Latest Odisha News

BREAKING NEWS

ଦିଲ୍ଲୀରେ ୨ କଂଗ୍ରେସ କାଉନସିଲର ଯୋଗ ଦେଲେ ଆପରେ

ନୂଆଦିଲ୍ଲର: କଂଗ୍ରେସର ସମସ୍ୟା କମିବାରେ ନାଁ ଧରୁନି । ଦିଲ୍ଲୀ ଏମସିଡିରେ ଖରାପ ପ୍ରଦର୍ଶନ କରିବା ପରେ ଶୁକ୍ରବାର ଦଳକୁ ଆଉ ଏକ ଝଟକା ଲାଗିଛି । କଂଗ୍ରେସର ୨ ଜଣ କାଉନସିଲର ଦଳ ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ମୁସ୍ତଫାବାଦର ସବିଲା ବେଗମ ଓ ବ୍ରିଜପୁରୀର ନାଜିଆ ଖାତୁନ ନିର୍ବାଚନ…

୪୦ ଫୁଟ୍ ଗଭୀର ବୋରୱେଲରେ ୬୮ ଘଣ୍ଟା ହେଲାଣି ଫସିଛି ତନ୍ମୟ

ଭୋପାଳ: ୪୦ ଫୁଟ୍ ଗଭୀର ତଳେ ବିତିଲାଣି ୬୮ ଘଣ୍ଟା । ତଥାପି ହାର ମାନିନି ୮ ବର୍ଷର ତନ୍ମୟ । ୪୫ ଫୁଟର ବୋରୱେଲରୁ ତନ୍ମୟକୁ ଉଦ୍ଧାର ଲାଗି ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ମଧ୍ୟପ୍ରଦେଶ ବେତୁଲ ଜିଲ୍ଲା ମାଣ୍ଡବି ଗାଁର ଏକ ବୋରୱେଲରେ ୬ ତାରିଖରେ ଖସି ପଡ଼ିଥିଲା ତନ୍ମୟ । ଖେଳୁ ଖେଳୁ…

ଆମେରିକାରୁ ମିଳିଲା ତାମିଲନାଡୁରୁ ଚୋରୀ ହୋଇଥିବା କୃଷ୍ଣଙ୍କ ମୂର୍ତ୍ତି

ମାଡ୍ରାସ: ତାମିଲନାଡୁର ରାମେଶ୍ୱରମ କେ ଶ୍ରୀ ଏକନାଥ ରାମସ୍ୱାମୀ ମନ୍ଦିରରୁ ଚୋରୀ ହୋଇଥିବା କୃଷ୍ଣ ଭଗବାନଙ୍କ ମୂର୍ତି ଆମେରିକାର ଏକ ମ୍ୟୁଜିୟମରୁ ଉଦ୍ଧାର କରାଯାଇଛି । ୧୯୬୬ରେ ଏହି ଚୋରୀ ହୋଇଥିଲା । ନୃତ୍ୟ କରୁଥିବା କୃଷ୍ଣ ଭଗବାନଙ୍କ ଏହି ମୂର୍ତି ଚୋଳ ବଂଶ ରାଜୁତିର ବୋଲି ଅନୁମାନ…

ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାର ସମାଧାନ ପ୍ରଦାନ କରିବ TPSODLର ‘ସମ୍ପର୍କ କେନ୍ଦ୍ର’

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଣ୍ଟରକୁ 'ସମ୍ପର୍କ' କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର…

ପ୍ରେମରେ ପଡିଲେ କି ଭାଇଜାନ

ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ପ୍ରେମରେ ପଡିଛନ୍ତି । ଏବେ ସେ କିସି କେ ଭାଇ କିସି କେ ଜାନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଶୁଟିଂ ସେଟରୁ ତାଙ୍କ ଠାରୁ ୨୪ ବର୍ଷ କମ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉମୈର ସାନ୍ଧୁ ଏହି ଖୁଲାସା…

ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ

ଶ୍ୱେତପଦ୍ମା ପାଢ଼ୀଙ୍କ ରନ୍ଧାବଢ଼ାରୁ ‘ଚିଲ୍ଲୀ ସୁଇଟ୍ ବେବି କର୍ଣ୍ଣ’  ବେବି କର୍ଣ୍ଣ ବା ପରିବା ମକା ସାଧାରଣତଃ ଶୀତ ଦିନେ ଚାଷ କରାଯାଇଥାଏ । ୟାକୁ ଆପଣ ସିଝେଇ କିମ୍ବା ମସରୁମ୍ ସହ ମିଶେଇ ତରକାରୀ କିମ୍ବା ଫ୍ରାଏ କରି ବିଭିନ୍ନ ରକମର ପ୍ରସ୍ତୁତ କରି ପାରିବେ । ଏହା ଏକ ନିରାମିଷ…

କବିତା : ଦୀପ

ଗଦାଧର ସାହୁ ଦୀପ ଜଳୁଥାଏ କେବେ ଘରେ କେବେ ମନ୍ଦିରରେ କେବେ ସଞବେଳେ ତୁଳସୀ ଚଉରା ମୂଳେ ମିଞ୍ଜି ମିଞ୍ଜି ଜଳୁଥାଏ ଧର୍ମ ମାସ ମହାକାର୍ତ୍ତିକ ଆକାଶ ଦୀପରେ । କିଏ ଜାଳୁଥାଏ ଆନ୍ଧାର ଦୂରେଇବାକୁ, କିଏ ମଙ୍ଗଳ ମନାସିବାକୁ କିଏ ଉତ୍ସବ ମନାଇବାକୁ ଆଉ କିଏ ପିତୃପୁରୁଷଙ୍କ ଅମୃତ…

ଆର ପାରିରେ ବାଦ୍ୟଗୁରୁ ଉମେଶ କର, ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପନ୍ନ

ପୁରୀ: ସଙ୍ଗୀତ ଦୁନିଆର ଲୋକପ୍ରିୟ ବାଦ୍ୟଗୁରୁ ପ୍ରଫେସର ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଦୋଳମଣ୍ଡପ ସାହିରେ ବାଦ୍ୟଗୁରୁ କ୍ଷେତ୍ରମୋହନ କରଙ୍କ ପୁତ୍ର ତଥା ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଭାଇ ସ୍ୱର୍ଗତଃ ଉମେଶ କରଙ୍କୁ ଶେଷ…

ଶ୍ରୀକ୍ଷେତ୍ରରେ ଶ୍ରୀ-ଉତ୍ସବ ପାଳିତ

ପୁରୀ: ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ପୁରୀରେ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଲକ୍ଷ୍ମୀ ପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ଶ୍ରୀ ଗୌର ଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ମହିଳାମାନେ…

ଆରଟିଓଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଂଚିଗଲା ୬ଜଣଙ୍କ ଜୀବନ

ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ…