Latest Odisha News

BREAKING NEWS

ଶିଳ୍ପସଂସ୍ଥାରେ ଚାକିରି ଦାବି କରି ମନ୍ତ୍ରୀଙ୍କ ବାସଭବନ ଘେରିଲା ୟୁଥ୍ ଫର ଆକ୍ସନ୍

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପସଂସ୍ଥାରେ ନିଯୁକ୍ତି ଦାବି କରି ଆଜି ୟୁଥ୍ ଫର୍ ଆକ୍ସନ ପକ୍ଷରୁ ପ୍ରତିବାଦ କରାଯାଇଛି । ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ ୟୁଥ୍ ଫର ଆକ୍ସନ୍ ସଦସ୍ୟଙ୍କ ସହ ପୋଲିସ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି ।…

ବିମାନରେ ଯାତ୍ରା କରୁଥିଲେ କୁକୁର, ଲାଣ୍ଡିଂ ସମୟରେ ଘଟିଲା ଦୁର୍ଘଟଣା

ବିମାନରେ ଯାଉଥିଲେ କୁକୁର । ଗୋଟିଏ ବା ୨ଟି ନୁହେଁ, ୫୩ କୁକୁର କରୁଥିଲେ ବିମାନଯାତ୍ରା । କୁକୁରଙ୍କ ସହ ୩ ଜଣ ଯାତ୍ରୀ ମଧ୍ୟ ଥିଲେ । ହେଲେ ଲାଣ୍ଡ କରୁ କରୁ ବିମାନ କ୍ରାଶ ହୋଇଗଲା । ଲାଣ୍ଡ କରିବା ସମୟରେ ନିକଟରେ ଥିବା ଗଛକୁ ଧକା ଦେଇ କିଛି ଦୂରକୁ ଘୋଷାଡି ହୋଇ ଯାଇଥିଲା ।  ତେବେ…

ପୁରୀରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ପୁରୀ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଆଜି ସଦଭାବନା ସଭାଗୃହ ପରିସରରେ ପାଳିତ ହୋଇଯାଇଛି । ରାଷ୍ଟ୍ର ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁୂ ଗଣମାଧ୍ୟମ ସମାଜ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ସେ ନେଇ ଆଲୋକପାତ…

ବିଳମ୍ବିତ ରାତିରେ ମନ୍ଦିରରୁ ମୂର୍ତ୍ତି ଚୋରି

ପୁରୀ : ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ଐତିହ୍ୟ ମୂର୍ତ୍ତି ଚୋରି  । ଗଡ଼ମୃଗସିରା ପଞ୍ଚାୟତ ଅଳପୁର ଗାଁର ନାରାୟଣ ଦେବ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଯାଇଛି  । ଲଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବା ଦେଵୀଙ୍କ…

ଦଣ୍ଡାଧାର କେନାଲରେ ବିରାଟ ଘାଇ, ଚିନ୍ତାରେ ଚାଷୀ

କାମାକ୍ଷାନଗର : ଦଣ୍ଡାଧାର ମୁଖ୍ୟ କେନାଲରେ ସୃଷ୍ଟି ହୋଇଛି ୧୦ ଫୁଟର ଘାଇ । କିଛି ଦିନ ପରେ ଧାନ ଚାଷ କାଟିବାକୁ ଥିବାବେଳେ ଏପରି ଘାଇ ସୃଷ୍ଟି ହୋଇ ଚାଷୀଙ୍କୁ ସମସ୍ୟାରେ ପକାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ଶଶାପଶି ଗାଁ ଦଣ୍ଡାଧାର କେନାଲ ଘାଇର ମରାମତି କରାଯାଉନଥିବା ଅଭିଯୋଗ…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଗା ଦୋକାନରୁ ଲୁଟ୍

କାମାକ୍ଷାନଗର: ଫାଙ୍କା ଗୁଳିମାଡ଼ ପରେ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଲୁଗା ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସ୍ଥିତ ଲଳିତା କ୍ଲଥ ଷ୍ଟୋରରୁ ଲୁଟ୍ ହୋଇଛି । ୬ ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ସମୟରେ ବାଇକରେ ଆସି ପାଟିତୁଣ୍ଡ କରିଥିଲେ । ଫାଙ୍କା ଗୁଳି…

ଏକତରଫା ପ୍ରେମ ଆାଉ ଧର୍ମ ପାଇଁ ଚାଲିଗଲା ଯୁବତୀଙ୍କ ଜୀବନ

ଲକ୍ଷ୍ନୌ: ଏକ ତରଫା ପ୍ରେମ, ତା ସାଙ୍ଗକୁ ଜବରଦସ୍ତି । ଆଉ ଶେଷରେ ପ୍ରେମିକାକୁ ୪ ମହଲା କୋଠାରୁ ଠେଲି ଦେବା ପରେ କାହାଣୀ ଶେଷ । ପ୍ରେମ ଆାଉ ଧର୍ମ ଭିତରେ ବଳି ପଡିଗଲା ବିଚରା ନୀରିହ ଝିଅଟିଏ । ପ୍ରେମର କାହାଣୀ ସିନା ଏଇଠି ଶେଷ ହୋଇଗଲା, କିନ୍ତୁ ଆରମ୍ଭ ହୋଇଗଲା ଅପରାଧର କାହାଣୀ । ଏ…

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।…

ଜହ୍ଲାଦ ପ୍ରେମିକକୁ ଧରା ପକାଇ ଦେଲା ମୋବାଇଲ ଫୋନ

ନୂଆଦିଲ୍ଲୀ:ସାରା ଦେଶରେ  ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ…

୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ

ନୂଆଦିଲ୍ଲୀ : ଆମାଜନ ନେଇଛି ବଡ଼ ନିଷ୍ପତ୍ତି । ଟ୍ୱିଟର ଓ ମେଟା ପରେ ଏବେ କର୍ମଚାରୀଙ୍କୁ ‘ଆମାଜନ’ ଦେଲା ବଡ଼ ଝଟକା । କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଇ-କମର୍ସ କମ୍ପାନୀ ।୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ନିଆଯାଇଛି ନିଷ୍ପତି । ବ୍ୟବସାୟରେ…