Latest Odisha News

BREAKING NEWS

ବିୟର ବୋତଲ ପିଛା ନେଉଥିଲେ ଅଧିକ ୧୦ ଟଙ୍କା, ଏବେ ଗଲେ ଜେଲ୍

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି ଅନେକ ଲୋକ ମଦ ପିଅନ୍ତି । ସକାଳ ପାଇଲେ ମନ୍ଦିର ଅପେକ୍ଷା ମଦ ଦୋକାନରେ କହିଲେ ହୁଏତ ଅଧିକ ଭିଡ଼ ହୋଇଥାଏ । ଆଉ ଯାହାର ଫାଇଦା ନେଇଥାନ୍ତି ମଦ ଦୋକାନୀ । ଅନେକ ସମୟରେ ମଦ ଦୋକାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟ (MRP) ଠାରୁ ଅଧିକ ଟଙ୍କା…

ଏଏଚଏଫ ଦ୍ୱାରା ସମ୍ବର୍ଦ୍ଧିତ ହେଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ହକି ବିଶ୍ୱକପ ୨୦୨୩କୁ ସଫଳତାର ସହ ଆୟୋଜନ କରିଥିବା ନେଇ ଏସିଆନ ହକି ମହାସଂଘ ହକି ଇଣ୍ଡିଆକୁ ସମ୍ବର୍ଦ୍ଧିତ କରିଛି । ଦକ୍ଷିଣ କୋରିଆର ମୁଙ୍ଗୟେୟୋଙ୍ଗରେ ଆୟୋଜିତ ବୈଠକରେ ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆ ସମ୍ମାନୀତ ହୋଇଛି । ଏଚଆଇର ମହାସଚିବ ଭୋଳନାଥ ସିଂ ଏହି ପୁରସ୍କାର…

ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ଯାଇ ପାରନ୍ତି ଜେଲ୍…

ଭୁବନେଶ୍ୱର: ଅବହେଳା ଓ ଖାମ ଖିଆଲ୍ ମନୋଭାବ ପାଇଁ ଘଟୁଥିବା ଦୁର୍ଘଟଣା ଏଡ଼ାଇବାକୁ ମଦୁଆଙ୍କ ଉପରେ ନଜର ରଖିବ ପରବହନ ବିଭାଗ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟରେ ମଦ ପିଇ ଗାଡ଼ି ଚାଳନା କରୁଥିବା ଡ୍ରାଇଭରଙ୍କୁ ଧରାଯିବ । ଜାରି ନିର୍ଦ୍ଦେଶନାମା ଅନୁସାରେ,…

ଅମିତ ଶାହାଙ୍କୁ ଜୟରାମଙ୍କ ଟାର୍ଗେଟ୍ ! ବିବାଦୀୟ ବୟାନ ନେଇ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସର ମହାସଚିବ ଜୟରାମ ରମେଶଙ୍କ ଟାର୍ଗେଟ । ଅମିତ ଶାହା ମେଘାଳୟର ପୂର୍ବତନ କୋନରାଡ ସାଙ୍ଗମା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ତଦନ୍ତ ପାଇଁ ସେ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର…

ବାଲିମେଳା ସଂରକ୍ଷିତ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ବାଲିମେଳା ସଂରକ୍ଷିତ ଜଙ୍ଗଲର ତାଇମାଲ ଗାଁ ନିକଟରୁ ସ୍ୱତନ୍ତ୍ର ଅପରେସନ୍ ବେଳେ ବିଏସଏଫ୍ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଚିତ୍ରକୋଣ୍ଡା ଥାନା ତାଇମାଲ ଓ ଲାରିଗୁଡ଼ା ଗାଁ ନିକଟରୁ ମାଓ ସାମଗ୍ରୀ…

ଅଭିନେତ୍ରୀ ତାପସୀଙ୍କ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପରିଧାନକୁ ନେଇ ତେଜୁଛି ବିବାଦ

ମୁମ୍ବାଇ: ଅଭିନେତ୍ରୀ ତାପସୀ ପନ୍ନୁ ମାଆ ଲକ୍ଷ୍ମୀଙ୍କ ଆକୃତି ଥିବା ଗହଣା ପିନ୍ଧି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ନାଲି ରଙ୍ଗର ଏକ ଉତେଜକ ପୋଷାକକୁ ମ୍ୟାଚିଂ କରି ସେ ଏହି ଗହଣା ପିନ୍ଧିଛନ୍ତି । ସୋସିଆଲ ମିଡିଆରେ ହିନ୍ଦୁ ଦେବ ଦେବୀଙ୍କ ଅପମାନ କରିବା ନେଇ ସେ ଏବେ ଟ୍ରୋଲ ହେବାରେ…

ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ! ମହାରାଷ୍ଟ୍ର ପରେ ଛତିଶଗଡ଼ରେ ଲାଗୁ ହେଲା ଆଇନ

ଛତିଶଗଡ଼ : ଏଣିକି ଛତିଶଗଡ଼ରେ ସାମ୍ବାଦିକଙ୍କୁ ଧମକ ଦେଲେ ଜେଲ୍‌ ଯିବେ। କାରଣ ମହାରାଷ୍ଟ୍ର ପରେ ଏବେ ଛତିଶଗଡ଼ରେ ଲାଗୁ ହୋଇଛି ସାମ୍ବାଦିକ ସୁରକ୍ଷା ଆଇନ। ସର୍ବସମ୍ମତି କ୍ରମେ ଛତିଶଗଡ଼ ବିଧାନସଭାରେ ପାରିତ ହୋଇଛି ସାମ୍ବାଦିକ ସୁରକ୍ଷା ବିଲ୍‌। ଏହି ଆଇନ ସର୍ବସମ୍ମତି କ୍ରମେ ପାରିତ ହେବା ପରେ…

ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପ: ନିଖତ, ନୀତୁ ଫାଇନାଲରେ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନଶିପର ଭାରତର ଦୁଇ ଷ୍ଟାର ବକ୍ସର ନିଖତ ଜରୀନ ଓ ନୀତୁ ଘଂଘାସା ଫାଇନାଲରେ ପ୍ରବେଶ କରିଛନ୍ତି । ଏବେ ଦୁଇ ବକ୍ସରଙ୍କ ଟାର୍ଗେଟ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା । ଗୁରୁବାର ୫୦ କିଗ୍ରା ସେମିଫାଇନାଲ ବିଭାଗରେ ଜବରଦସ୍ତ ଫର୍ମରେ ଥିବା…

ମିଳିଲା ଦୁନିଆର ୮ମ ମହାଦ୍ୱୀପ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ୮ମ ମହାଦ୍ୱୀପ । ଏ ନେଇ ବୈଜ୍ଞାନିକମାନେ ମୋହର ମାରିଛନ୍ତି । ୩୭୫ ବର୍ଷ ପରେ ଜିଲାଣ୍ଡିଆ ଅସ୍ତିତ୍ୱ ବାବଦରେ ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ୧୦୫ ମିଲିୟନ ବର୍ଷ ପୂର୍ବେ ଗୋଣ୍ଡାୱାନାର ଅଂଶବିଶେଷ ଥିଲା । କାଳକ୍ରମେ ଏଥିରୁ ଆଂଟର୍କାଟିକା ଏବଂ ପୂର୍ବ…

ପ୍ରକୃତ ଲକ୍ଷ୍ୟରୁ ବାଟବଣା ହେଉଛି କି ମୋ ସରକାର ? ଆସିଲା ଅଭିଯୋଗ, ଜବାବ ରଖିଲେ ଜିଲ୍ଲାପାଳ

ଢେଙ୍କାନାଳ : ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ପ୍ରଶାସନ ଓ ସରକାରୀ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ।…