Latest Odisha News

BREAKING NEWS

ପାଦରେ ଚପଲ ପିନ୍ଧନ୍ତିନି ଏହି ଆଦିବାସୀ, ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ଆସିଛି ଡାକରା

ନୂଆପଡ଼ା (ଦେବାନନ୍ଦ ତାଣ୍ଡି) : ଗଣତନ୍ତ୍ର ଦିବସ ପରେଡର ଅତିଥି ହେବେ ଚକଟିଆ ଭୁଞ୍ଜିଆ ଦମ୍ପତି । ଜାନୁଆରୀ ୨୬ରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ହେବେ ନୂଆପଡା ଜିଲ୍ଲାର ଆଦିବାସୀ ଦମ୍ପତି । ଏଥିଲାଗି ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝୀ ଓ କୁଞ୍ଜବାଇ ମାଝୀଙ୍କୁ…

ରାଉରକେଲାରେ ମୋ ବସ୍ ସେବାର ଶୁଭାରମ୍ଭ

ରାଉରକେଲା: ବିଗତ ୪ ବର୍ଷ ଧରି କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଓଡ଼ିଶାର ରାଜଧାନୀ ଅଞ୍ଚଳରେ ମୋ ବସ୍ ସେବା ପ୍ରଦାନ କରାଯାଉଛି । ଯେଉଁଥିରେ ସାମିଲ ରହିଛି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, ପୁରୀ ଓ କୋଣାର୍କ । ଏହା ନାଗରିକମାନଙ୍କ ଦୈନନ୍ଦିନ ଗମନାଗମନ…

ଶ୍ରୀ ସମ୍ମେଦ ଶିଖରଜୀ ବିବାଦ: ଝାଡଖଣ୍ଡ ନିଷ୍ପତି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଜୈନ ସମ୍ପ୍ରଦାୟର ଧର୍ମପୀଠ ଶ୍ରୀ ସମ୍ମେଦ ଶିଖରଜୀ ବିବାଦରେ କେନ୍ଦ୍ର ସରକାର ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଝାଡଖଣ୍ଡ ସରକାରଙ୍କ ପର୍ଯ୍ୟଟନସ୍ଥଳର ମାନ୍ୟତା ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ପୂର୍ବରୁ ଝାଡଖଣ୍ଡ ସରକାରଙ୍କ ନିଷ୍ପତିକୁ ବିରୋଧ କରି ଜୈନ…

ମଦୁରା ଫାଇନାନ୍ସ କମ୍ପାନୀର ୮ ଲକ୍ଷ ଠକେଇ ଘଟଣା:ଗିରଫ ହେଲେ ମ୍ୟାନେଜର

ବ୍ରହ୍ମପୁର: ବ୍ରହ୍ମପୁର ସହର ଗାନ୍ଧୀନଗର ୪ର୍ଥ ଲେନରେ ଥିବା ମଦୁରା ମାଇକ୍ରୋଫାଇନାନ୍ସ କମ୍ପାନୀରେ ୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏହାର ମ୍ୟାନେଜର ରଶ୍ମୀତା ବେହେରା(୩୫)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହି ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ରହ୍ମପୁର ଶାଖାର କେନ୍ଦ୍ର…

ଅମିତାଭଙ୍କ ନାତିଙ୍କୁ ଡେଟ କରୁଛନ୍ତି କି ଶାହାରୁଖଙ୍କ ଝିଅ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଝିଅ ସୁହାନା ଓ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା ନନ୍ଦା ପରସ୍ପରକୁ ଡେଟ କରୁଥିବା ଖବାର ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । କେତେକ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ କ୍ରିସମାସ ପାର୍ଟିରେ ସୁହାନଙ୍କୁ ଅଗସ୍ତ୍ୟା ଅନ୍ୟମାନଙ୍କ ସହ ପାର୍ଟନର ଭାବେ ପରିଚିତ…

ହକି ବିଶ୍ୱକପ…ପାଦ ଥାପି ଥାପି ଆସୁଛି: ଭାରତୀୟ ହକି ପ୍ରେମୀଙ୍କ ୪୮ ବର୍ଷର ଅପେକ୍ଷାର ଅନ୍ତ ଘଟିବ

ଭୁବନେଶ୍ୱର: ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଭୁବନେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା ।…

ଠିକା କମ୍ପାନୀର ଗେଷ୍ଟ ହାଉସରେ ଗୁଳିମାଡ଼ ଘଟଣା, ଶ୍ରମିକ ନେତାଙ୍କ ସହ ୩ ଗିରଫ

ପାରାଦୀପ: ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଆସି ଠିକା କମ୍ପାନୀରେ ଗୁଳିମାଡ଼ ଘଟଣା । ବନ୍ଧାହେଲେ ଶ୍ରମିକ ନେତାଙ୍କ ସହ ୩ ଜଣ । ପାରାଦୀପ ଆଦର୍ଶ ଥାନା ପୋଲିସସ ଗେଷ୍ଟ ହାଉସରେ ଗୁଳିମାଡ଼ କରିଥିବା ଖୋର୍ଦ୍ଧା ଜିଲ୍ଲା ନାରାକାରପୁରର ବାପି ପ୍ରଧାନ, କେନ୍ଦୁଝରର ନନ୍ଦିପଡ଼ାର ପ୍ରଭାସ ଚନ୍ଦ୍ର…

ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା, ପୋଲିସ ପିଟି ପିଟି ମାରି ଦେଇଥିବା ପରିବାରର ଅଭିଯୋଗ

ଯାଜପୁର: ହାଜତରେ ଈଶ୍ୱରଙ୍କ ଆତ୍ମହତ୍ୟା । କିଏ କହୁଛି ସତ ? ପରିବାର ଲୋକଙ୍କ ଅଭିଯୋଗ ପୋଲିସ ପିଟି ପିଟି ମାରି ଦେଇଛି । ହେଲେ ପୋଲିସ କହୁଛି ଈଶ୍ୱର ଥାନା ହାଜତରେ ଆତ୍ମହତ୍ୟା କରିଛନ୍ତି । ତାହା ପୁଣି ଇଲେକ୍ଟ୍ରି ତାର ବାନ୍ଧି ହାଜତର ସ୍କାଏ ଲାଇଟରେ । ଈଶ୍ୱରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ…

ଏସିଆ କପ ୨୦୨୩: ଭାରତ-ପାକିସ୍ତାନ ଗୋଟିଏ ଗ୍ରୁପରେ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଗ୍ରୁପ ଷ୍ଟେଜରେ ସୂଚୀ ଜାରୀ କରାଯାଇଛି । ଟି୨୦ ବିଶ୍ୱକପ ପରେ ପୁନର୍ବାର ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଟିମ ପୁନର୍ବାର ସେପ୍ଟମ୍ବରରେ ସାମ୍ନାସାମ୍ନି ହେବେ । ଗତ ଏସିଆକପରେ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଗୋଟିଏ ଲେଖାଁଏ ମ୍ୟାଚରେ ବିଜୟ…

ଡନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଲେ ସ୍ମିଥ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ନିଜ ଦେଶର ମହାନ ଖେଳାଳି ସର ଡାନ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟରେ ସ୍ମିଥ କ୍ୟାରିୟରର ୩୦ତମ ଶତକ ହାସଲ କରିଛନ୍ତି । ଏଥିସହ ସେ ବ୍ରାଡମ୍ୟାନଙ୍କ ୨୯ ଶତକ ରେକର୍ଡକୁ…