Latest Odisha News

BREAKING NEWS

ଆସ ବୁଲିଯିବା ଓଡିଶା: ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଡୋକରୀ ଚଞ୍ଚରା

କଳାହାଣ୍ଡି: ଆଉ ଦିନ କେଇଟା ପରେ ନୂଆବର୍ଷ । ଏହାକୁ ଧୁମଧାମରେ ମନାଇବା ପାଇଁ ସମସ୍ତଙ୍କ ମନରେ ଭରି ରହିଛି ଉତ୍କଣ୍ଠା । ବିଶେଷ କରି ବଣଭୋଜି କରିବା ପାଇଁ ଦରକାର ପଡେ ଏମିତି ଏକ ସ୍ଥାନ ଯେଉଁଠି ବଣଭୋଜି ସହିତ ପ୍ରକୃତି ରାଣୀ କୋଳରେ ଦିନଟିଏ ଅତିବାହିତ କରିବା ପାଇଁ ସୁଯୋଗ ଥିବ। ଚାରିଆଡେ…

ବିମାନ ଉଡାଇଦେବା ଧମକ ମାମଲା: ଆତଙ୍କବାଦୀ ପନ୍ନୁନର ଗିରଫ ଦାବି କଲେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ୧୯ ନଭେମ୍ବର ଏୟାର ଇଣ୍ଡିଆ ଦେଇ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କୁ ଧମକ ଦେଇଛି ଆତଙ୍କୀ ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ)ର ପ୍ରତିଷ୍ଠାତା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁନ୍। ୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ…

ବିହାରରେ ଗର୍ଜିଲେ ଅମିତ ଶାହ; କହିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କ୍ଷମତାକୁ ଉପଭୋଗ କରୁଛନ୍ତି ନୀତୀଶ

ପାଟନା: ଦିନିକିଆ ବିହାର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ମୁଜାଫରପୁରର ପତାହି ବିମାନବନ୍ଦର ପଡିଆରେ ଏକ ନିର୍ବାଚନୀ ପ୍ରଚାର ସମାବେଶକୁ ସମ୍ବୋଧିତ କରି ନୀତିଶ ସରକାରଙ୍କ ଉପରେ ଉପରେ ଗର୍ଜିଛନ୍ତି ଶାହ । ଅମିତ ଶାହ କହିଛନ୍ତି ଯେ, ଇଣ୍ଡି ଆଲାଇନ୍ସର କେବଳ ଗୋଟିଏ ଏଜେଣ୍ଡା…

ତାଳଚେରରେ ପୁଣି ହାତୀ ଉପଦ୍ରବ, ଉଜାଡ଼ିଦେଲେ ସୁନାର ଫସଲ

ଅନୁଗୁଳ: ଦିନକୁ ଦିନ ବଢୁଛି ହାତୀଙ୍କ ଉପଦ୍ରବ। ଖାଦ୍ୟ ଅନ୍ୱେଶଣରେ ଆସି ଧନ ଜୀବନ ନଷ୍ଟ କରୁଛନ୍ତି ହାତୀ। ଗତ ଦୁଇ ବର୍ଷ ହେବ ହାତୀ ଚିନ୍ତାରେ ଭୟଭିତ ହୋଇ ରହୁଛନ୍ତି ଅଞ୍ଚଳବାସୀ। ଚାଷୀ ଋଣ କରି ଚାଷ କରୁଥିବା ବେଳେ ହାତୀପଲ ଆସି ଏକର ଏକର ଚାଷ ଜମିକୁ ନଷ୍ଟ କରୁଛନ୍ତି ଓ ଯାହା ଫଳରେ ଚାଷୀଙ୍କ…

ପୁଣି ନକ୍ସଲ- ସୁରକ୍ଷାକର୍ମୀ ମୁହାଁମୁହିଁ, ଏନକାଉଣ୍ଟରେ ମାଓ କ୍ୟାମ୍ପ ଧ୍ଵଂସ

ଛଡିଶଗଡ: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୁଳି ବିନିମୟରେ ସେଠାରେ ଥିବା ମାଓ କ୍ୟାମ୍ପ ସମ୍ପୁର୍ଣ୍ଣ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି । ଛତିଶଗଡ କାଙ୍କେର ଜିଲ୍ଲା…

ବିଶ୍ୱ ସୁନାମୀ ସଚେତନତା ଦିବସ: ଜାଣନ୍ତୁ ସମୁଦ୍ରରେ ସୁନାମୀ ସୃଷ୍ଟିର କାରଣ?

ନୂଆଦିଲ୍ଲୀ: ଆଜି ହେଉଛି ବିଶ୍ବ ସୁନାମୀ ସଚେତନତା ଦିବସ । ପ୍ରତ୍ୟେକ ବର୍ଷ ନଭେମ୍ବର ୫ ତାରିଖକୁ ବିଶ୍ୱ ସୁନାମୀ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ମିଳିତ ଜାତିସଂଘର ସାଧାରଣ ସଭାରେ ୨୨ ଡିସେମ୍ବର ୨୦୧୫ ରେ ଘୋଷଣା ପରେ ବିଶ୍ୱ ସୁନାମି ଦିବସ ପ୍ରଥମେ ୫ ନଭେମ୍ବର ୨୦୧୬ରେ ପାଳନ…

ପୁଣି ଅଲୋଡା ଶିଶୁ କନ୍ୟା, ସ୍ୱର୍ଣ୍ଣଚୁଡ଼ ପାହାଡ଼ରୁ ନବଜାତ ଶିଶୁ ଉଦ୍ଧାର

ବାଲେଶ୍ଵର: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ସ୍ଵର୍ଣ୍ଣଚୁଡ ପାହାଡ ନିକଟ ଏକ ମସଜିଦ ସମ୍ମୁଖରେ ଶିଶୁ କନ୍ୟାକୁ ଛାଡି ଚାଲିଗଲେ ନିଷ୍ଠୁର ବାପା-ମା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ । ଶିଶୁଟିର କାନ୍ଦ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଶିଶୁ…

ଇସ୍ରାଏଲ ଉପରେ ପୁଣି ବର୍ଷିଲେ ପ୍ରିୟଙ୍କା: ଗାଜାରେ ୫୦୦୦ରୁ ଉର୍ଦ୍ଧ୍ୱ ପିଲାଙ୍କ ହତ୍ୟା, ଅସ୍ତ୍ରବିରତି ପାଇଁ କଲେ…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱକୁ ଚକିତ କରିଛି। ଉଭୟ ପାର୍ଶ୍ୱରେ ଘଟିଥିବା ହତ୍ୟାକାଣ୍ଡର ଭୟଙ୍କର ଚିତ୍ର ମନରୁ ଅଲିଭା। ଏହି ହତ୍ୟାକାଣ୍ଡକୁ ରୋକିବା ପାଇଁ ସବୁ ଦିଗରୁ ଆବେଦନ କରାଯାଉଛି। ଭାରତରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳୁଛି। ପାଲେଷ୍ଟାଇନର…

ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ, ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ଵର: ପୁନଃରୁଦ୍ଧାର ହେବ ବ୍ରାହ୍ମଣୀ ନଦୀ । ଏଥିପାଇଁ ଖୁବଶିଘ୍ର ଆରମ୍ଭ ହେବ ରିସର୍ଚ୍ଚ । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ କହିଛନ୍ତି ଯେ, ଗତ ୪୫ ବର୍ଷ ହେବ ବ୍ରାହ୍ମଣୀ ନଦୀ କାହିଁକି ଶୁଖିଲା ପଡୁଛି ସେ ନେଇ ଖୁବଶିଘ୍ର ରିସର୍ଚ୍ଚ…

‘ଟାଇମ’ କଭର ପେଜ୍ ରେ ବାଙ୍ଗଲାଦେଶ ପିଏମ ଶେଖ ହସିନା

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ପତ୍ରିକା ଟାଇମର କଭର୍ ପେଜରେ ସ୍ଥାନ ପାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଟାଇମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, 'ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ତାଙ୍କ ସରକାରକୁ ହଟାଇବା କଷ୍ଟକର। କେବଳ ମୋର ହତ୍ୟା କରିବା ପରେ ହିଁ ମୋତେ…