Latest Odisha News

BREAKING NEWS

ଡାକ୍ତର ପ୍ରତାପ ଚନ୍ଦ୍ର ରଥ କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ

ଭୁବନେଶ୍ୱର: କାର୍ଡିଓଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ଡାକ୍ତର ପ୍ରତାପ ଚନ୍ଦ୍ର ରଥ । ଚେନ୍ନାଇରେ ଅନୁଷ୍ଠିତ ବାର୍ଷିକ ବୈଠକରେ ଡକ୍ଟର ପି ସି ରଥ ୨୦୨୩-୨୪ ବର୍ଷ ପାଇଁ ସମ୍ମାନଜନକ କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଭାବରେ ନିର୍ବାଚିତ…

ସାଇ ଇଣ୍ଟରନ୍ୟାସନାଲ ପକ୍ଷରୁ ୩୦ ହଜାରରୁ ଅଧିକ ଲୋକଙ୍କ ଉପସ୍ଥିତିରେ UNWIND-୨୦୨୨ କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାଇ ଇଣ୍ଟନ୍ୟାସନାଲ ପକ୍ଷରୁ ଅନୱିଣ୍ଡ (UNWIND) କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ୩୦ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମକୁ ମେଣ୍ଟରଙ୍କ ସହାୟତାରେ ପରିଚାଳନା କରିଥିଲେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ ।…

ଆୟର୍ଲାଣ୍ଡ ପକ୍ଷରୁ ଖେଳିବେ କି ସଞ୍ଜୁ ସାମସନ ?

ନୂଆଦିଲ୍ଲୀ: ଭାରତର ଯୁବ କ୍ରିକେଟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା କମିବାର ନାମ ଧରୁନି । ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇ ପାରୁ ନ ଥିବାରୁ ପ୍ରଶଂସକମାନେ ବୋର୍ଡ ଉପରେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରି ଆସିଛନ୍ତି । କେରଳରୁ ସଞ୍ଜୁ ୨୦୧୫ରେ ଭାରତ…

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ରୋହିତ, ଅଧିନାୟକ ହେବେ ରାହୁଲ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ବାଦ ପଡିଛନ୍ତି ନିୟମିତ ଅଧିନାୟକ ରୋହିତ ଶର୍ମା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ…

ଗଞ୍ଜାମ ଜିଲା କ୍ରିକେଟ ସଂଘର ସଭାପତି ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ

ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ,…

ମେସିଙ୍କ ସମର୍ଥନ ପାଇଁ କତାର ପଂହଚିଲେ ୯୦୦୦ରୁ ଅଧିକ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବଡ ଟିମ ମଧ୍ୟରେ ବ୍ରାଜିଲ ଏବଂ ପର୍ତୁଗାଲ ବିଦା ହେବା ପରେ ଆର୍ଜେଂଟିନା ଓ ଲିଓନେଲ ମେସିଙ୍କ ଉପରେ ଏବେ ସମସ୍ତଙ୍କ ନଜର । ରିପୋର୍ଟ ମୁତାବକ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ମେସିଙ୍କ ସମର୍ଥନ ପାଇଁ ଭାରତର ୯୦୦୦ରୁ…

ଘରୋଇ ବିଦ୍ୟାଳୟରେ ଚାଲିଥିଲା ନକଲି ମଦ କାରଖାନା

ରାଉରକେଲା: ବିଦ୍ୟାଳୟ ଭିତରେ ଚାଲିଥିଲା ନିଶା କାରବାର । ଜହରରେ ହେଉଥିଲା ଅପମିଶ୍ରଣ । ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ହେଉଥିଲା ବାହାରେ ବିକ୍ରି । ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଫୁଲଝର ଅଞ୍ଚଳର ଏକ ଘରୋଇ ସ୍କୁଲରେ ବେଧଡ଼କ ଭାବେ ନକଲି ମଦ କାରଖାନା ଚାଲିଥିଲା ।…

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଟୋରେ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଗଞ୍ଜେଇ ଚାଲାଣ ମାମଲା ଥମିବାର ନାଁ ନେଉନି । କେତେବେଳେ କାର ତ ଆଉ କେବେ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଛି । ଆଜି ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଧରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ପାରଳାଖେମୁଣ୍ଡି ଅବକାରୀ ବିଭାଗର ସ୍କ୍ୱାଡ୍ ପାଟ୍ରୋଲିଂ ବେଳେ…

ବାପା ହେଲେ କ୍ରିକେଟର ମୟଙ୍କ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କ ଘରେ ଖୁସିର ବାତାବରଣ ଖେଳିଯାଇଛି । ମୟଙ୍କଙ୍କ ପତ୍ନୀ ଆଶିତା ସୁଦ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଉଭୟ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିବା ପରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ସେମାନେ ଏବେଠାରୁ ପୁଅର ନାମ…

ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆର ସର୍ବବୃହତ ବିଜୟ

ମେଲବୋର୍ଣ୍ଣ: ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ୪୧୯ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜରେ କ୍ଲିନ ସୁଇପ କରିଛି । ରନ ଦୃଷ୍ଟିକୋଣରୁ ଟେଷ୍ଟରେ ୱେଷ୍ଟଇଣ୍ଡିଜର ଏହା ସର୍ବବୃହତ ପରାଜୟ । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୯୬୯ରେ ୩୮୨ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ…