Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ଖେଳିବେନି ରୋହିତ, ବିରାଟ !

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ଭାରତର ଦୁଇ ଷ୍ଟାର ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମା ଖେଳିବେନି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଯେତେଦୂର ସମ୍ଭବ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…

ମଡେଲ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିଛନ୍ତି ହାଇକୋର୍ଟ । ୨୦୨୦ ଜାନୁଆରୀ ୩୦ ତାରିଖରେ ନନ୍ଦନ…

କଲେଜିୟମ୍ ବିବାଦ, ୩ ଦିନରେ ୪୪ ବିଚାରପତିଙ୍କ ନାଁ ସୁପ୍ରିମକୋର୍ଟଙ୍କୁ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ୍ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ନରମ ପଡ଼ିଛନ୍ତି । ଏବେ ସୁପ୍ରିମକୋର୍ଟର ୫ ବିଚାରପତି, ୩ ହାଇକୋର୍ଟର ମୁ୍ଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ନିଯୁକ୍ତି ଉପରେ ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର…

ମଟନ (ମାଂସ) ଏକବର୍ଣ୍ଣୀ

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ଆବଶ୍ୟକୀୟ ଉପକରଣ: - ମଟନ- ୫୦୦ ଗ୍ରା.ମ, ବସୁମତୀ ଚାଉଳ- ୨୫୦ ଗ୍ରା.ମ., ବଡ଼ ପିଆଜ ୩/୪ଟା, ଅଦା ରସୁଣ ବଟା, ଗାଜର, ବିନସ୍‌, ଗ୍ରୀନ ମଟର, ଫୁଲକୋବି, ଲୁଣ, ସୋରିଷ ତେଲ,ଜିରା ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଦହି ୧-୩ ଚାମଚ, ଗରମ ମସଲା ଗୁଣ୍ଡ, ଗୋଟା ଗରମ…

ଆଫଗାନିସ୍ତାନ ସୀମା ନିକଟରେ ୧୧ ଆତଙ୍କବାଦୀ ମାରିଲେ ପାକ ସେନା

ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ…

ସମ୍ମେଦ ଶିଖର ପାଇଁ ପ୍ରାଣ ହାରିଲେ ଆଉ ଜଣେ ଜୈନ ମୁନୀ

ଜୟପୁର: ସମ୍ମେଦ ଶିଖରଙ୍କୁ ବଂଚାଇବା ପାଇଁ ଆମରଣ ଅନଶନରେ ବସିଥିବା ଜୟପୁର ସାଂଗାନେରରେ ଆଉ ଜଣେ ଜୈନ ମୁନୀଙ୍କ ନିଧନ ହୋଇଯାଇଛି । ସମର୍ଥ ସାଗର ମହାରାଜାଙ୍କ ଜୀବନ ମଧ୍ୟ ରାତ୍ରି ୧ଟା୨୦ରେ ଚାଲି ଯାଇଥିଲା । ସୁଗନେୟ ସାଗର ମହାରାଜାଙ୍କ ମୃତ୍ୟୁ ପରେ ସେ ଆମରଣ ଅନଶନରେ ବସିଥିଲେ । ଶୁକ୍ରବାର…

ଗଳ୍ପ : ଚନ୍ଦ୍ରିକା ସିଂ

ସୁମିତା ବେହେରା ଚନ୍ଦ୍ରିକା ସିଂ ଯେଉଁଦିନ ଅଫିସ୍ ଜଏନ କଲା, ଚାପା ଗୁଞ୍ଜରଣଟିଏ ଖେଳିଗଲା ଆମ ଅଫିସ୍ ପରିସରରେ । ଇସ୍ କି ସୁନ୍ଦରୀ ସିଏ ! ଆଖି, ନାକ,ଓଠ.. ଖୁଣିବାକୁ ନାହିଁ କିଛି। ଡ୍ରେସ୍ ସେନ୍ସ୍ .. ଆଉ କହିବାକୁ ନାହିଁ । ଗୋଲାପି ଲିପଷ୍ଟିକ୍ ବୋଳା ସରୁ ଓଠରୁ ଯେତେବେଳେ ହସ ମୁଠାଏ…

ଟି୨୦ରେ ଅର୍ଶଦୀପଙ୍କ ଅଲୋଡା ରେକର୍ଡ

ନୂଆଦିଲ୍ଲୀ: ଭାରତର ବାମହାତୀ ପେସ ବୋଲର ଅର୍ଶଦୀପ ସିଂ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି । ପୁଣେରେ ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ସେ କ୍ରମାଗତ ୩ଟି ନୋ ବଲ ପକାଇଥିଲେ । ଏଥିସହ ସେ ଟି୨୦ରେ ସର୍ବାଧିକ ୧୨ଟି ନୋ ବଲ ପକାଇ ପ୍ରଥମ ସ୍ଥାନରେ ରହିଛି । ତାଙ୍କ…

ୟୁକ୍ରେନ ସହ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ

ମସ୍କୋ: ରୁଷିଆ ଆଜି ସାମୟିକ ଭାବେ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ବିରତି ଘୋଷଣା କରିଛି । ଗତବର୍ଷ ଫେବୃୟାରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ପ୍ରଥମ ଥର ପାଇଁ ଭ୍ଲାଡିମିର ପୁତିନ ଏ ଭଳି ଘୋଷଣା କରିଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ ପର୍ବ ସମୟରେ ରକ୍ତପାତ ନ କରିବା ଲାଗି ପୁତିନଙ୍କୁ…

ପାଦରେ ଚପଲ ପିନ୍ଧନ୍ତିନି ଏହି ଆଦିବାସୀ, ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଆସିଛି ଡାକରା

ନୂଆପଡ଼ା (ଦେବାନନ୍ଦ ତାଣ୍ଡି) : ଗଣତନ୍ତ୍ର ଦିବସ ପରେଡର ଅତିଥି ହେବେ ଚକଟିଆ ଭୁଞ୍ଜିଆ ଦମ୍ପତି । ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ହେବେ ନୂଆପଡା ଜିଲ୍ଲାର ଆଦିବାସୀ ଦମ୍ପତି । ଏଥିଲାଗି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀଙ୍କୁ…