Latest Odisha News

BREAKING NEWS

ବିଶ୍ବର ସର୍ବକ୍ଷୁଦ୍ର ହକି ଷ୍ଟିକ

ବ୍ରହ୍ମପୁର: ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣାଙ୍କ ବିରଳ କଳା କୃତି। ମାତ୍ର ୧ ଏମଏମ ଲମ୍ବ ହକି ଷ୍ଟିକ୍‍ ତିଆରି କରିଛନ୍ତି। ଓଡ଼ିଶାରେ ବିଶ୍ୱକପ୍‍ ହକି ଆୟୋଜନ ଅବସରରେ ସତ୍ୟଙ୍କ କଳାକୃତି କାଠରେ ୨ଟି ହକିଷ୍ଟିକ୍‍ ତିଆରି କରିଛନ୍ତି ଯାହାର ଲମ୍ବ ୧ଏମ୍‍ଏମ୍‍ ଏବଂ ଓସାର…

ବସ ଦୁର୍ଘଟଣାରେ ଚାଲିଗଲା ୪୦ଜଣଙ୍କ ଜୀବନ, ସେନେଗାଲରେ ୩ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସେନେଗାଲରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ୨ଟି ବସ କାଫରିନରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ୮୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଗୋଟିଏ ବସର ଟାୟାର ଫାଟିଯିବାରୁ ଏହା ଭାରସମ୍ୟ ହରାଇ ଅନ୍ୟ ବସରେ ପିଟି…

ପାକିସ୍ତାନୀ ଅଭିନେତ୍ରୀ ସାଦିୟାଙ୍କୁ ଡେଟ କରୁଛନ୍ତି ଆର୍ଯ୍ୟନ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ପାକିସ୍ତାନ ଅଭିନେତ୍ରୀ ସାଦିୟା ଖାଁଙ୍କୁ ଡେଟ କରୁଥିବା ଖବର ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟଙ୍କୁ ଏକତ୍ର ଫଟୋରେ ଦେଖିବା ପରେ ପ୍ରଶଂସକମାନେ ଏହା ଅନୁମାନ କରିଛନ୍ତି । ନୂଆ ବର୍ଷ ପାଳନ ଅବସରରେ ଦୁବାଇରେ…

ଜଣା ପଡିଲା ସୂର୍ଯ୍ୟକୁମାରଙ୍କ ସଫଳତାର ରହସ୍ୟ

ରାଜକୋଟ: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ପଛର ରହସ୍ୟ ଏବେ ଖୋଲିଛି । ୩୦ ବର୍ଷ ବୟସରେ ଭାରତୀୟ ଦଳରେ ସ୍ଥାନ ପାଇବା ମୋ ଆନ୍ତର୍ଜାତୀୟ ସଫଳତା ଭୋକକୁ ବଢ଼େଇ ଦେଇଥିଲା । ତେବେ ଏହି ସଫଳତା ପଛରେ ମୋ ପତ୍ନୀ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ଏ…

ଭାରତ-ପାକ ସୀମାରେ ବିଏସଏଫ ମୁତୟନ କଲା ରାଡାର ଡ୍ରୋନ

ନୂଆଦିଲ୍ଲୀ: ବିଏସଏଫ ଆଜି ଜମ୍ମୁ ଅଂଚଳରେ ଭାରତ-ପାକିସ୍ତାନ ସୀମା ନିକଟରେ ରାଡାର ଡ୍ରୋନ ମୁତୟନ କରିଛି । ଏହା ଦ୍ୱାରା ସୁଡଙ୍ଗ ମାଧ୍ୟମରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କ ଉପରେ ନଜର ରଖାଯାଇ ପାରିବ । ସେହିପରି ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରା କାରୋବାରକୁ ମଧ୍ୟ ଏହା ମାଧ୍ୟମରେ ରୋକାଯାଇ…

ଭାରତ-ଶ୍ରୀଲଙ୍କା ତୃତୀୟ ଟି୨୦ ମ୍ୟାଚରେ ମନେ ରହିବ ଏହି ୧୦ ରେକର୍ଡ

ରାଜକୋଟ: ୩ୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୯୧ ରନରେ ହରାଇ ଭାରତ ୨-୧ରେ ସିରିଜ ଜିତିନେଇଛି । ତେବେ ଏହି ମ୍ୟାଚରେ ୧୦ଟି ରେକର୍ଡ କିଛି ଦିନ ପାଇଁ ମନେ ରହିବ । ସେଗୁଡି ହେଲା- ୧. ୟୁଜଭେନ୍ଦ୍ର ଚହଲ ଟି୨୦ କ୍ରିକେଟରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲ କରିବାରେ ଭୁବନେଶ୍ୱର କୁମାରଙ୍କ…

କ୍ରିକେଟ୍ ଖେଳି ବାଇକରେ ଫେରୁଥିଲେ ୩ ସାଙ୍ଗ, ଚାଲିଗଲା ଜୀବନ

ଭବାନୀପାଟଣା: ୨୬ ନମ୍ବର ଜାତୀୟ ରାଜପଥରେ ବଡ଼ ଧରଣର ଦୁର୍ଘଟଣା ଘଟିଛି । ଟ୍ରକ୍ ଧକ୍କାରେ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ସ୍ଥାନୀୟ ରକାବାହାଲି ଗାଁର କିଛି ସାଙ୍ଗ କ୍ରିକେଟ୍ ଖେଳିବାକୁ ଉତକେଲା ଯାଇଥିଲେ । ଗୋଟିଏ ବାଇକରେ ୩ ଜଣ ଫେରିବା ବେଳେ…

ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉଦଘାଟିତ

କଟକ : ବିଶିଷ୍ଟ ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ବର୍ଷବ୍ୟାପି ପାଳନ କାରାଯିବ ବୋଲି ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ କୁଳପତି ସଞ୍ଜୟ କୁମାର…

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର…

ଅଭୁଲା ଗୀତ : ଦେଲେ ଧରା କଥା ସରେ

ଗୀତ: ନରସିଂହ ମହାପାତ୍ର ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ଆରତି ମୁଖାର୍ଜୀ ଓ ମହମ୍ମଦ୍ ସିକନ୍ଦର ଆଲାମ୍‌ ଚଳଚ୍ଚିତ୍ର: ଅମଡ଼ାବାଟ, ୧୯୬୪ ଦେଲେ ଧରା କଥା ସରେ ନାୟିକା:ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା କଥା ସରେ ଥାଏ ମଜା ଦୂରେ ଦୂରେ ଦେଲେ ଧରା ନାୟକ:ଅଳି…