ମକର ସଂକ୍ରାନ୍ତି
ସଫଳା ଦାସ
ଭାରତ ବର୍ଷରେ ଉତ୍କଳ ଏକ ପୂଣ୍ୟ ଭୂମି। ଏହାର ପାଣି ପବନ ଜଳବାୟୁ ପାହାଡ଼ ନଦୀ ସବୁ ପୂଣ୍ୟମୟ। ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ପ୍ରାଣ ହେତୁ ବାର ମାସରେ ତେର ପର୍ବ ପାଳନକରେ। କର୍ମ କ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧ ହିଁ ପର୍ବ ପର୍ବାଣୀର ମୂଖ୍ୟ ଉଦ୍ଦେଶ୍ୟ ।…