Latest Odisha News

BREAKING NEWS

ସଟସର୍କିଟରୁ ଜଳିଗଲା ୮ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

କାମାକ୍ଷାନଗର : ଖଟଖୁରା ଗାଁରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୮ ବଖରା ଘର । ଏନେଇ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ବିଦ୍ୟୁତ ସର୍ଟସର୍କିଟ କାରଣରୁ ହୋଇଥିବା ସନ୍ଦେହ କରାଯାଉଛି । ଖଟଖୁରା ଗାଁ ନୂଆସାହିର ଜମ୍ବେଶ୍ଵର ବିଶ୍ୱାଳ, ଗୋପାଳ ବିଶ୍ୱାଳ ଓ ସୁବଳ…

୩୩ଟି ରୁଟରେ ବିହାର-ଓଡ଼ିଶା ମଧ୍ୟରେ ଗଡ଼ିବ ବସ୍

କଟକ: ଏଣିକି ୧୫ଟି ନୁହେଁ, ୩୩ଟି ରୁଟରେ ବିହାର ଓ ଓଡ଼ିଶା ମଧ୍ୟରେ ହେବ ବସ୍ ଚଳାଚଳ । ଏନେଇ ଓଡିଶା ଏବଂ ବିହାର ସରକାରରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଚୁକ୍ତିନାମା ଅନୁଯାୟୀ, ବର୍ତ୍ତମାନ ଉଭୟ ସରକାରଙ୍କ ପରିବହନ ବିଭାଗର ପ୍ରାୟ ୨୧, ୮୬୭ କିଲାମିଟର ଅତିକ୍ରମ କରୁଥିବା ୩୩…

ଟି୨୦ ବିଶ୍ୱକପ ଫାଇନାଲରେ ଲା ଲୀନା ଭୟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲ ରବିବାର ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଫାଇନାଲରେ ବର୍ଷା ଆଶଙ୍କା ରହିଛି । ପାଣିପାଗ ରିପୋର୍ଟ ଅନୁସାରେ ବର୍ତମାନ ରବିବାର ଶତ ପ୍ରତିଶତ ଏବଂ ରିଜର୍ଭ ଡେ ସୋମବାରରେ ୯୫ ପ୍ରତିଶତ ବର୍ଷା ହୋଇପାରେ । ତେବେ ଅଷ୍ଟ୍ରେଲିଆରେ…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ଗାଁରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର ।  ଯାଜପୁର ରୋଡ ବନ ବିଭାଗ ଦ୍ୱାରା ଉଦ୍ଧାର ଏହି ବିରଳ କଇଁଛ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଅଧିକାରୀ ଡ଼ ସଞ୍ଜୟ କୁମାର ସ୍ୱାଇଁ  କୌଣସି ସୂତ୍ରରୁ ତରପଦା ଗାଁରେ ଏକ ବିରଳ ପ୍ରଜାପତିର…

ସରକାରୀ ଜମିକୁ ନେଇ ସଂଘର୍ଷ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା

ଖୋର୍ଦ୍ଧା : ଶରଧାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣକ ହେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାର ସିଂହ। ଅଭିଯୋଗ ଅନୁଯାୟୀ, ଗତ…

ପଦ୍ମ ପୋଖରୀରେ ବୁଡ଼ି ମହିଳା ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଦ୍ମ ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁର ରାଧା ଦେହୁରୀ । ରାଧା ସକାଳୁ ଘର ପାଖ ବେଣାପାଟିଆ ପୋଖରୀକୁ ଶୌଚ…

କବିତା : ରୁମାଲ୍

ସତ୍ୟରଞ୍ଜନ ପ୍ରହରାଜ ସବୁଠୁ ବେଶି ଅନ୍ତରଙ୍ଗ ହୁଏ ସେ ଛୁଏଁ ବେକ ଓଠ ଆଖି ଓ କପାଳ ଓଦା କରେ ନିଜକୁ ସାଉଁଟିନିଏ କିଛି ସ୍ୱେଦ ପରି ରକ୍ତ କିଛି ରକ୍ତ ପରି ଲୁହ ଶୁଖିଲା ଓଠ କୋଣେ ଲାଗିଥିବା ଏକ ବଜାରୀ ପ୍ରେମର କିଛି ଲିପଷ୍ଟିକ୍ ଦାଗ !! ସେ ସାଇତେ ସବୁକିଛି ଯାହା ସବୁ…

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତାଳଚେର ବନ୍ଦ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଓକିଲ ଓ ଆଇନଜୀବୀ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି । ଅଭିଯୋଗ ଅନୁସାରେ, ଓକିଲ ସଂଘ ସଭାପତି ସନ୍ତୋଷ ସାହୁଭ୍କ ସହ ଅନ୍ୟ ଆଇନଜୀବୀଙ୍କ ନାଁରେ ଗତ ମାସ ୨୬ ତାରିଖରେ ଏକ ମାମଲା ହୋଇଥିଲା । ଯାହାକୁ ମିଥ୍ୟା…

୨୨ଟି ଚୋରି ବାଇକ୍ ଉଦ୍ଧାର, ୨ ଜଣଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ୨ ଚୋରଙ୍କ ସହ ସହାୟତା କରୁଥିବା ୪ ସହଯୋଗୀଙ୍କୁ ଖଡ଼ିଆଳ ଥାନା ପୋଲିସ ଧରିଛି । ୨ ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…