Latest Odisha News

BREAKING NEWS

ଅମିୟ ବେଜ ପାଇବେ ୧୫ତମ ଟାଇମପାସ୍‍ ବୁକର ପୁରସ୍କାର

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ୪୫ ବର୍ଷ ବୟସସୀମାର କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ପାଇଁ ଚଳିତବର୍ଷ ଗାଳ୍ପିକ ଅମିୟ ବେଜ୍‍ ମନୋନୀତ ହୋଇଛନ୍ତି । ଶ୍ରୀ ବେଜ ଗଳ୍ପ ପାଣ୍ଡୁଲିପି ‘ମୋହ’ ପାଇଁ ଏହି ପୁରସ୍କାର ପାଇବେ । ଏହି…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ ମଣିଷଟେ ଯେତେ ବି ଖିଆଲି ନିର୍ବିକାର ବା ଉଦାସୀ ହୋଇଥାଉ ଯେତେବେଳେ ସେ ନିଜ ନିବାସ ଛାଡ଼ି ଦୁରକୁ ବହୁ ଦୁରକୁ ଚାଲିଯାଏ ଅବା ତାକୁ ଅନ୍ୟ କେଉଁ ଦେଶକୁ ଯିବାକୁ ପଡ଼େ, ତେବେ ସେ ମ୍ଳାନହସ ସହ କ'ଣ ଚିନ୍ତା କରେ କହିବା ମୁସ୍କିଲ୍ ସତରେ। ସେ କଣ…

ହକି ବିଶ୍ୱକପ: କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ଓଡିଶାରେ ଚାଲିଥିବା ହକି ବିଶ୍ୱକପରେ ଭାରତ ଆଜି ଅନୁଷ୍ଠିତ କ୍ଲାସିଫିକେଶନ ମ୍ୟାଚରେ ଜାପାନ ବିପକ୍ଷରେ ବିଜୟ ହାସଲ କରିଛି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ମୁକାବିଲାରେ ଭାରତ ୮-୦ ଗୋଲରେ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି ବିଜୟ ହାସଲ କରିଛି । ୯ରୁ ୧୨ ସ୍ଥାନ ପାଇଁ…

ବିଏମସିର ବାୟୋ ମାଇନିଂ ପ୍ରକଳ୍ପକୁ ଗ୍ରାମବାସୀଙ୍କ ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ବିଏମସିର କାର୍ଯ୍ୟକୁ ବିରୋଧ କରି ଧାରଣା ଓ ରାସ୍ତାରୋକ । ସ୍ଥାନୀୟ ସରପଞ୍ଚଙ୍କ ସହ ଶତାଧିକ ଲୋକ ଚନ୍ଦକା-ପିତାପଲୀ ରାସ୍ତା ଅବରୋଧ କରିଥିଲେ । ଭୁବନେଶ୍ୱର ମହାନଗର ନିଗମ ବିରୋଧରେ ସମସ୍ତେ ନାରା ଦେଇଥିଲେ । କହିଥିଲେ, ଗ୍ରାମବାସୀଙ୍କୁ ନ ଜଣାଇ…

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ବୋଲିଂ ଆଗରେ ବେଙ୍ଗଲ ଧରାଶୟୀ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଛି ବେଙ୍ଗଲ । ଏଠାରେ ଚାଲିଥିବା ମୁକାବିଲାରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୧୦୦ ରନରେ ଅଲଆଉଟ ହୋଇଯାଇଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଫଲୋଅନ ହୋଇଥିବା ବେଙ୍ଗଲ…

ଜାନୁଆରୀ ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ରାଜଧାନୀ, ଜାନୁଆରୀରେ ବଢ଼ୁଛି ତାତି । ଭୁବନେଶ୍ୱରରେ ପାରଦ ଡେଇଁଲା ୩୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ତାତି ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ…

ରାମଦେବ କହିଲେ ୪ ଭାଗରେ ପାକିସ୍ତାନ ଭାଗ ହେବ

ହରିଦ୍ୱାର: ଗଣତନ୍ତ୍ର ଦିବସ ଅବସରରେ ହରିଦ୍ୱାରରେ ବାବା ରାମଦେବଙ୍କ ଏକ ବୟାନ ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଗଣତନ୍ତ୍ର ଦିବସ ଉତ୍ସବ ଅବସରରେ ସେ କହିଛନ୍ତି ପାକିସ୍ତାନ ୪ ଭାଗରେ ଭାଗ ହୋଇଯିବ । ପାକିସ୍ତାନଠାରୁ ବେଲୁଚିସ୍ତାନ ଅଲଗା ହୋଇ ସ୍ୱତନ୍ତ୍ର…

ପୂଜା ବେଳେ ମାଆ ସରସ୍ୱତୀଙ୍କ ମୂର୍ତ୍ତିକୁ କଚାଡ଼ି ଭାଙ୍ଗିଦେଲେ ୨ ଭଉଣୀ

କାମାକ୍ଷାନଗର: ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ଆବାହନ ପ୍ରତିଟି ଶିକ୍ଷାନୁଷ୍ଠାନ ଉତ୍ସବ ମୁଖରିତ ହୋଇ ଉଠିଛି । ହେଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟପାଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ଦୁଇ ଭଉଣୀଙ୍କ ହାଇଡ୍ରାମା ପାଇଁ ବିଦ୍ୟାଦାତ୍ରୀ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତକୁ ଝଟକା, ଓହରିଲେ ରିତୁରାଜ

ରାଂଚୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତ ଝଟକା ଲାଗିଛି । ଦଳର ବିସ୍ଫୋରକ ଓପନର ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶୁକ୍ରବାର ରାଂଚୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ଦଳର ସିନିୟର ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯାଇଛି ।…