶ୍ରୀଜଗନ୍ନାଥ ସେନା ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଛି । ଗଞ୍ଜାମ ଓ ଖୋର୍ଦ୍ଧା ପରେ ଏବେ କୋରାପୁଟ ଜିଲ୍ଲାରେ ଭକ୍ତ ଜାଗରଣ ଜନସଂପର୍କ…

ଏସିଆର ଦାମୀ ଷ୍ଟାର ରଜନୀକାନ୍ତ; ଜାଣନ୍ତୁ କେତେ ରହିଛି ପାରିଶ୍ରମିକ

ମୁମ୍ବାଇ: ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହେଉଛନ୍ତି ଥାଲାଇବା ସୁପରଷ୍ଟାର ରଜନୀକାନ୍ତ। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’ ଏହାର ମୁଖ୍ୟ କାରଣ, ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ…

ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ପଶ୍ଚିମବଙ୍ଗ ଯାତ୍ରୀମାନଙ୍କୁ ଓଡି଼ଶାକୁ ଯାତାୟତ କରିବା ହେଲା ଆହୁରି ସହଜ । ଆରମ୍ଭ ହେଲା ଝାରସୁଗୁଡ଼ା-କୋଲକାତା ମଧ୍ୟରେ ବିମାନ ଚଳାଚଳ ସେବା । କୋଲକାତାରୁ ୨୭ ସିଟ୍ ବିଶିଷ୍ଟ  ATR-72 ବିମାନ ଚଳାଚଳ ଆଜିଠୁ ଆରମ୍ଭ ହୋଇଛି । ପ୍ରତିଦିନ ଏହି ବିମାନ ଚଳାଚଳ କରିବ । ୫ ଟା ୫୦ରେ…

ଆମର ଶିକ୍ଷକ ନାହାନ୍ତି, ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ… ପରୀକ୍ଷା ଖାତାରେ ଏପରି କିଛି ଲେଖି ପ୍ରତିବାଦ କଲେ…

ଯାଜପୁର: ଆମର ସଂସ୍କୃତ ପଢା ଯାଇନାହିଁ । ଆମକୁ ଯେତିକି ଆସିଲା ଆମେ ସେତିକି କରିଛୁ । ଆମର ଶିକ୍ଷକ ନାହାନ୍ତି । ଦୟାକରି ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ । ପରୀକ୍ଷା ଖାତାରେ ଏପରି ଉତ୍ତର ଲେଖି ଅଭିନବ ଉପାୟରେ ପ୍ରତିବାଦ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଯାଜପୁର ଖଇରାବାଦ ପଞ୍ଚାୟତ…

ଅଭୁଲା ଗୀତ : ରାଧିକା ମୋହନ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ : ଶ୍ରୀକୁମାର ଗୀତ : ପାର୍ଥସାରଥୀ ମହାପାତ୍ର ଚଳଚ୍ଚିତ୍ର : ପରିଣାମ, ୧୯୬୦ ରାଧିକା ମୋହନ ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି ଆଉ କେତେ କନ୍ଦାଇବ ନୟନ ଗଲାଣି ଶୁଖି ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି…

କୋରାପୁଟ ମାଛକୁଣ୍ଡରୁ ବିପୁଳ ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ: ରାଜ୍ୟରେ ବୃଦ୍ଧି ପାଉଥିବା ବେଆଇନ ଗଞ୍ଜେଇ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କୋରାପୁଟ ମାଛକୁଣ୍ଡ ପୋଲିସ କୌଣସି ବିଶେଷ ସୂତ୍ରରୁ ଖବର ପାଇ  ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସକାଳେ ଏକ କାରଟି ଗଞ୍ଜେଇ ନେଇ ବଦଲିଗୁଡା ଜଙ୍ଗଲକୁ ଯାଉଥିବା ବେଳେ…

ଅଣନିଶ୍ଵାସୀ କରୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ: ୧୦ ଯାଏଁ ସ୍କୁଲ ବନ୍ଦ, ଆଗାମୀ ୩ ଦିନ ପାଇଁ ରେଡ ଆଲର୍ଟ

ନୂଆଦିଲ୍ଲୀ: ଶୀତ ଆସିଲେ ଦିଲ୍ଲୀରେ ଯେଉଁ ପରିସ୍ଥିତିକୁ ସେହି ପରିସ୍ଥିତି। ଚଳିତ ବର୍ଷ ଶୀତ ଆରମ୍ଭରୁ ଚରମ ସୀମାରେ ପହଞ୍ଚିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ। ନଭେମ୍ବର ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଗୋଟିଏ ପଟେ ନିଶ୍ଵାସ ପ୍ରଶ୍ଵାସ…

ହାଇଓ୍ବାକୁ ପିଟିଲା ଡମ୍ପର : ଜଣେ ମୃତ, ପୋଲିସର ତଦନ୍ତ ଜାରି

ବାଲେଶ୍ବର: ବସ୍ତା ଥାନା କଟିପୋଲ ନିକଟରେ ଏକ ହାଇୱାକୁ ଧକ୍କା ଦେଇଛି ଡମ୍ପର। ଘଟଣାସ୍ଥଳରେ ଡମ୍ପର ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଆଖାପାଖର ଲୋକେ ରୁଣ୍ଡ ହୋଇଯାଇଥିଲେ ଏହାପରେ ପୋଲିସକୁ ଖବର ଦିଆଯାଇଥିଲା। ପରେ ବସ୍ତା ଥାନା ପୋଲିସ ଆସି ଦୁର୍ଘଟଣା ସ୍ଥଳରେ ପହଁଚି ଡମ୍ପର…

ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନ ନିଷିଦ୍ଧ: ପୂର୍ବତଟ ରେଳପଥର ସ୍ଵତନ୍ତ୍ର ଅଭିଯାନ

ଭୁବନେଶ୍ଵର: ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜ୍ଵଳନ୍ତ ତଥା ବିସ୍ଫୋରକ ଜିନିଷ ପରିବହନ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । ଏଥିପାଇଁ ଆପଣଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ । କାରଣ ରେଳ ଯାତ୍ରା ସମୟରେ ଆତସବାଜି ଓ ଫଟକା ପରିବହନକୁ ନିଷିଦ୍ଧ କରିଛି ପୂର୍ବତଟ ରେଳପଥ…

ଓଲଟିଲା ଗୋରୁ ବାଝେଇ ଟ୍ରକ୍ : ୫ଗୋରୁ ମୃତ, ଘଟଣାସ୍ଥଳରୁ ଡ୍ରାଇଭର ଫେରାର

ତେଲକୋଇ : ତେଲକୋଇରେ ଅଭାବନୀୟ ଘଟଣା ଘଟିଛି । ବିଞ୍ଜବାହାଲ ବସଷ୍ଟାଣ୍ଡ ନିକଟରେ ଭାରସାମ୍ୟ ହରାଇ ଏକ ଗୋରୁବୋଝେଇ ଟ୍ରକ ଓଲଟି ପଡିଛି । ଫଳରେ ୫ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ଅଞ୍ଚଳରେ ଏକ ବେଆଇନ ଗୋରୁ ବୋଝେଇ ଟ୍ରକ…