Latest Odisha News

BREAKING NEWS

୨୦୨୩ରେ କଶ୍ମୀରରେ ହେବ G-20 ବୖଠକ

ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା  କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ   ଭାରତ  G-20ର ଅଧ୍ୟକ୍ଷ ହେବ । ଏହି ପରିପ୍ରେକ୍ଷୀରେ ଦେଶର ୫୫ଟି ଭିନ୍ନ ଭିନ୍ନ ସ୍ଥାନରେ ସଂଗଠନର ୨୦୦ରୁ ଅଧିକ ବୖଠକ ଆୟୋଜନ କରିବ । …

ବେଆଇନ ଭାବେ ଜଙ୍ଗଲ ଜମି ଅକ୍ତିଆର, ବିରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର : ରେକୁଳା ଗ୍ରାମବାସୀ ପକ୍ଷରୁ ଖେମକା କମ୍ପାନୀକୁ ବିରୋଧ । ଜଙ୍ଗଲ ଜମିକୁ ନେଇ କାମାକ୍ଷାନଗର ମହୁଲପାଳ ସ୍ଥିତ ରେକୁଳା ଗାଁରେ ଦେଖାଦେଇଛି ଅସନ୍ତୋଷ । ବେଆଇନ ଜଙ୍ଗଲ ଜମି ଅକ୍ତିଆର , ଜଙ୍ଗଲ ନଷ୍ଟ ସହିତ ଜଙ୍ଗଲରୁ ମାଟି ନେଇ ପୋଖରୀ ଖୋଳିବା ଅଭିଯୋଗରେ ଖେମକା ରିଫାକ୍ଟୋରି…

ମୋବାଇଲରୁ ଡିଲିଟ ଫଟୋ, ଭିଡିଓ ପାଇବେ କେମିତି ? ଜାଣନ୍ତୁ ସହଜ ଉପାୟ

ଆଜିକାଲି ସ୍ମାର୍ଟ ଫୋନର ବ୍ୟବହାର ଖୁବ ବଢିଗଲାଣି । ୟୁଜର୍ସ ଅତି ଜରୁରୀ ଫାଇଲକୁ ବି ନିଜ ସ୍ମାର୍ଟ ଫୋନରେ ଷ୍ଟୋର କରି ରଖିବା ଅଭ୍ୟାସରେ ପକାଇ ଦେଲେଣି । ତେବେ ସମସ୍ୟା ହେଉଛି, ଯଦି କେବେ ଫୋନ ଖରାପ ହୋଇ ଯାଏ ବା ହଜିଯାଏ ତେବେ କ’ଣ ହେବ ? ଷ୍ଟୋର ହୋଇଥିବା ଫାଇଲ ଏବଂ ଫଟୋ ମିଳିବ ତ…

ଭିଜିଲାନ୍ସ ଜାଲରେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ

ଯାଜପୁର : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଧରାପଡ଼ିଲେ ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା ପ୍ରାପ୍ୟ ପାସ କରାଇବା ଲାଗି କିରାଣୀଙ୍କ ମାଧ୍ୟମରେ  ନେଉଥିଲେ ୩୦ହଜାର ଟଙ୍କା  । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ…

ଆତଙ୍କ ଖେଳାଇଲା ମହୁମାଛି ; ଚାଲିଗଲା ନାବାଳକର ଜୀବନ

ବଲାଙ୍ଗିର : ରଜାମରା ଗାଁରେ ମହୁମାଛି ଆତଙ୍କ ।  ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ ନାବାଳକର ଜୀବନ । ଏକମାତ୍ର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ମା  । ମୃତ ନାବାଳକ ଜଣକ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ୧୩ ବର୍ଷୀୟ ଏକମାତ୍ର ପୁଅ ଗୌରୀଶଙ୍କର ରଣା । ସୂଚନା ଅନୁଯାୟୀ ଗତକାଲି…

ଭାରତୀୟ ଏୟାରପୋର୍ଟରୁ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ

ଡେରାଡୁନ: ଭାରତରେ ଗିରଫ ହେଲେ ପୂର୍ବତନ ରୁଷ ମନ୍ତ୍ରୀ । ଡେରାଡୁନ ଏୟାର ପୋର୍ଟରୁ ଦିନ ତାଙ୍କୁ ଗିରଫ କରାଯାଇଛି । ରୁଷ ମନ୍ତ୍ରୀ ବିକ୍ଟର ସେମେନୋବ ରବିବାର ସନ୍ଧ୍ୟାରେ ଯଥେଷ୍ଟ ପ୍ରମାଣ ପତ୍ର ନ ଦେଇ ଏକ ସାଟେଲାଇଟ ଫୋନ ନେଇ ଏୟାରପୋର୍ଟ ଯାଇଥିବାରୁ  ତାଙ୍କୁ ଗିରଫ କରାଯାଇଛି । ଅନୁମତି…

ପୁସ୍ତକ ପରିଚୟ : କବିତା ଭଳି ଶବ୍ଦ ମେଘରେ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  କବିତା ଭଳି ଶବ୍ଦ ମେଘରେ କବି :ଶ୍ରୀ ମାନସ ରଞନ ମହାପାତ୍ର ପ୍ରକାଶକ : ଦକ୍ଷ ବୁକ୍ସ ପ୍ରଥମ ପ୍ରକାଶ : ୨୦୨୧ ପୃଷ୍ଠା ସଂଖ୍ୟା : ୧୨୪ ମୂଲ୍ୟ : ୧୪୦ ଟଙ୍କା ମାତ୍ର ବରିଷ୍ଠ କବି ତଥା ନେସନାଲ ବୁକ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆର ପୂର୍ବତନ ଓଡ଼ିଆ…

ମଶା କାମୁଡିବାରୁ ୩୦ ଅସ୍ତ୍ରୋପଚାର, କୋମାରେ ରୋଗୀ

ମଶା କାମୁଡ଼ିବା ଦ୍ବାରା ଡେଙ୍ଗୁ, ମେଲେରିଆ ପରି ରୋଗ ହୋଇଥାଏ  । ହେଲେ  ମଶା କାମୁଡ଼ିବାରୁ  ୩୦ ଅପେରସନ ! ବିଶ୍ୱାସ ତ ହୁଏନି  । କିନ୍ତୁ କଥାଟା ସତ । ୩୦ ଅପରେଶନ ପରେ ବି ରୋଗୀ ଭଲ ହେଲେନି । ଶେଷରେ ପଡ଼ିଗଲେ  କୋମାରେ । ଘଟଣା ଘଟିଛି ଜର୍ମାନୀର ରୋଡରମାର୍କ ଅଞ୍ଚଳରେ । ଘଟଣାଟି…

‘ଅର୍ଚ୍ଚନା ଭଡ଼ା ନ ଦେଇ ବ୍ଲାକମେଲ କରୁଥିଲା’

ଭୁବନେଶ୍ୱର:  ଅର୍ଚ୍ଚନା ନାଗ ମାମଲାର ନୂଆ ଟ୍ୱିଷ୍ଟ । ଅର୍ଚ୍ଚନାଙ୍କୁ ନେଇ ନୂଆ ତଥ୍ୟ  ସାମ୍ନାକୁ ଅଣିଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଇଡି ଜେରା କରିବ ପୂର୍ବରୁ ଆଣିଛନ୍ତି ସାଂଘାତିକ ଅଭିଯୋଗ । ପ୍ରମୋଦ କହିଛନ୍ତି,  ଅର୍ଚ୍ଚନା ନାଗ ତାଙ୍କ ଘରେ ଭଡ଼ାରେ ରହୁଥିଲେ ।  ସେ…