Latest Odisha News

BREAKING NEWS

ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦ ଛାଡିଲେ ୱିଲିୟମସନ

ହାମିଲଟନ: ପାକିସ୍ତାନ ଗସ୍ତ ପୂର୍ବରୁ କେନ ୱିଲିୟମସନ ନ୍ୟୁଜିଲାଣ୍ଡ ଟେଷ୍ଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ଟିମ ସାଉଦିଙ୍କୁ ନୂତନ ଅଧିନାୟକ ଓ ଟମ ଲାଥାମଙ୍କୁ ଉପ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ନ୍ୟୁଜିଲାଣ୍ଡ ଟିମ ଆସନ୍ତା ସପ୍ତାହରେ ପାକିସ୍ତାନ ଗସ୍ତରେ…

ବ୍ୟାଟିଂ ପରେ ବୋଲିଂରେ ଭାରତୀୟ ଖେଳାଳିଙ୍କ କମାଲ, ଫଲୋଅନ ଏଡାଇବା ପାଇଁ ବାଂଲାଦେଶର ସଂଘର୍ଷ

ଚଟ୍ଟୋଗ୍ରାମ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି । ବାଂଲାଦେଶ ବ୍ୟାଟ୍ସମ୍ୟାନ ଏବେ ଫଲୋଅନ ଏଡାଇବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି । ଭାରତର ପ୍ରଥମ ଇନିଂସ ସ୍କୋର ୪୦୪ ରନ ଜବାବରେ ବାଂଲାଦେଶ ଷ୍ଟମ୍ପ୍ସ ଅପସାରଣ ବେଳକୁ ୮…

ଅନୁବାଦ କବିତା : ଏଇ ଶୀତରେ

ମୂଳ ବଙ୍ଗଳା : ବୁଦ୍ଧଦେବ ବସୁ ମୁଁ ଯଦି ମରିପାରନ୍ତି ଏଇ ଶୀତରେ ଗଛ ଯେମିତି ଶୁଖିଯାଏ ସାପ ଯେମିତି ଗାତରେ ପଶି ରହେ ଏଇ ଦୀର୍ଘ ଶୀତ ସମୟରେ। ଶୀତ ଚାଲିଗଲେ ଗଛ ନୂଆ ହୋଇ ଗଜରେ ଚେରରୁ ଉର୍ଦ୍ଧ୍ଵକୁ ଉଠେ ତରୁଣ ଜୀବନ ରସ ଚିତ୍କଣ ସବୁଜ ଡାଳ ପତ୍ରରେ ଅଜସ୍ର ଉଦ୍ଧତ ଫୁଲର ହସ।…

ଫିଫା ବିଶ୍ୱକପ: ଫ୍ରାନ୍ସଠାରୁ ହାରିବା ପରେ ତାଣ୍ଡବ ରଚିଲେ ମରକ୍କୋ ପ୍ରଶଂସକ

କତାର: ଫିଫା ବିଶ୍ୱକପ ଫାଇନାଲ ଆର୍ଜେଂଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ସେମିଫାଇନାଲରେ ଫ୍ରାନ୍ସ ୨-୦ରେ ମରକ୍କୋକୁ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ପରେ ମରକ୍କୋ ପ୍ରଶଂସକମାନେ ପ୍ୟାରିସ ଓ ବ୍ରୁସେଲ୍ସରେ ହିଂସାକାଣ୍ଡ ରଚିଥିଲେ । ୧୦୦ରୁ ଊଦ୍ଧ୍ୱ ପ୍ରଶଂସକ ପୋଲିସ ଉପରକୁ…

ପଡ଼ି ମଣ୍ଡୁକ ଅହି କବଳେ

ଆମ ଗାଁ ପାଖ ଗାନୁଆ ମୋ ଧୂଳିଖେଳ ବେଳର ଚାହାଳି ସାଙ୍ଗ । ଗଲା ତିନି ବର୍ଷ ହେଲା କରୋନା ମହାମାରୀ ପାଇଁ, ଦିଲ୍ଲୀରେ ରହୁଥିବା ଗାନୁଆର ପୁଅ -ବୋହୂ ଗାଁକୁ ଆସିପାରିନଥିଲେ । ଗାନୁଆ ବି ଆଗରୁ କେବେ ଟ୍ରେନରେ ବସି ବାହାର ରାଇଜକୁ ଯାଇନଥିବାରୁ ମତେ ତା'ସାଥୀରେ ଦିଲ୍ଲୀ ଯିବାକୁ ଡାକିବାରୁ ମୁଁ…

ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ:ଅଫିସିଆଲ ସିଲେକସନ ପାଇଁ ଶର୍ଟଲିଷ୍ଟ ହେଲା ଦି କଶ୍ମୀର ଫାଇଲ୍ସ

ମୁମ୍ବାଇ: ବିବେକ ଅଗ୍ନିହୋତ୍ରୀଙ୍କ ଦି କଶ୍ମୀର ଫାଇଲ୍ସ ଫିଲ୍ମ ପୁଣି ଚର୍ଚ୍ଚାରେ । ବ୍ୟବସାୟିକ ସଫଳତା ପରେ ଏବେ ଏହି ଫିଲ୍ମ ସମ୍ମାନଜନକ ସୁଇଜରଲାଣ୍ଡ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ ସିଲେକ୍ସନ ଶର୍ଟଲିଷ୍ଟରେ ସ୍ଥାନ ପାଇଛିି । ୧୯୯୦ ଦଶକରେ କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କ…

ପାଠପଢ଼ା ସମୟରେ ଝାଡ଼ୁ କରୁଛନ୍ତି ସ୍କୁଲ୍ ପିଲା

ଚଣ୍ଡିଖୋଲ: ୟୁନିଫର୍ମ ପିନ୍ଧି ଝାଡ଼ୁ ମାରୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସର ସହ ରାସ୍ତା କଡ଼ ସଫା କରୁଛନ୍ତି କୁନି କୁନି ପିଲା । ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଝରକୂଳ ସରକାରୀ ଉର୍ଦ୍ଦୁ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ପିଲାମାନେ ଝାଡ଼ୁ କରିବାକୁ ନେଇ…

ଜମି କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଲାଞ୍ଚ, ଧରା ପଡ଼ିଲେ ତହସିଲଦାର

ଖୋର୍ଦ୍ଧା: ଲାଞ୍ଚ ନେଇ ଧରା ପଡ଼ିଲେ ତହସିଲଦାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲଦାର ତଥା ସବ ରେଜିଷ୍ଟ୍ରାର ପୃଥ୍ୱୀରାଜ ମଣ୍ଡଳ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜମି ପଟ୍ଟାର କିସମ ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି । ଭିଜିଲାନ୍ସ…

ବିଜେପି ନେତା ଶୁଭେନ୍ଦୁଙ୍କ କମ୍ବଳ ବଂଟା କାର୍ଯ୍ୟକ୍ରମରେ ଦଳାଚକଟା, ୩ ମୃତ

କୋଲକାତା: ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯୋଗ ଦେଇଥିବା ଏକ କାର୍ଯ୍ୟକ୍ରମରେ ଅଘଟଣ ଘଟିଛି । ବିଜେପି ନେତା ଶୁଭେନ୍ଦୁ ଆସନସୋଲରେ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାତ୍ର ଅତ୍ୟଧିକ ଭୀଡ ହେବା ଯୋଗୁ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ଏଥିରେ ୩ଜଣଙ୍କ…

ଜୋନାଲ ମିଟରେ ଓଡିଶାର ବୀରେନ୍ଦ୍ରଙ୍କୁ ରୌପ୍ୟ, ଜାତୀୟ ପ୍ରତିଯୋଗିତା ପାଇଁ ହାସଲ କଲେ ଯୋଗ୍ୟତା

ଇନ୍ଦୋର: ଓଡିଶାରେ କ୍ରୀଡାର ବିକାଶ ଘଟିବାରେ ଲାଗିଛି । ରାଜ୍ୟର ପ୍ରଥମ ପାରା ଶୁଟର ବୀରେନ୍ଦ୍ର ବଳିୟାରସିଂ ଇନ୍ଦୋରରେ ଅନୁଷ୍ଠିତ ତୃତୀୟ ଜୋନାଲ ପାରା ଶୁଟିଂ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ଷ୍ଟାଣ୍ଡିଂ ଏସଏଚ-୧ ପୁରୁଷ ୧୦ ମିଟର ଇଭେଂଟରେ ରୌପ୍ୟ ପଦକ ଜିତିଛନ୍ତି ।…