Latest Odisha News

BREAKING NEWS

ବିବାହ ନାଁରେ ବଡ଼ବଡ଼ିଆଙ୍କୁ ଲୁଟୁଥିଲେ, ଭୁବନେଶ୍ୱରରୁ କର୍ଣ୍ଣାଟକର ମହିଳାଙ୍କୁ ଗିରଫ କଲା ରାଜସ୍ଥାନ ପୋଲିସ

ଭୁବନେଶ୍ୱର: ବିବାହ ପ୍ରସ୍ତାବ ଦେଇ ମିଳାମିଶା ପରେ ବଡ଼ ବଡ଼ିଆଙ୍କୁ ଲୁଟ୍ । ଫିଲ୍ମର କାହାଣୀ ପରି ଲାଗୁଥିବା ଏ ଘଟଣାର ପ୍ଲଟ ରଚୁଥିଲେ କର୍ଣ୍ଣାଟକର ୪୨ ବର୍ଷୀୟା ମହିଳା ପ୍ରୀତି ଦେଶାଇ । ଭୁବନେଶ୍ୱରରେ ନିଜକୁ ଆଇଟି ପ୍ରଫେସନାଲ୍ ପରିଚୟ ଦେଇ ରହୁଥିଲେ । ଆଉ ବଡ଼ ବଡ଼ିଆଙ୍କୁ ଟାର୍ଗେଟ୍…

୨୦୨୪ରେ ଶ୍ରୀଲଙ୍କାରେ ଆୟୋଜିତ ହେବ ୧୯ ବର୍ଷରୁ କମ ବିଶ୍ୱକପ

କଲମ୍ବୋ: ୨୦୨୪ରେ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଶ୍ରୀଲଙ୍କାରେ ଆୟୋଜିତ ହେବ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୪ରୁ୨୭ ପର୍ଯ୍ୟନ୍ତ ହେବାକୁ ଥିବା ୧୯ ବର୍ଷରୁ କମ ବିଶ୍ୱକପର ଆୟୋଜକଙ୍କ ନାମ ଘୋଷଣା କରିଛି । ୨୦୨୫ରେ ମାଲେସିଆ-ଥାଇଲାଣ୍ଡରେ ୧୯ ବର୍ଷରୁ କମ ମହିଳା ବିଶ୍ୱକପ ଏବଂ ୨୦୨୭ରେ…

ଖୁବ ଶୀଘ୍ର ଆରମ୍ଭ ହେବ ଆରଆରଆରର ସିକ୍ୱେଲ

ମାଡ୍ରାସ: ଏସଏସ ରାଜମୌଲୀଙ୍କ ଆରଆରଆର ଦେଶ ବିଦେଶରେ ଧୂମ ମଚେଇବା ସହ ଚମତ୍କାର ବ୍ୟବସାୟ କରିଥିଲା । ଜୁନିୟର ଏନଟିଆର ଓ ରାମଚରଣ ଅଭିନୀତ ଏହି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ରାଜମୌଲୀ ଏବେ ଆରଆରଆରକୁ ଓସ୍କାର ଦୌଡରେ ସାମିଲ…

ପ୍ରଶଂସକଙ୍କ ମନୋଭାବ ସହ ଖେଳୁଛନ୍ତି କି ସାନିଆ-ଶୋଏବ

ଲାହୋର: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଓ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ବିବାହ ବିଚ୍ଛେଦ ଘଟିବାକୁ ଯାଉଛି ବୋଲି ସ୍ଥାନୀୟ ଗଣମାଧ୍ୟମରେ ଜୋରସୋରରେ ଖବର ପ୍ରକାଶ ପାଇଛି । ରବିବାର ଉଭୟ ଏକତ୍ର ଏକ ଟକ ଶୋ କରିବାକୁ ଯାଉଛନ୍ତି । ଏହାର ନାମ ଦି ମିର୍ଜା ମଲିକ ଶୋ ରଖାଯାଇଛି । ଏହା…

ମାଛ ଧରିବା ପାଇଁ ବନିଶି ପକାଇଥିଲେ, ପଡ଼ିଲା ବିରଳ ଧଣ୍ଡ ସାପ

ଜଗତସିଂହପୁର : ବିରଳ ଲିୟୁସିଷ୍ଟିକ୍‌ ଧଣ୍ଡ ସାପ ଉଦ୍ଧାର । ଏହି ବିରଳ ସାପଟି ବନିଶିରେ ପଡ଼ିଥିଲା  । ଜଗତସିଂହପୁର ଜିଲ୍ଲା ବିରିଡ଼ି ଅନ୍ତର୍ଗତ କୁଳକଇଜଙ୍ଗା ଗ୍ରାମରୁ ଉଦ୍ଧାର ହୋଇଛି ଏହି ବିରଳ ସାପ  । ଖୋକନ ସେଠୀ ବନିଶିରେ ଥୋପ ଗୁନ୍ଥି ରାତିରେ ପୋଖରୀ ହୁଡ଼ାରେ ପୋତି ଦେଇ ଆସିଥିଲେ ।…

ଅଲଗା ହେବା ପୂର୍ବରୁ ବଡ ଘୋଷଣା କଲେ ସାନିଆ-ଶୋଏବ

କରାଚୀ: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନରେ ଦେଖାଦେଇଥିବା ଝଡକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବଡ ଘୋଷଣା କରିଛନ୍ତି ସାନିଆ-ଶୋଏବ ।  ଏହି ଘୋଷଣା ପରେ ସାନିଆ-ଶୋଏବ ଏକାଠି ରହିବା  ନେଇ ଫ୍ୟାନ୍ସମାନେ ଆଶାବାଦୀ ହୋଇଛନ୍ତି । ଉଭୟ ଏକ ଟକ୍  ଶୋରେ ଏକାଠି…

ଅନୁବାଦ ଗଳ୍ପ : ଏ ଜହ୍ଲାଦଙ୍କ କବଳରୁ ପଳା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୮ ମୂଳ ଉର୍ଦ୍ଦୁ: ରାମାନନ୍ଦ ସାଗର ‘ସକାଳୁ ସକାଳୁ ମୁସଲମାନମାନେ ଆମ ଗାଆଁ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେତେବେଳେ ନଈକୂଳେ ମୁଁ ଜାଳେଣିକାଠ ସଂଗ୍ରହ କରୁଥିଲି । ସେବର୍ଷ ମରୁଡ଼ି ପଡ଼ିଥିଲା । ତେଣୁ ଫସଲ ଭଲ ଅମଳ ହୋଇ ନ ଥିଲା…

୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହୋଇପାରେ ଅଯୋଧ୍ୟା ମସଜିଦ୍ ନିର୍ମାଣ କାର୍ଯ୍ୟ

ପାଖାପାଖି ସମୟରେ ପ୍ରସ୍ତୁତ ହୋଇଯିବ ରାମ ମନ୍ଦିର ଓ ଅଯୋଧ୍ୟା ମସଜିଦ୍ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ମୁତାବକ  ଅଯେଧ୍ୟା ଭୂମିରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ୍ ନିର୍ମାଣ ହେବ । ମସଜିଦର ନିର୍ମାଣ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି । ଏ…

ପ୍ରେମ ପାଇଁ ପତ୍ନୀ ନେଇଗଲା ୫୭ ଜୀବନ, ବଦଳାଇ ଦେଲା ସରକାରୀ ନିୟମ

କୁଏତ :ଧୁମଧାମରେ ଚାଲିଥାଏ ବାହାଘର । ବର କନ୍ୟା ସଜେଇ ହୋଇ ବସିଛନ୍ତି । ସମସ୍ତେ ଭୋଜି ଖାଉଥାନ୍ତି ଓ ମଜା କରୁଥାନ୍ତି । ଏହି ସମୟରେ ଜଣେ ଆସିଲେ ଯିଏକି ଏହି ବାହାଘରରେ ଜମା ବି ଖୁସି ନଥିଲେ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବରର ପ୍ରଥମ ସ୍ତ୍ରୀ । ପରେ ସେ ରାଗି ଯାଇ ବିବାହ ମଣ୍ଡପରେ…

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏତଲା

ପୁରୀ : ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପଶ୍ଚିମବଙ୍ଗ ସରକାର । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଅଖିଳ ଭାରତୀୟ ହିନ୍ଦୁ ମହାସଭା  । ଏନେଇ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ…