Latest Odisha News

BREAKING NEWS

ଭିକ ମାଗି ଚଳୁଥିବା ପିଲା ହଠାତ ହେଲା କୋଟିପତି

ସହରାନପୁର: କରୋନା ମହାମାରୀ ସମୟରେ ମାଆଙ୍କ ମୃତ୍ୟୁ ପରେ ୧୦ ବର୍ଷର ଛୋଟ ପିଲା ଶାହଜେବ ଅସହାୟ ହୋଇ ପଡିଥିଲା । ଭୋକର ଜ୍ୱାଳା ମେଂଟାଇବା ପାଇଁ ସେ ଭିକ ମାଗି ଚଳୁଥିଲା । ସେ କେବେ ବି ଭାବି ନ ଥିବା ଯେ, ହଠାତ ତାର ଭାଗ୍ୟ ବଦଳିଯିବ । କଲିୟରରେ ସେ ଭିକ ମାଗୁଥିବା ବେଳେ ହଠାତ ତାଙ୍କ ଗ୍ରାମର…

କୀଭ ଉପରେ ଆକ୍ରମଣ ନେଇ ରୁଷର ୨ ଲକ୍ଷ ସେନା ପ୍ରସ୍ତୁତ

କୀଭ: ରୁଷ ଓ ୟୁକ୍ରେନ ଯୁଦ୍ଧ ୧୦ ମାସରେ ପଂହଚିଲାଣି । ଏହା କମିବ ପରିବର୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ୟୁରୋପୀୟ ୟୁନିୟର ରିପୋର୍ଟ ଅନୁସାରେ ରୁଷ ପୁନର୍ବାର କୀଭ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ସେଥିପାଇଁ ୨ ଲକ୍ଷ ସେନା ପ୍ରସ୍ତୁତ ରହିଛି । ୨୦୨୩ ଆରମ୍ଭରେ…

ବ୍ୟାନ ସତ୍ତ୍ୱେ ମିଳୁଛି ମଦ, ଗଲାଣି ୫୩ ଜଣଙ୍କ ଜୀବନ

ପାଟଣା: ବିହାରରେ ମଦ ବନ୍ଦ । କିନ୍ତୁ ପ୍ରତିବର୍ଷ ବିଷାକ୍ତ ମଦ ପିଇ ଅନେକ ଜୀବନ ଯାଉଛି । ସାରଣ ଜିଲ୍ଲାର ଛପରାରେ ବିଷାକ୍ତ ମଦ ପାଇଁ ଏବେ ଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ହସ୍ପିଟାଲ୍ ବେଡରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବେହରୌଲି ଗାଁରେ ୧୧ ଜଣଙ୍କ ମୃତ୍ୟୁ ମଦ ପିଇବାରୁ…

୧୯ ବର୍ଷରୁ କମ ଟି୨୦ ବିଶ୍ୱକପ : ଆମେରିକା ଟିମ ଦେଖି ଲୋକେ କହିଲେ, ଏହା ଭାରତ ବି’ ଟିମ

ଡର୍ବାନ: ଦକ୍ଷିଣ ଆଫ୍ରିକାରେ ଆସନ୍ତା ମାସରୁ ଆରମ୍ଭ ହେବ ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟ । ଏ ନେଇ ଆଜି ଆମେରିକାର ଟିମ ଘୋଷଣା କରାଯାଇଥିଲା । ତେବେ ଏହି ଟିମର ଖେଳାଳିମାନଙ୍କ ନାମ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲା । ଅଧିକାଂଶ ଖେଳାଳି ଭାରତୀୟ ବଂଶୋଦ୍ଭବ ହୋଇଥିବାରୁ…

ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ପ୍ରିୟ ବନ୍ଧୁ ତାଲିବାନ, ୧୧ ମୃତ

କରାଚୀ:ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ତାର ପ୍ରିୟ ବନ୍ଧୁ ତାଲିବାନ । ଯାହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ସୀମା ନିକଟରେ ୩/୪ ଦିନ ହେବ ତୀବ୍ର ଉତେଜନା ଲାଗି ରହିଛି । ଏହି ସଂଘର୍ଷରେ ୧୧ ପାକିସ୍ତାନୀ ଓ ଜଣେ ଆଫଗାନୀଙ୍କ ମୃତ୍ୟୁ ଘଟିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ…

ଜାନୁୟାରୀ ୨୬ରେ ରିଲିଜ ହେବ ରାଜକୁମାର ସନ୍ତୋଷୀଙ୍କ ଗାନ୍ଧୀ-ଗଡସେ ଏକ ଯୁଦ୍ଧ ଫିଲ୍ମ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଫିଲ୍ମ ମେକର ରାଜକୁମାର ସନ୍ତୋଷୀ ୯ ବର୍ଷର ବ୍ରେକ ପରେ ତାଙ୍କ ଆଗାମୀ ଫିଲ୍ମ ନେଇ ଆସିଛନ୍ତି । ଗାନ୍ଧୀ-ଗଡସେ ଏକ ଯୁଦ୍ଧ ନାମକ ଏହି ଫିଲ୍ମ ଏବେଠାରୁ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତା ବର୍ଷ ଜାନୁୟାରୀ ୨୬ରେ ଏହା ରିଲିଜ ହେବ । ଭାରତରେ ମହାତ୍ମା ଗାନ୍ଧୀ ଏବଂ…

ରଣଜୀ ଟ୍ରଫି: ବୋଲରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ, ବ୍ୟାକଫୁଟରେ ଓଡିଶା

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବିପକ୍ଷରେ ବରୋନା ଭଲ ସ୍ଥିତିରେ ରହିଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୪୫୭ ରନ ଜବାବରେ ବରୋଦା ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ୫ ୱିକେଟ ହରାଇ ୪୧୬ ରନ ସଂଗ୍ରହ କରି ନେଇଛି । ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ ପାଇଁ ବରୋଦାକୁ ଆଉ ୪୧ ରନ…

ନୂଆବର୍ଷରୁ ଶ୍ରୀମନ୍ଦିରକୁ ମୋବାଇଲ୍ ନେଇ ପାରିବେନି ସେବାୟତ ଓ ଅଧିକାରୀ

ପୁରୀ: ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା । ଅଧିକାରୀ ହୁଅନ୍ତୁ କି ସେବାୟତ ଶ୍ରୀମନ୍ଦିରକୁ ନେବେ ନାହିଁ ସ୍ମାର୍ଟଫୋନ୍ । ବାରମ୍ବାର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ଫଟୋ, ଭିଡିଓ ଭାଇରାଲ୍ ପରେ ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନିଷ୍ପତ୍ତି ହୋଇଛି । ସେବାୟତ ଓ…

ପଳାତକ ନୀରବ ମୋଦିଙ୍କ ଶେଷ ଆବେଦନ ଖାରଜ, ସଫା ହେଲା ଭାରତ ପ୍ରତ୍ୟର୍ପଣ ରାସ୍ତା

ଲଣ୍ଡନ: ମନି ଲଣ୍ଡ୍ରଂ ଅଭିଯୋଗ ଆସିବା ପରେ ନୀରବରେ ଓ ଚୁପଚାପରେ ଭାରତରୁ ଖସି ପଳାଇଥିବା ହୀରା ବ୍ୟବସାୟୀ ଏବେ ସମ୍ପୂର୍ଣ୍ଣଭାବେ ଫସିଲେ । ଗୁରୁବାର ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟ ନୀରବଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଶେଷ ଆବେଦନକୁ ଖାରଜ କରିଦେଇଛନ୍ତି । ନୀରବ ଏବେ ମାନସିକ…

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦ ଛାଡିଲେ ୱିଲିୟମସନ

ହାମିଲଟନ: ପାକିସ୍ତାନ ଗସ୍ତ ପୂର୍ବରୁ କେନ ୱିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଟିମ ସାଉଦିଙ୍କୁ ନୂତନ ଅଧିନାୟକ ଓ ଟମ ଲାଥାମଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ନ୍ୟୁଜିଲାଣ୍ଡ ଟିମ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତରେ…