Latest Odisha News

BREAKING NEWS

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…

ପଦ୍ମପୁରରେ ବଳ ବଢ଼ାଉଛି ବିଜେଡି

ବରଗଡ଼: ଉପନିର୍ବାଚନ ପାଇଁ ପଦ୍ମପୁରରେ ସରଗରମ ହେଉଛି ମାହୋଲ । ଆରମ୍ଭ ହୋଇଛି ମିଶ୍ରଣ ପର୍ବ । କର୍ମୀ ଗୋଟିଏ ଦଳ ଛାଡ଼ି ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ଆଜି ବିଜେଡି ପକ୍ଷରୁ ପାଇକମାଲରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଯେଉଁଥିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ…

ଆଶ୍ରମ ବିଦ୍ୟାଳୟରେ କନିଷ୍ଠ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ବରିଷ୍ଠ, ଭିଡିଓ ଭାଇରାଲ୍

ବାଲିଗୁଡ଼ା: ଏବେ କଲେଜ ନୁହେଁ ବିଦ୍ୟାଳୟକୁ ବ୍ୟାପିଲାଣିଂ ରାଗିଂ ରୋଗ । ଟିକଟକ୍ ସର୍ଟ୍ସ ଭଳି ଦେଖା ଯାଉଥିବା ରାଗିଂ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି । କନ୍ଧମାଳ ଜିଲ୍ଲାର ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରୁଛନ୍ତି ଦଶମ ଶ୍ରେଣୀ ଛାତ୍ର । ଖାଲି…

ବାଲିଯାତ୍ରାରେ ମନ ମୋହୁଛି ସ୍ମୋକ୍ ବିସ୍କୁଟ୍

କଟକ: ବିସ୍କୁଟ୍ ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ପିଲାଠୁ ବୁଢ଼ା ସମସ୍ତଙ୍କୁ ବିସ୍କୁଟ୍ ଲୋଡ଼ା । ଆଉ ଚା କପ୍ ସହ ବିସ୍କୁଟ୍ ହେଲେ ଆନନ୍ଦ କାହିଁରେ କେତେ । କଟକ ବାଲିଯାତ୍ରାରେ ସ୍ମୋକ ବିସ୍କୁଟ୍ ସମସ୍ତଙ୍କ ମନ ମୋହୁଛି । ଏହି ବିସ୍କୁଟ୍ ଯିଏ ଥରେ ଖାଉଛି, ଆଉ ଥରେ ଖାଇବାକୁ ଇଚ୍ଛା କରୁଛି ।…

ପ୍ରଭାସିନୀ ମହାକୁଡ଼ଙ୍କ ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଦ୍ଵାରା ପ୍ରକାଶିତ ବିଶିଷ୍ଟ ସାହିତ୍ୟିକା ପ୍ରଭାସିନୀ ମହାକୁଡ଼ଙ୍କ ଦ୍ଵାରା ଅନୂଦିତ କବିତା ସଙ୍କଳନ ଜୀଇଁ ନଥିବା ଜୀବନ' ସ୍ଥାନୀୟ କେଦାରନାଥ ଗବେଷଣା କେନ୍ଦ୍ରର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ହିନ୍ଦୀ କବି କୁଲଦୀପ…

ଲକ୍ଷ୍ମଣ ସାହୁ ‘କୈବଲ୍ୟ ଜ୍ୟୋତି ସମ୍ମାନ’ରେ ସମ୍ମାନିତ

କଟକ : ମହାନଦୀ ବିହାର ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ସାହୁଙ୍କୁ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ଶ୍ରେଷ୍ଠ ସମାଲୋଚକ ଭାବରେ "କୈବଲ୍ୟ ଜ୍ୟୋତି ସମ୍ମାନ ୨୨ " ରେ ସମ୍ମାନିତ କରାଯାଇଛି । ଏଥିପାଇଁ ଶ୍ରୀ ସାହୁଙ୍କୁ ଉତ୍ତରୀୟ ଉପଢ଼ୌକନ ସହିତ ଶ୍ରୀଗଣେଶ ଟ୍ରଫି ଓ ମାନପତ୍ର ଦ୍ଵାରା…

କବିତା : ଧନ୍ୟରେ ସନ୍ତାନ

ବିଳାସିନୀ ପୃଷ୍ଟି ଜନନୀ ଜଠରେ ଦଶମାସ ଧରି ଭୂମିରେ ଦେଲେ ଭୂମିଷ୍ଠ ପ୍ରଥମେ ବସୁଧା ଛୁଇଁଲୁ ଯେବେତୁ ମା' ଭୁଲିଲା ମାତୃତ୍ଵ କଷ୍ଟ। କେତେ କଷ୍ଟ ସହି ତୁମ ଓଠେ ହସ ପିତା ତୁମ ବାଣ୍ଟି ଦେଲେ ନିତି ଅଳି ଅର୍ଦ୍ଦଳି ସହ୍ୟ କରିଣ ସେ ଛୋଟରୁ ବଡ଼ କରିଲେ । ବାଲ୍ୟାବସ୍ଥା ଗଲା ଶୈଶବ…

ପୁରୀରେ ଆୟୋଜିତ ହେଲା ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ

ପୁରୀ: ଭାରତୀୟ ଭାଷା ଏବଂ ସଂସ୍କୃତି କେନ୍ଦ୍ର ଦିଲ୍ଲୀ ଦ୍ୱାରା ଆୟୋଜିତ ତିନ ଦିବସୀୟ ହିନ୍ଦୀଭାଷା ସମ୍ମିଳନୀକୁ ବରିଷ୍ଠ ରାଜନେତା ତଥା ଭାଷାବିତ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମାରୋହକୁ ପ୍ରସିଦ୍ଧ ଶିକ୍ଷାବିତ ଓ ନ୍ୟାଶନାଲ ବୁକ ଟ୍ରଷ୍ଟର ପ୍ରଫେସର ମାନସ…

କୋର୍ଟଙ୍କ ଇଡିକୁ ପ୍ରଶ୍ନ, ଜ୍ୟାକଲିନଙ୍କୁ କାହିଁକି ଗରଫ କରାଯାଉନି ?

ନୂଆଦିଲ୍ଲୀ: ଦିଲ୍ଲୀ ପଟିୟାଲା କୋର୍ଟ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମାମଲାରେ ଇଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସୁକେଶ ଚନ୍ଦ୍ରଶେଖର ସହ ଜ୍ୟାକଲିନ ୨୦୦ କୋଟି ମନି ଲଣ୍ଡ୍ରିଂ ମାମଲରେ ଫସିଛନ୍ତି । ଯଦି ଜ୍ୟାକଲିନଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଅଛି ତାହାହେଲେ ତାଙ୍କୁ…

ଦି କଶ୍ମୀର ଫାଇଲ୍ସ ପରେ ବିବେକ ଆଣୁଛନ୍ତି ଦି ଭ୍ୟାକ୍ସିନ ୱାର

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ପରେ ଚର୍ଚ୍ଚିତ ଫିଲ୍ମ ମେକର ବିବେକ ରଞ୍ଜନ ଅଗ୍ନିହୋତ୍ରୀ ତାଙ୍କ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି । ଦି ଭ୍ୟାକ୍ସିନ ୱାର ନାମକ ଏହି ଫିଲ୍ମ ୧୫ ଅଗଷ୍ଟ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ହିନ୍ଦୀ, ତେଲୁଗ, ତାମିଲ ସମେତ ୧୦ରୁ ଅଧିକ ଭାଷାରେ ଏହି…