ନିଶା ଟେଷ୍ଟରେ ଫେଲ: ମନ୍ଦିର ହେଲା ପୂଜକ ଶୂନ୍ୟ
ବ୍ୟାଙ୍କକ: ଥାଇଲାଣ୍ଡରେ ନିଶାର କରାଳ ରୂପ ସବୁଆଡେ ବ୍ୟାପି ଗଲାଣି । ଏହାକୁ ରୋକିବା ପାଇଁ ସ୍ଥାନୀୟ ସରକାର ଯେତେ ଉଦ୍ୟମ କଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି । ପରିସ୍ଥିତି ଏପରି ହୋଇଯାଇଛି ଯେ, ନିଶାଠାରୁ ଦୂରେଇ ରହୁଥିବା ବୌଦ୍ଧ ଭିକ୍ଷୁ ଏବଂ ସନ୍ଥମାନେ ମଧ୍ୟ ଏହା କବଳରେ ପଡି ଯାଇଛନ୍ତି ।…