Latest Odisha News

BREAKING NEWS

ଏଡିନୋ ଭାଇରସ ଆତଙ୍କ; ୨୪ ଘଣ୍ଟାରେ ୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

କୋଲକାତା: ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ଏଡିନୋ ଭାଇରସକୁ ନେଇ ଭୟ ବଡ଼ିଯାଇଛି। ଲକ୍ଷଣ ଦେଖା ଦେବା ପରେ ୩ ଶିଶୁଙ୍କୁ କୋଲ୍‌କାତାର ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।…

କୁକୁରଙ୍କ ଶବରେ ବସିଯାଇଛି ପରସ୍ତେ ଚଟାଣ; ଖାଇବାକୁ ନ ଦେଇ ଭୋକରେ ମାରିଛି ୧୦୦୦ କୁକୁର, ଅଭିଯୁକ୍ତକୁ ବାନ୍ଦିଲା…

ସିଓଲ: ପଶୁ ପାଲଟିଗଲା ମଣିଷ। ଭୋକ ଓପାସରେ ରଖି ମାରିଦେଲା ନେଇଗଲା ହାଜାରେ କୁକୁରଙ୍କ ଜୀବନ। ଏଭଳି ଅଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଦକ୍ଷିଣ କୋରିଆରେ ବିଭିନ୍ନ…

ICC Rankings: ୬ ପଏଣ୍ଟ ହରାଇଲେ ଅଶ୍ୱିନୀ, ଶ୍ରେଷ୍ଟ ବୋଲର ତାଲିକାରେ ଏବେ କିଏ ?

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ବୋଲର ରାଙ୍କିଂରେ ୬ ପଏଣ୍ଟ ହରାଇଲେ ଭାରତୀୟ ସ୍ପିନର ଆର୍‌ ଅଶ୍ୱିନୀ। ଶ୍ରେଷ୍ଠ ବୋଲର ତାଲିକାରେ ବର୍ତ୍ତମାନ ସେ ଶୀର୍ଷରେ ଥିଲେ ବି ତାଙ୍କ ସହ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶୀର୍ଷରେ ରହିଛନ୍ତି। ଗତ ସପ୍ତାହରେ ଅଶ୍ଵିନ ଆଇସିସି ଟେଷ୍ଟ ବୋଲର…

ସଫଳ ହେଲା ବୁମରାହଙ୍କ ପିଠି ସର୍ଜରୀ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପିଠିର ସର୍ଜରୀ ସଫଳ ହୋଇଛି । ନ୍ୟୁଜିଲାଣ୍ଡରେ ଏହି ଷ୍ଟାର କ୍ରିକେଟରଙ୍କ ଅପରେଶନ କରାଯାଇଥିଲା । ସେ ଏବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ । ୬ ମାସ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିବା…

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଥିବା ବେଳେ ୨ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।…

ଛୁଟି ନ ମିଳିଲେ ପତ୍ନୀଙ୍କ ସହ ଖରାପ ହୋଇଯିବ ସମ୍ପର୍କ, ଅଧିକାରୀଙ୍କୁ ଚିଠି ଲେଖିଲେ କନେଷ୍ଟବଳ

ଜୟପୁର: 'ବାହାଘରକୁ ୩ ମାସ ଚାଲିଛି । ଆଉ ପରମ୍ପରା ମୁତାବକ ବିବାହର ପ୍ରଥମ ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବା ଉଚିତ । ତେଣୁ ଏହି ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବାକୁ ଦିଆଯାଉ । ଏଭଳି ନ କଲେ ପାରିବାରିକ ସମସ୍ୟା ହୋଇପାରେ । ଆଉ ଭବିଷ୍ୟତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ…

ଦୃଶ୍ୟମ ୩ର ମାଲାୟଲମ, ହିନ୍ଦୀ ସଂସ୍କରଣ ଏକତ୍ର ହେବ ଶୁଟିଂ

ମୁମ୍ବାଇ: ଦୃଶ୍ୟମର ମାଲାୟଲମ ଏବଂ ଏହାର ହିନ୍ଦୀ ରିମେକକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । ୨ଟି ଯାକ ପାର୍ଟ ସୁପରହିଟ ହେବା ପରେ ଏବେ ମେକର୍ସ ଏହାର ୩ୟ ପାର୍ଟ ପାଇଁ ଉଦ୍ୟମ ଆରମ୍ଭ କରିଲେଣି । ପୂର୍ବରୁ ମୋହନଲାଲ ଅଭିନୀତ ଦୃଶ୍ୟମର ରିଲିଜ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ସଂସ୍କରଣ…

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ…

ଆପ ଅଭିଯୋଗକୁ ଖଣ୍ଡନ କଲା ତିହାର ଜେଲ ପ୍ରଶାସନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ତାଙ୍କୁ ଏବେ ତିହାର ଜେଲରେ ରଖାଯାଇଛି । ତେବେ ଆମ ଆଦମୀ ପାର୍ଟିର ସୌରଭ ଭରଦ୍ୱାଜ କୁଖ୍ୟାତ ଅପରାଧୀଙ୍କ ଗହଣରେ ମନୀଷଙ୍କୁ ଜାଣି ଶୁଣି ରଖାଯାଇଛି ବୋଲି ମାରାତ୍ମକ ଅଭିଯୋଗ କରିଥିଲେ । ଜେଲ…