କେନ୍ଦ୍ର ମନ୍ତ୍ରୀ ନିତିନ ଗଡକାରୀଙ୍କୁ ୧୦କୋଟି ମାଗିଲା ଅଜଣା ବ୍ୟକ୍ତି
ନାଗପୁର: କେନ୍ଦ୍ରମନ୍ତ୍ରୀ ନିତିନ ଗଡକାରୀଙ୍କୁ ଜଣେ ବ୍ୟକ୍ତି ୧୦ କୋଟି ଟଙ୍କା ଫୋନରେ ମାଗିଛି । ଏହା ନ ଦେଲେ ଭୟଙ୍କର କ୍ଷତି ହେବ ବୋଲି ଧମକ ମଧ୍ୟ ଦେଇଛି । ସେ ବିଜେପିର ଏହି ବରିଷ୍ଠ ନେତାଙ୍କୁ ୩ଥର ଫୋନ କରି ଧମକ ଦେଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ନାଗପୁରର କମଳା ସିଟି…