ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ: ବିଜୟ ଅଭିଯାନ ଆରମ୍ଭ କଲେ ନିଖତ ଜରୀନ
ନୂଆଦିଲ୍ଲୀ: ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତର ନିଖତ ଜରୀନ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ୫୦ କିଗ୍ରା ମୁକାବିଲାର ପ୍ରଥମ ରାଉଣ୍ଡ ମୁକାବିଲାରେ ନିଖତ ଆଜରବୈଜାନର ଅନଖାନିମ ଇସମାଇଲୋଭାଙ୍କୁ ପରାସ୍ତ କରିଥିଲେ । ଟାଇଟଲ ଫେଭରାଇଟ ନିଖତ ଆରମ୍ଭରୁ…