Latest Odisha News

BREAKING NEWS

ଶିଶୁ ଉଦ୍ୟାନରେ ଜଳୁଛି ଜୁଇ

ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି ।  ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।  ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର…

ଖଣି କାରବାର ମାମଲା, ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଖଣି କାରବାର ମାମଲାରେ ଇଡିରେ ହାଜର ହେଲେ ବିଜେଡି ବିଧାୟକ । ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧ଟା ୩୦ରେ ଇଡିରେ ହାଜର ହୋଇଛନ୍ତି ବ୍ରଜ କିଶୋର । ସୂଚନା ଅନୁସାରେ, ବେଆଇନ୍ ଖଣି କରାବାର…

ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର, ସୂଚନା ଦେଲେ ମିଳିବ ୫ ରୁ ୧୦ ଲକ୍ଷ ଟଙ୍କା

କୋରାପୁଟ: ମାଓବାଦୀଙ୍କ ନାଁରେ ଲାଗିଛି ପୋଷ୍ଟର । ସେମାନଙ୍କୁ ଧରାଇଲେ ଦିଆଯିବ ପୁରସ୍କାର। ଆଜି ସକାଳୁ କୋରାପୁଟ ବସ୍ ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଲାଗିଥିବା ପୋଷ୍ଟର ଦେଖି ଲୋକମାନେ ଭୟଭୀତ ହୋଇଛନ୍ତି । ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIR)ର କଲିକତା କାର୍ଯ୍ୟାଳୟ ତରଫରୁ  ଏହି ମୋଷ୍ଟ…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ…

ଭୋଗରେ ମହାଦେବଙ୍କୁ ଅର୍ପଣ କରାଯାଏ କଙ୍କଡା: କ’ଣ ରହିଛି ବିଶ୍ୱାସ

ସେ ହେଉଛନ୍ତି ଦେବ ଦେବ ମହାଦେବ । ତାଙ୍କୁ ପୂଜିଲେ ତପେ ବର ନହେଲେ କୋପେ ବର ମିଳିଥାଏ । ଶିବଙ୍କ ଆଶୀର୍ବାଦ ପାଇଁ କିଏ କେତେ ପ୍ରକାର ଓଷା ବ୍ରତ କରିଥାନ୍ତି । ମହାଦେବଙ୍କ ପାଖରେ ନିରାମିଷ ହୋଇଥାଏ । ଏପରିକି ପିଆଜ ଭୋଗ ବି ହୁଏନି । ହେଲେ ମହାଦେବଙ୍କ ପାଖରେ ଜୀବନ୍ତ କଙ୍କଡା ଲାଗି ହେବା…

ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ଉତ୍ତୋଳନ…

୧ ଲିଟର ପେଟ୍ରୋଲ ମୂଲ୍ୟରେ ମିଳୁଥିଲା ୧୦ଗ୍ରାମ ସୁନା, ବିଲ୍ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏତେମାତ୍ରାରେ ବୃଦ୍ଧି ପାଉଛି ଯେ  ମଧ୍ୟବିତ୍ତ ପରିବାର ପାଇଁ ବି ଘର ଚଳାଇବା କଷ୍ଟକର ହୋଇପଡୁଛି । ଯେଉଁଠି ଡାଲି, ତେଲର ଦର ଆକାଶଛୁଆଁ ହେଉଛି ସେଠି ସୁନା ଦର ବୃଦ୍ଧିକୁ ବା କିଏ…

ଅନୁବାଦ କବିତା : ତୁମକୁ କହିନାହିଁ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ଆକାଶରେ ମେଘର ପ୍ରବଳ ଗର୍ଜନ ଓ ବାଣ ଫୁଟିବା ପରି ଶବ୍ଦରେ କାଲିଥିଲା ତୁମର ଜନ୍ମଦିନ । ଘର ଭିତରକୁ ବର୍ଷାର ଛିଟା ଆସୁଥିଲେ ବି, ଝରକା ବନ୍ଦ କରିନି ଆଲୁଅ ଲିଭି ଯାଇଥିବା ଅନ୍ଧାରରେ ରହି ରହି ବିଦ୍ୟୁତର ଝଲକରେ ମୁଁ ଦେଖି ପାରୁଥିଲି ତୁମର…

ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ଆକାଂଉଟରୁ ଗାଏବ ହୋଇଗଲା ୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କ ଆକାଂଉଟରୁ ୯୮ କୋଟି ଟଙ୍କା ଗାଏବ ହୋଇଯାଇଛି । ତାଙ୍କ ଅର୍ଥ ଜାମାଇକା ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ କମ୍ପାନୀରେ ଲଗା ଯାଇଥିଲା । ବୋଲ୍ଟଙ୍କ ଓକିଲ ଗାର୍ଡେନଙ୍କ ଅନୁସାରେ ବୋଲ ଠକାମୀର ଶୀକାର ହୋଇଛନ୍ତି । ଏଥିଯୋଗୁ…

କାଠ ମାଫିଆକୁ ଧରିଲେ ଗାଁ ପ୍ରକୃତି ସୁରକ୍ଷା ସମିତି

କାମାକ୍ଷାନଗର: ଲକ୍ଷାଧିକ ଟଙ୍କାର କାଠ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ ଖସି…