Latest Odisha News

BREAKING NEWS

ଅନଲାଇନରେ ଭାରତୀୟଙ୍କ ଆଧାର, ପାନ କାର୍ଡ ତଥ୍ୟ ବିକୁଛନ୍ତି ପାକିସ୍ତାନୀ ହ୍ୟାକର୍ସ

ନୂଆଦିଲ୍ଲୀ: ତଥ୍ୟ ଲିକକୁ ନେଇ ବଡ଼ ଖବର ଆସିଛି । ଏଥରକ ହଜାର ହଜାର ଭାରତୀୟ ଆଧାର କାର୍ଡ ସହ ପାନ କାର୍ଡ ତଥ୍ୟ ଲିକ୍ ହୋଇଛି । ଆଉ ଏ ଡାଟା ଲାଗିଛି ପାକିସ୍ତାନୀ ହ୍ୟାକରଙ୍କ ହାତରେ । ପ୍ରାୟ ୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କ ପାନ ସହ ଆଧାର କାର୍ଡ ସହ ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ…

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ପାଇଁ ପ୍ରସ୍ତୁତ ରୁହ’ ଭାଇରାଲ୍ ହେଉଛି କଂଗ୍ରେସ ନେତାଙ୍କ ଭିଡିଓ

ଭୋପାଳ: କ୍ଷମତା ନିଶାରେ କଂଗ୍ରେସ ନେତା କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାଁନ୍ତି । ଏବେ ଏକ ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ପୂର୍ବତନ ମନ୍ତ୍ରୀ ରାଜା ପଟେରିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କଥା କହୁଛନ୍ତି । ଭିଡିଓ ଭାଇରାଲ୍ ପରେ ପଟେରିଆ ମନ୍ତବ୍ୟ ବଦଳାଇଥିବା ବେଳେ ବିବାଦ…

୩୪ ବର୍ଷ ପରେ ଧରା ପଡିଲା ବିମାନ ବିସ୍ଫୋରଣକାରୀ ଆତଙ୍କବାଦୀ

ଲଣ୍ଡନ: ୩୪ ବର୍ଷ ପରେ ଧରାପଡିଲା ଲଣ୍ଡନ-ନ୍ୟୁୟର୍କ ପ୍ୟାନ ଏମ-୧୦୩ ବିମାନରେ ବିସ୍ଫୋରଣ କରାଇଥିବା କୁଖ୍ୟାତ ଆତଙ୍କବାଦୀ ଅବୁ ଅଗଲୋ ମସୁଦ ଖୈର ଅଲ ମରିମୀ । ଲିବ୍ୟାର ଏହି ଆତଙ୍କବାଦୀ ଲକରବୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୂଖ୍ୟ ଅଭିଯୁକ୍ତ ଥିଲା । ଦୀର୍ଘ ଦିନ ଖୋଜିବା ସତ୍ୱେ ପୋଲିସ…

ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଧରିଲେ ପତ୍ନୀ, ତା’ପରେ…

ନୂଆଦିଲ୍ଲୀ: ସ୍ୱାମୀଙ୍କ ପରିକୀୟ ପ୍ରୀତି ପାଇଁ ଚାଲିଗଲା ସ୍ତ୍ରୀର ଜୀବନ । ଏମିତି ଏକ ଘଟଣା ଘଟିଛି ଥାଇଲାଣ୍ଡରେ । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ୩ ଜଣ ମହିଳାଙ୍କ ସହ ବେଡରୁମରେ ଦେଖିବା ପରେ ଫେସବୁକରେ ଭିଡିଓ ଲାଇଭ୍ କରି ଦେଇଥିଲେ । ଯାହାପରେ ତାଙ୍କ ସ୍ୱାମୀ ମହିଳାଙ୍କୁ ଚାପୁଡ଼ା…

୧୦ ବର୍ଷ ପରେ ନିଖୋଜ ରହସ୍ୟ ଉପରୁ ଉଠିଲା ପରଦା, ମିଳିଲା କଙ୍କାଳ

ଢେଙ୍କାନାଳ: ନିଖୋଜର ୧୦ ବର୍ଷ ପରେ ମିଳିଛି ନରକଙ୍କାଳ । ଢେଙ୍କାନାଳ ଜିଲ୍ଲା ସୁନ୍ଦରୀଖଳା ଅଞ୍ଚଳରୁ ନିଖୋଜଙ୍କ ନରକଙ୍କାଳ ଠାବ ହୋଇଛି । ମାମଲାରେ ଢେଙ୍କନାଳ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏଥିସହ ନିଖୋଜ ଘଟଣା ଉପରୁ ୧୦ ବର୍ଷ ପରେ ପରଦା ହଟିଛି । ମୃତକ ଢେଙ୍କନାଳ ଥାନା ଅନ୍ତର୍ଗତ…

ପୁରୀରୁ ଶୁଭାରମ୍ଭ ହେଲା ଟୁର ଡି କଳିଙ୍ଗର ସାଇକେଲ ଯାତ୍ରା

ପୁରୀ: ସ୍ଥାନୀୟ ବ୍ଲୁ ଫ୍ଲାଗ ବିଚରୁ ଆରମ୍ଭ ହୋଇଛି ଟୁର ଡି କଳିଙ୍ଗ ସାଇକେଲ ଟିମର ଚତୁର୍ଥ ସଂସ୍କରଣର ଯାତ୍ରା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହାର ଶୁଭାରମ୍ଭ କରିଥିଲେ । ଚଳିତ ମାସ ୧୧ରୁ ଟୁର ଡି କଳିଙ୍ଗ ଟିମ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସିଥିଲେ । ଏଠାରେ ଜିଲ୍ଲା…

ସଂଗ୍ରାମ ମିଶ୍ରଙ୍କ କବିତା ସଙ୍କଳନ ‘ପ୍ରତିଫଳନ’ ସଂସ୍କୃତି ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ଅପୂର୍ବା ପ୍ରକାଶନୀ ପକ୍ଷରୁ ବିଶିଷ୍ଟ କବି ସଂଗ୍ରାମ ମିଶ୍ରଙ୍କ କବିତା ପୁସ୍ତକ “ପ୍ରତିଫଳନ” ୪ର୍ଥ ଓଡ଼ିଶା ରାଜଧାନୀ ପୁସ୍ତକ ମହୋତ୍ସବ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। କବି…

ବୈପାରୀଗୁଡାରେ ବ୍ୟାପିଲା ଝାଡ଼ାବାନ୍ତି, ଗୋଟିଏ ପରିବାରରେ ୬ ଜଣ ଆକ୍ରାନ୍ତ

କୋରାପୁଟ : ବୈପାରୀଗୁଡାରେ ଦଶମନ୍ତପୁର ପଞ୍ଚାୟତ ପଟରଗୁଡା ଗ୍ରାମରେ ଝାଡାବାନ୍ତି ଆତଙ୍କ  । ଗୋଟିଏ ପରିବାରର ୬ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି  । ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଙ୍କ ସମତେ ଚାରି ଜଣ ଆକ୍ରାନ୍ତ ହୋଇଥିବା ବେଳେ ଚାରି ବର୍ଷର ଶିଶୁ ପୁତ୍ର ଗୁରୁତର ଥିବା ଜଣାପଡିଛି…

ଅନୁବାଦ ଗଳ୍ପ : ବ୍ୟଥାର ସାରେଗାମା

ମୂଳ ହିନ୍ଦୀ : ଅମୃତ ରାୟ ଗଭୀର ଅନ୍ଧାର...ନୀରବ ନିସ୍ତବ୍ଧ ! କେବଳ ଦୂରରୁ କିଛି କୁକୁର ଓ ବିଲୁଆଙ୍କ ଭୁକିବାର ଶବ୍ଦ । ମନୁଷ୍ୟର ସ୍ଵର ତ ଗୀତର ଗୋଟେ ଅଧେ ପଦ ପରି, କେବେକେବେ କାନରେ ପଡିଯାଏ କୌଣସି ରିକ୍ସାବାଲାର କେଉଁ ଏକ ରୋମାଣ୍ଟିକ ଫିଲ୍ମିଗୀତର ଏକ ଧାଡି...ନହେଲେ ପୁରା ଶୂନଶାନ୍ ।…

ବୈଜ୍ଞାନିକମାନେ ଖୋଜି ବାହାର କଲେ ସବୁଠାରୁ ଭୟଙ୍କର ଓ ମୂଲ୍ୟବାନ ଗ୍ରହ

ୱାଶିଂଟନ:ବୈଜ୍ଞାନିକମାନେ ମହାକାଶରେ ଏକ ଭୟଙ୍କର ଗ୍ରହ ଖୋଜି ବାହାର କରିଛନ୍ତି । ପୃଥିବୀ ସମକକ୍ଷ ଆକାରର ଏହି ଗ୍ରହର ଉତାପ ଆବଶ୍ୟକତାଠାରୁ ବହୁତ ଅଧିକ । ବୈଜ୍ଞାନିକମାନେ ଏହାର ନାମ ଜନଶନ ଦେଇଛନ୍ତି । ଆମ ସୌରଜଗତ ବାହାରେ ଥିବା ଏହି ଗ୍ରହର ଉତାପ ୨୦୦୦ ଡିଗ୍ରୀ ସେଲସିୟସ । ସେଠାରେ ପାଦ…