Latest Odisha News

BREAKING NEWS

ଓସଜା ପୁରସ୍କାର: ‘ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ୨୦୩୬ ଅଲିମ୍ପିକ୍ସରେ ଓଡ଼ିଶା ଖେଳାଳି ଜିତନ୍ତୁ ବ୍ୟକ୍ତିଗତ…

ଭୁବନେଶ୍ୱର: ଓଡ଼ିଶାରେ କ୍ରୀଡ଼ାର ସର୍ବବିଧ ଉନ୍ନତି ସହ ଖେଳ ଓ ଖେଳାଳିଙ୍କ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ କାର୍ଯ୍ୟକାରୀ ହେଉଛି । ଆଗାମୀ ୨୦୩୬ ମସିହାରେ ଭାରତରେ ଅନୁଷ୍ଠିତ ହୋଇପାରେ ଅଲିମ୍ପିକ କ୍ରୀଡ଼ା । ଦେଶରେ ଅଲିମ୍ପିକ ହେଉଥିଲା ବେଳେ ସେଥିରେ ବ୍ୟକ୍ତିଗତ ମେଡାଲ…

ଟ୍ରେନ୍ ରହଣୀ ଦାବିରେ ୨୩ରେ ବେଲପାହାଡ଼ରେ ରେଳରୋକ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ରେଳ ଷ୍ଟେସନରେ ଟ୍ରେନ୍ ରହଣୀ ଦାବି କରି ଆସନ୍ତା ୨୩ ତାରିଖ ରେଳରୋକ କରାଯିବ । ୨୩ ତାରିଖ ସକାଳ ୭ଟାରୁ ରେଳ ରୋକ ଆନ୍ଦୋଳନ ଆରମ୍ଭ ହୋଇ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଚାଲିବ । କେବଳ ରେଳ ରୋକ କରାଯିବ ନାହିଁ, ରେଳବାଇର ଅର୍ଥନୈତିକ ଅବରୋଧ…

ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର:ତୀବ୍ରତା ୬.୬

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀ ଏନସିଆର । ଏନସିଆରର କେତେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକ ଏହାକୁ ଅନୁଭବ କରିଛନ୍ତି । ଗତକିଛି ଦିନ ଧରି ଏକାଧିକ ବାର ଭୂକମ୍ପର ଝଟକା ଅନୁଭବ କରିବା ପରେ ଆଜି ଲୋକେ ଭୟଭୀତ ହୋଇ ପଡିଛନ୍ତି । ବେଶ କିଛି…

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର: ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ରଖିବା ପରେ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟନରାୟଣ ମିଶ୍ର । ଜୟ ନାରାୟଣ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବିବୃତ୍ତି ଦେଇଛନ୍ତି ବୋଧହୁଏ ସେ ଗତକାଲି ନିଜ ଗୃହ ବିଭାଗ ଦ୍ୱାରା ଆଗତ ହୋଇଥିବା…

ଲୁଚି ଲୁଚି ଅନ୍ୟ ଦେଶରେ ପୋଲିସ ଥାନା ବସାଉଛି ଚୀନ; ଏହିସବୁ ଦେଶରେ କରୁଛି ଗୁଇନ୍ଦାଗିରି

ବେଜିଂ: ସାରା ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିବା ଲାଗି ଚୀନର ନୂଆ କସରତ । ବିଶ୍ୱର ୫୩ଟି ଦେଶରେ ଚୀନ ଖୋଲିଛି ୧୦୨ଟି ପୋଲିସ ଷ୍ଟେଶନ । ସେପ୍ଟେମ୍ବର ୨୦୨୨ରେ ସ୍ପେନର ନାଗରିକ ଅଧିକାର ସମୂହ ଏକ ରିପୋର୍ଟରେ ଖୁଲାସା କରିଥିଲେ ଯେ ଚୀନ ଏକାଧିକ ଦେଶରେ ଓଭରସିଜ ପୋଲିସ ଷ୍ଟେଶନର ସ୍ଥାପନା…

ନିଦ୍ରା ଜନିତ ରୋଗ ପାଇଁ କିମ୍‍ସରେ ସ୍ଲିପ୍‍ ଲ୍ୟାବ୍‍

ଭୁବନେଶ୍ୱର: ପରିବର୍ତ୍ତିତ ଜୀବନଶୈଳୀ, କାମଚାପ, ଅଧିକ ସମୟ ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଦ୍ୱାରା ରାତିରେ ଠିକ୍ ଭାବେ ନିଦ ଆସି ନ ଥାଏ । ଯାହା ଦ୍ୱାରା ସାରା ଦିନ ଥକିବା ଭଳି ଅନୁଭବ ହୋଇଥାଏ । ତେବେ କିଛି ଲୋକ ଏହାକୁ ସାଧାରଣ ସମସ୍ୟା ବେଲି ଭାବି ଅଣଦେଖା କରିଥାନ୍ତି ।…

ଅମ୍ରିତପାଲଙ୍କ ରୂପ ଏକ ଚେହେରା ଅନେକ, ପୋଲିସ ଜାରି କଲା ସ୍କେଚ

ଚଣ୍ଡିଗଡ: ୩ ଦିନ ବିତିଯାଇଥିଲେ ମଧ୍ୟ ଉଗ୍ରବାଦୀ ଅମ୍ରିତପାଲକୁ ଧରିବାରେ ପଞ୍ଜାବ ପୋଲିସ ବିଫଳ ହୋଇଛି । ଅମ୍ରିତପାଲ ବେଶ ବଦଳାଇବାରେ ଧୂରନ୍ଧର । ତାର ରୂପ ଏକ ବେଶ ଅନେକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅମ୍ରିତପାଲର ବିଭିନ୍ନ ସ୍କେଚକୁ ପୋଲିସ ବିମାନବନ୍ଦର, ସୀମା ସୁରକ୍ଷା ବଳ, ସଶସ୍ତ୍ର…

ଆସନ୍ତୁ ଜାଣିବା କେଉଁ କ୍ରିକେଟରଙ୍କ ପ୍ରେମରେ ପଡିଥିଲେ ମାଧୁରୀ

ମୁମ୍ବାଇ: କ୍ରିକେଟ ଓ ବଲିଉଡର ପ୍ରେମ ସମ୍ପର୍କ ବହୁ ପୂରୁଣା । ବିଶେଷ କରି ବଲିଉଡର ଅଭିନେତ୍ରୀଙ୍କ ପ୍ରେମରେ ଷ୍ଟାର କ୍ରିକେଟର ବାରମ୍ବାର ପଡିଥାନ୍ତି । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଅଜୟ ଜାଡେଜା ଓ ମାଧୁରୀ ଦୀକ୍ଷିତଙ୍କ ପ୍ରେମ ସେ ସମ୍ପର୍କରେ ବେଶ ଚର୍ଚ୍ଚାର କାରଣ ସାଜିଥିଲା । ତେବେ…

‘କେନ୍ଦ୍ରାପଡା’ ଏଥର ବିଜେଡିରୁ ଗୀତାଞ୍ଜଳି ନା ରାଜେଶ ?

ଭୁବନେଶ୍ୱର: ଆଗାମୀ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିରୁ କିଏ ହେବ ପ୍ରାର୍ଥୀ ?ଶଶୀଭୂଷଣଙ୍କ ଜାଗା କିଏ ନେବ। ଏହାକୁ ନେଇ ଏବେ କେନ୍ଦ୍ରାପଡା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଗତ ସାଧାରଣ ନିର୍ବାଚନରେ ଶଶୀଭୂଷଣ ବେହେରା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହେବା ପରେ…