Latest Odisha News

BREAKING NEWS

ଏଠାରେ ଚିକେନ ୩୨୫, ଆଉ ପିଆଜ ୯୦୦

ମାନିଲା: ଫିଲିପାଇନ୍ସରେ ପିଆଜ ମିଳୁନି । ଏହାର ମୂଲ୍ୟ ଏବେ ଆକାଶଛୁଆଁ ହୋଇଛି । ଏପରିକି ଚିକେନ ମୂଲ୍ୟଠାରୁ ଏହା ୩ଗୁଣ ଅଧିକ ଦାମ ହୋଇଛି । ଚିକେନ ମୂଲ୍ୟ ଫିଲିପାଇନ୍ସରେ ୩୨୫ ଟଙ୍କା ହୋଇଥିବା ବେଳେ ପିଆଜ ଦର ୯୦୦ ଛୁଇଁଛି । ଅଧିକ ଚାହିଦା ଯୋଗୁ ପିଆଜର ଚୋରା କାରୋବାର ମଧ୍ୟ ଆରମ୍ଭ ହୋଇଯାଇଛି…

ମଟର କଚୋଡ଼ି

ମୌସୁମୀ ଦେଙ୍କ ରନ୍ଧାବଢ଼ାରୁ  ଭାରତୀୟ ସ୍ନାକ୍ସ ଭାବରେ ପ୍ରସିଦ୍ଧ ମଟର କଚୋଡ଼ି ସାଧାରଣତଃ ଶୀତ ଦିନରେ ବହୁଳ ଭାବରେ ପ୍ରସ୍ତୁତ ହୁଏ। ମଟର କଚୋଡ଼ି ପ୍ରସ୍ତୁତ କରିବା ପାଇଁ କଞ୍ଚା ମଟର, ମଇଦା, ଘିଅ/ ରିଫାଇନ ତେଲ, ଗୋଟା ଜିରା, ହେଙ୍ଗୁ, ପାନମଧୁରୀ ଗୁଣ୍ଡ, ଚିନି, ଜିରାଗୁଣ୍ଡ, ଧନିଆ…

କବିତା : ଏ ବୟସ

ସୁକାନ୍ତ ସମର୍ଥା ଏ ବୟସ ରହିଯାରେ ଟିକେ ପିଲାଦିନ ବଗିଚାରେ ପାଇବୁନି ଗୋଟେ ଘୃଣାର କଣ୍ଟା ତୁ ନିରୀହ ଗୋଲାପଠାରେ । ଏ ବୟସ ଥକିଯାରେ ଟିକେ ମାଆ ପଣତ ଛାଇରେ ପାଇବୁନି ଟୋପେ ଲୁହର ଉଷ୍ମତା ମମତାର ଶୀତଳତାରେ । ଏ ବୟସ ଭିଜିଯାରେ ଟିକେ ଅବୁଝା ପିଲା କାନ୍ଦରେ ପାଇବୁନି…

ଡଟ୍ ଫେଷ୍ଟ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବରେ ମିଳିବ ୧୬ଟି ଦେଶର ଖାଦ୍ୟ

ଭୁବନେଶ୍ୱର: ଆଗାମୀ ଡଟ୍ ଫେଷ୍ଟରେ ଭୁବନେଶ୍ୱର ସମେତ ସାରା ଓଡ଼ିଶାବାସୀ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ମାଧ୍ୟମରେ ପାଇ ପାରିବେ ଏକ ଅନନ୍ୟ ଅନୁଭୂତି । ଆସନ୍ତା ଜାନୁଆରୀ ୧୫ରୁ ୨୯ ତାରିଖ ୨୦୨୩, ପର୍ଯ୍ୟନ୍ତ ସହରର ଖାଦ୍ୟପ୍ରେମୀମାନେ ୧୬ଟି ଦେଶ ଓ ଭାରତର ୨୪ଟି ରାଜ୍ୟର ସୁସ୍ୱାଦୁ ଖାଦ୍ୟର ମଜା…

ବିଦ୍ୟାଳୟରେ କେମିତି ଭାଙ୍ଗିଲା ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଗୋଡ଼ ?

ବାରିପଦା: ବୟସ ୧୦ ବର୍ଷ । ପଞ୍ଚମ ଶ୍ରେଣୀରେ ପଢ଼ନ୍ତି ଉଦିତ୍ ବିନ୍ଧାଣୀ । ସବୁଦିନ ଭଳି ଉଦିତ ଆଜି ବି ସକାଳେ ପଢ଼ିବାକୁ ଯାଇଥିଲେ । ହେଲେ ସ୍କୁଲରୁ ଘରକୁ ଫେରିନଥିଲେ । ବରଂ ତାଙ୍କୁ ବିଦ୍ୟାଳୟରୁ ନେବାକୁ ପଡ଼ିଥିଲା ହସ୍ପିଟାଲ । ତେବେ ବିଦ୍ୟାଳୟରେ କଣ ହେଲା ? କାହିଁକି ନିଆଗଲା ହସ୍ପିଟାଲ୍…

ରାହୁଲଙ୍କ ଲଢ଼ୁଆ ଅର୍ଦ୍ଧଶତକ, ସିରିଜରେ ଭାରତ ୨-୦ରେ ଅଗ୍ରଣୀ

କୋଲକାତା: ଇଡେନଗାର୍ଡେନରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଭାରତ ବିଜୟରେ କେଏଲ ରାହୁଲ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେ ୬୪ ରନ କରି ନଟଆଉଟ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ୩୬ ଓ ଶ୍ରେୟାଶ…

ସର୍ବଭାରତୀୟ ପୋଷ୍ଟାଲ ଆଥଲେଟିକ୍ସ: ଓଡିଶାକୁ ୭ ପଦକ

ଭୁବନେଶ୍ୱର: କେରଳର ଥିରୁୱନ୍ତପୁରମରେ ଅନୁଷ୍ଠିତ ୩୫ତମ ସର୍ବ ଭାରତୀୟ ପୋଷ୍ଟାଲ ଆଥଲେଟିକ ମିଟ ଓ ସାଇକ୍ଲି ଟୁର୍ଣ୍ଣାମେଂଟରେ ଓଡିଶା ପ୍ରତିଯୋଗୀମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ଓଡିଶା ପୋଷ୍ଟାଲ ଟିମ ଗୋଟିଏ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ହାସଲ କରିଛି । ମହିଳା ଲଙ୍ଗଜମ୍ପରେ…

ଓକିଲଙ୍କୁ ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା: ଆଫିଡେବିଟ୍ ପାଇଁ ମନା କଲେ ଓଲଟା ଓକିଲଙ୍କୁ ଦୁର୍ବ୍ୟବହାର କଲେ ଅତିରିକ୍ତ ତହସିଲଦାର । ଝାରସୁଗୁଡ଼ା ତହସିଲର ଅତିରିକ୍ତ ତହସିଲାଦର ରେସମା ଟେଟେ ଓକିଲଙ୍କ ପ୍ରତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ଆଇନଜୀବୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ…

ବିଶ୍ୱ ଭେଟେରାନ ଟିଟି ଚାମ୍ପିୟନଶିପ: ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଓମାନର ମାସ୍କଟଠାରେ ଚଳିତ ମାସ ୧୫ରୁ ୨୧ ପର୍ଯ୍ୟନ୍ତ ବିଶ୍ୱ ଭେଟେରାନ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥିରେ ଓଡିଶାର ୨ଜଣ ଖେଳାଳିଙ୍କୁ ସୁଯୋଗ ମିଳିଛି । ଏହି ୨ଜଣ ହେଲେ ଦେବଦତ ମହାନ୍ତି ଓ ତ୍ରୈଲୋକ୍ୟ ନାଥ ରାଉତ । ଶନିବାର…

ସାଉଥ ଫିଲ୍ମ ଶରଣରେ ଏବେ ଅଧା ବଲିଉଡ ଷ୍ଟାର

ମୁମ୍ବାଇ: ବଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବା ବେଳେ ଦକ୍ଷିଣ ଭାରତ ଫିଲ୍ମ ଇତିହାସ ରଚୁଛି । ଏହା ଦେଖି ଅଧା ବଲିଉଡ ଷ୍ଟାର ସାଉଥ ଫିଲ୍ମ ଶରଣରେ ପଶିଛନ୍ତି । ଫ୍ଲପ କ୍ୟାରିୟର ସଜାଡିବା ପାଇଁ ଶାହାରୁଖ ଖାଁଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର, ରଣବୀର କାପୁର ଓ ସଲମାନ ଖାଁ ବି…