Latest Odisha News

BREAKING NEWS

କାହାର ହେବ କର୍ଣ୍ଣାଟକ ? ଏକଜିଟ୍ ପୋଲରେ କଂଗ୍ରେସ ଆଗୁଆ, ଜେଡିଏସ୍ ସାଜିବ ‘କିଙ୍ଗମେକର’

ବେଙ୍ଗଳୁରୁ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଲାଗି ମତଦାନ ସରିଛି । ଭିନ୍ନ ଭିନ୍ନ ସଂସ୍ଥା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ୭ଟାରୁ ୫ଟି ଏକଜିଟ୍ ପୋଲରେ କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଛି । ଏକଜିଟ୍ ପୋଲ୍ ଅନୁସାରେ, କର୍ଣ୍ଣାଟକରେ ଯଦି ଝୁଲା ସରକାର ହୁଏ ତାହାଲେ ସରକାର…

କପିଳେଶ୍ବର ମନ୍ଦିର ପ୍ରସଙ୍ଗରେ ଅପରାଜିତାଙ୍କ ଉଦାହରଣ ଦେଇ ଧର୍ମେନ୍ଦ୍ରଙ୍କୁ ବିଜେଡିର ସମାଲୋଚନା

ଭୁବନେଶ୍ୱର: ଗେଜେଟ୍ ବିଜ୍ଞପ୍ତି ସତ୍ତ୍ୱେ କପିଳେଶ୍ୱର ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍ଆଇ)କୁ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କେ. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା…

କ୍ଷମତାକୁ ଆସିବା ପୂର୍ବରୁ କଂଗ୍ରେସର ଯୋଜନା ଘୋଷଣା ଆରମ୍ଭ, ହେଲା ହିତାଧିକାରୀ ଚୟନ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଆସନ୍ନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏକ ଅଭିନବ ଢଙ୍ଗରେ ମହିଳାଙ୍କ ପାଇଁ ଯୋଜନା ଆରମ୍ଭ କରିଛି। ସାଧାରଣତଃ ଯେଉଁ ଦଳ ସରକାରରେ ଥାଏ ସେ ଦଳ ଯୋଜନା ଘୋଷଣା କରେ ଓ ଏହି ଯୋଜନା ପାଇଁ ପଞ୍ଜିକରଣ ଆରମ୍ଭ ହୁଏ। କିନ୍ତୁ ମଧ୍ୟପ୍ରଦେଶରେ ଏକ ବ୍ୟତିକ୍ରମ…

ରେସଲିଂ: ଏସିଆନ ଓ ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ ଭାରତର ଗୋଟିଏ ଟିମ

ନୂଆଦିଲ୍ଲୀ: ଭାରତୀୟ ରେସଲିଂର ବିବାଦପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ବୁଧବାର ଖେଳାଳି ଚୟନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗଠିତ ଆଡହକ କମିଟି ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ ପାଇଁ ଗୋଟିଏ ରେସଲିଂ ଟିମ ପଠାଇବା ପାଇଁ ଚୂଡାନ୍ତ କରାଯାଇଛି । ଏ ନେଇ ଆସନ୍ତା ମାସରେ ଏକ…

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

ଝାରସୁଗୁଡ଼ା ଉପନିର୍ବାଚନ, ଅପରାହ୍ଣ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଉପନିର୍ବାଚନ ଲାଗି ମତଦାନ ଶାନ୍ତି ଶୃଙ୍ଖଳାର ସହ ହୋଇଥିବା କହିଛନ୍ତି…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ସୁନ୍ଦରଗଡର ଅଧିକାଂଶ ସ୍ଥାନକୁ ମାଗଣା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯତ୍ନ ସେବାର ପ୍ରସାର

ଝାରସୁଗୁଡ଼ା: ଅଗ୍ରଣୀ ଆଲୁମିନିୟମ ନିର୍ମାତା ଓବେଦାନ୍ତ ଲିମିଟେଡ ଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନଙ୍କ ପାଇଁ ମାଗଣା ଭ୍ରାମ୍ୟମାଣ ମୋବାଇଲ ସ୍ୱାସ୍ଥ୍ୟସେବାକୁ ପ୍ରସାର କରିଛି । ଏଥିରେ ଡାକ୍ତର, ନର୍ସ, ଫାର୍ମସିଷ୍ଟ ଓ ବିଶେଷଜ୍ଞ ମେଡିକାଲ ଟେକନିସିଆନମାନେ ରୋଗୀଙ୍କୁ ଚିକିତ୍ସା ପରାମର୍ଶ,…

ଶ୍ରୀକ୍ଷେତ୍ର ଭଉଁରୀ ଦିନ ରାତି ୩ଟାରୁ ଦ୍ୱାରଫିଟା

ପୁରୀ: ଦିନକ ପରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ପରମ୍ପରା ଅନୁସାରେ ୩ ରଥର ପ୍ରତ୍ୟେକ ଦୁଇଟି ଚକ ସହ ଗୋଟିଏ ଅଖ ସଂଯୋଗ କରାଯିବ । ଯାହାକୁ ଚକଅଖ ଡେରା ନୀତି କୁହନ୍ତି । ଏଥିପାଇଁ ବିଶ୍ଵକର୍ମା ମହାରଣାମାନେ ୬ଟି ଚକ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଥିବା ବେଳେ ଆଜି ସୁଦ୍ଧା ୮ଟି ଚକର ନିର୍ମାଣ…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଇତିହାସ ରଚିଲେ ଭାରତୀୟ ବକ୍ସର

ନୂଆଦିଲ୍ଲୀ: ତାସକାନ୍ଦରେ ଚାଲିଥିବା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସରମାନେ ଏକାଥରକେ ୩ଟି ପଦକ ନିଶ୍ଚିତ କରି ଇତିହାସ ରଚିଛନ୍ତି । ଟୁର୍ଣ୍ଣାମେଂଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ଏ ଭଳି ସଫଳତା ହାସଲ କରିଛି । ନିଶାନ୍ତ ଦେବ, ମହମ୍ମଦ ହସମୁଦ୍ଦିନ ଓ ଦୀପକ ଭୋରିୟା ସେମାନଙ୍କ…

୪୦ କୋଟି ଟଙ୍କା ବ୍ୟୟରେ ହେବ ପାରଳାଖେମୁଣ୍ଡି ବାଇପାସ୍

ଭୁବନେଶ୍ୱର: ଜନସାଧାରଣଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଉଦ୍ୟମ ରତ । ଓଡ଼ିଶାର ରୂପାନ୍ତର ପାଇଁ ଅନେକ ପଦକ୍ଷେପ ନେଇ ରାଜ୍ୟର ବିକାଶ ମାନଚିତ୍ରରେ ଆଣିଛନ୍ତି କାୟାକଳ୍ପ । ଗତକାଲି ବିଜୁ ଏକ୍ସପ୍ରେସ ୱେ-୨ର ନିର୍ମାଣ ପାଇଁ ପାହାଡ଼ି କାଟି ଟନେଲ ଜରିଆରେ ରାସ୍ତା…