ଦଶନ୍ଧି ପରେ ବି ଆଇସିସି ଟ୍ରଫି ଭାରତ ପାଇଁ ହେଲା ସ୍ୱପ୍ନ
ଲଣ୍ଡନ: ଏଠାରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତ ୨୦୯ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ଏଥିସହ ଭାରତର ଆଇସିସି ଟ୍ରଫି ହାତେଇବା ସ୍ୱପ୍ନ ପୁଣି କିଛି ଦିନ ପାଇଁ ଘୁଂଚିଯାଇଛି । ଓଭାଲରେ ଖେଳା ଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ…